ଧନ୍ୟରେ ସ୍ଵାମୀ ସ୍ତ୍ରୀ ସହ କେମିତି ଏମିତି କଲୁ…Balasore ଜିଲ୍ଲାରେ ଏମିତି ଭୟଙ୍କର କାଣ୍ଡ ଶୁଣି ଆପଣଙ୍କ ହୋସ ଉଡିଯିବ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରଥମେ ପ୍ରେମ ତାପରେ ବାହାଘର ଓ ତାପରେ ପ୍ରତାରଣା । ଭଲ ପାଇ ଯାହାକୁ ବାହା ହୋଇଥିଲା ସେହି ଆଜି ଏତେ ଭୟଙ୍କର kanda ନିଜ ସ୍ତ୍ରୀ ସହ କିପରି ଘଟାଇ ପାରିଲା ।  ତେବେ ସୂଚନା ମୁତାବିକ ବାଲେଶ୍ଵର ଜିଲ୍ଲା ସହଦେବଖୁଣ୍ଟିଆ ଥାନା ଭୀମପୁର ଘଟଣାରେ ଏପରି କିଛି ଘଟଣା ଘଟିଯାଇଛି । ଗତ ସୋମବାର ଦିନ ସକଳ ୧୧ ଟା ୩୦ ମିନିଟ ସମୟ ପାଖାପାଖି ହେବ ।

ଭୀମପୁର ଗ୍ରାମରେ ଏକ ଭଡା ଘରେ ନିଜ ଭଉଣୀ ସହ ବର୍ଷା ସିଙ୍ଘ ରହିଥିବା ସମୟରେ ସେହି ଘରକୁ ଚନ୍ଦନ ରାଣା ଓ ତା’ ର ଜଣେ ସହଯୋଗୀକୁ ନେଇ ଆସିଥିଲା । ତେବେ ଏହି ସମୟରେ ବର୍ଷା ଓ ବନିତା ଓ ତାଙ୍କର ୨ ଟି କୁନି କୁନି ପୁଅ ଓ ଝିଅ ମଧ୍ୟ ରହୁଥିଲେ । ତେବେ ଅଭିଯୁକ୍ତ ଚନ୍ଦନ ଯେତେବେଳେ ଭଡା ଘରକୁ ଆସିଥିଲା । ସେତେବେଳେ ସେହି ଘରେ ବନିତା ଓ ଚନ୍ଦନ ମଧ୍ୟରେ କିଛି ସମୟ ପାଇଁ ଯୁକ୍ତି ତ-ର୍କ ଲାଗି ରହିଥିଲା ।

ତାପରେ ଏହି ଯୁକ୍ତି ତ-ର୍କ ମଧ୍ୟରେ ଚନ୍ଦନ ବନିତା ଉପରେ ଏସ-ଇ-ଡ maada କରିଥିଲା । ତେବେ ବନିତା ଉପରେ ଏସ-ଇ-ଡ maada କରିବା ସମୟରେ କିଛି ବୁନ୍ଦା ଏସିଡ ଭଉଣୀ ବର୍ଷା ଓ ୨ ପିଲାଙ୍କ ଉପରେ ମଧ୍ୟ ଛିଟିକି ଯାଇଥିଲା । ତେବେ ଏସ-ଇ-ଡ maada ଖାଇସାରିଲା ପରେ ଏମାନେ ସବୁ ଆ-ର୍ତ୍ତ ଚି-ତ୍କ-ଆର କରୁଥିବା ସମୟରେ ଅଭିଯୁକ୍ତ ଚନ୍ଦନ ରାଣା ଏସ-ଇ-ଡ maada କରି ସେଠାରୁ କୁଆଡେ ଗାୟବ ହୋଇଯାଇଥିଲା ।

ତେବେ ବନିତାଙ୍କ ଘର ଲୋକଙ୍କ ଅଭିଯୋଗ ଅନୁସାରେ ଆଜକୁ ଦେଢ ମାସ ତଳେ ଘର ଲୋକଙ୍କ ସହମତି କ୍ରମେ ବନିତାଙ୍କୁ ପ୍ରେମ ବିବାହ କରିଥିଲା ଚନ୍ଦନ । ବିବାଘର ପରେ ବନିତା ଜାଣିବାକୁ ପାଇଥଲା । ଏହା କି ଯେ ଚନ୍ଦନ ପୂର୍ବରୁ ହିଁ ବିବାହିତ ଥିଲା ଓ ତା’ ର ୨ ପିଲା ମଧ୍ୟ ଥିଲେ । । ଯେତେବେଳେ ଏହି ସବୁ କଥା ବନିତା ଜାଣିବାକୁ ପାଇଥିଲା ସେତେବେଳେ ବନିତା ନିଜ ସ୍ଵାମୀ ଚନ୍ଦନକୁ ଛାଡି ନିଜ ଭଉଣୀ ସହ ଭଡା ଘରେ ଆସି ରହୁଥିଲା ।

ତେବେ ଏହି ରାଗରେ ପ୍ର-ତି-ଶୋ-ଧ ନେବା ପାଇଁ ଯାଇ ଚନ୍ଦନ ଭଡା ଘରକୁ ଯାଇ ବନିତା ଉପରେ ଏସ-ଇ-ଡ maada କରିବା ସହ ଅନ୍ୟ ମାନେ ମଧ୍ୟ ଏସ-ଇ-ଡ maadaରେ ଆ-କ୍ରା-ନ୍ତ ହୋଇଥିଲେ । ତେବେ ଏହି ଘଟଣା ଉପରେ ପୋଲିସ ତଦନ୍ତ କରି ଶୀଘ୍ର କାର୍ଜ୍ଯାନୁଷ୍ଠାନ ନେବ ବୋଲି ଆଶା ରହିଛି ।

Leave a Reply

Your email address will not be published. Required fields are marked *