ବାପା ବାହା ହେଲା ଝିଅକୁ…ଝିଅ ହେଲା ବାପାର ସ୍ତ୍ରୀ, ପୁରା ଘଟଣା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ନମସ୍କାର ବନ୍ଧୁଗଣ, ଅଜବ ଦୁନିଆରେ ଗଜବ ଘଟଣା ସବୁ ଘଟୁଛି ଆଜିକାଲି । ଯାହା ଠାରୁ ଜନ୍ମ ତାକୁ ହିଁ ବିବାହ କରୁଛି ମଣିଷ । ଖବର ଅନୁଯାୟୀ ବାପା ବାହା ହୋଇଛି ଝିଅକୁ । ଅର୍ଥାତ ଝିଅ ହୋଇଛି ବାପାର ସ୍ତ୍ରୀ । ଏ କଥା ଶୁଣିବା ପାଇଁ ନିହାତି ଆପଣଙ୍କୁ ଅବିଶ୍ଵସନୀୟ ଲାଗୁଥିବ । କିନ୍ତୁ ଏହା ଘଟିଛି ଏବଂ ଏହା ସତ । ତେବେ ଏଭଳି ଏକ ଶାସ୍ତ୍ର ବିରୋଧୀ କାର୍ଯ୍ୟ କାହିଁକି ହୋଇଛି କଣ ଏହା ପଛର ସତ ତାହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଦୁନିଆରେ ଏଭଳି ଏକ ଜନଜାତି ରହିଛି ଯେଉଁମାନେ ବିବାହକୁ ନେଇ କୁପ୍ରଥା ପାଳନ କରିଥାନ୍ତି । ପରମ୍ପରା ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ବିଧବା ପତ୍ନୀକୁ ଅନ୍ୟ ଜଣେ ବିବାହ କରିଥାନ୍ତି । ଯଦି ସେହି ବିଧବା ମହିଳାଙ୍କର କନ୍ୟା ସନ୍ତାନ ରହିଥାଏ ତେବେ ସେହି ସନ୍ତାନ ବଡ ହେବା ପରେ ତାହାକୁ ମାଆ ର ଦିତୀୟ ବାପା ବିବାହ କରିଥାଏ ।

ଏହା ଆପଣଙ୍କ ପାଇଁ ଏକ ଆଶ୍ଚର୍ଯ୍ୟ ଜନକ ଖବର ହେଲେ ମଧ୍ୟ ସତ । ଏପରି ଏକ କୁପ୍ରଥା ବାଂଲାଦେଶର ଏକ ଜନଜାତି ସଂପ୍ରଦାୟରେ ରହିଛି । ଏହି ସଂପ୍ରଦାୟର ନାମ ମାଣ୍ଟିଭ ହୋଇଥିବା ବେଳେ ଏଭଳି ଏକ କୁପ୍ରଥାକୁ ପାଳନ କରିଥାନ୍ତି ଲୋକମାନେ । ବାପା ଜଣଙ୍କ ଝିଅକୁ ଲାଳନ ପାଳନ କରି ବଡ କରିଥାନ୍ତି ଆଉ ବଡ ହେବା ପରେ ସେହି ଝିଅକୁ ବିବାହ କରି ନିଜର ସ୍ତ୍ରୀ କରିଦେଇଥାନ୍ତି ବାପା ।

ବେଳେ ବେଳେ ଏହି କୁପ୍ରଥା ପାଇଁ ହିଂସା ମଧ୍ୟ ଦେଖା ଦେଇଥାଏ । ଆଜିର ଏହି ଆଧୁନିକ ଯୁଗରେ ବି ଲୋକମାନେ ପୂରୁଣା କଥା ଏବଂ ଅନ୍ଧ ବିଶ୍ଵାସର ନିୟମକୁ ଧରି ବାଟ ଚଳୁଥିବାର ଘଟଣା ବହୁତ କମ ଦେଖିବାକୁ ମିଳିଥାଏ । କିନ୍ତୁ ଅନ୍ଧ ବିଶ୍ଵାସ ତ ଅନ୍ଧ ବିଶ୍ଵାସ ଏଠାରେ ତ ସମ୍ପର୍କର କୌଣସି ମୂଲ୍ୟ ନାହି ।

ତେବେ ଯେଉଁଠାରେ ସମ୍ପର୍କର ମୂଲ୍ୟ କିଛି ନାହିଁ ବାପା ଝିଅର ମଧ୍ୟରେ ଅନୈତିକ ସମ୍ପର୍କ ରହିଛି ସେ ବା କିଭଳି ମଣିଷ ଜାତିରେ ଏବଂ ମଣିଷ ସମାଜରେ ମୁଣ୍ଡ ଟେକି ଚଳିବା କୀତେ ଦୂର ଠିକ ଏହା ଆପଣ ନିଜର କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *