ସ୍ଵାମୀ ବୟସରେ ବଡ ହେଲେ ସ୍ତ୍ରୀକୁ ମିଳିଥାଏ ଏହି ୬ ଟି ବଡ ଫାଇଦା, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ସେମିତିରେ ପ୍ରେମ ଓ ଭଲ ପାଇବାରେ ବୟସ ଦେଖା ଯାଇ ନ ଥାଏ କିନ୍ତୁ ଜଣେ ଅଧିକ ବୟସର ସ୍ଵାମୀ ଓ କମ ବୟସର ସ୍ତ୍ରୀ ହେବା ଆପଣଙ୍କ ସମ୍ପର୍କକୁ ନେଇ ବହୁତ ଲାଭବାନ ହୋଇପାରେ , ଏହି ଭଳିର କମ୍ବିନେଶନ ଗୋଟେ ଭଲ ବିବାହିତ ଲାଇଫର ପ୍ରତୀକ ମଧ୍ୟ ହୋଇଥାଏ, ଆସନ୍ତୁ ବିସ୍ତାର ଭାବେ ଜାଣିବା କି ଏହା କେମିତି ସମ୍ଭବ ହେବ ।

ମ୍ୟାଚୁରିଟି ଓ କମ ଝଗଡ଼ା

 

ଅଧିକ ବୟସର ପୁରୁଷ କମ ବୟସର ଝିଅଙ୍କ ତୁଳନାରେ ବହୁତ ଅଧିକ ମ୍ୟାଚୋର ମାନେ ବୁଦ୍ଧିମାନ ହୋଇଥାନ୍ତି , ସେ ନିଜର ଲାଇଫ ପାର୍ଟନରର ସବୁ ପସନ୍ଦ ଓ ନାପସନ୍ଦ ବିଷୟରେ ଭଲ ଭାବେ ବୁଝି ଥାଆନ୍ତି । ତାଙ୍କ ଭିତରେ ଛୋଟ ଛୋଟ କଥାକୁ ନେଇ ବହୁତ ଶୀଘ୍ର ରାଗ ଆସିନଥାଏ , ଏହି ଜିନିଷରେ ନିଜ ପାର୍ଟନର ସହିତ ଲଢ଼େଇ ଝଗଡ଼ା ହେବାର ଚାନ୍ସ ବହୁତ କମ୍ ଥାଏ , ଏହି ସମ୍ପର୍କ ସନ୍ଦେହ ଜନିତ ହୋଇ ନଥାଏ , ଏହି ପ୍ରକାର ସମ୍ପର୍କ ବହୁତ ମଝବୁତ ହୋଇଥାଏ ।

ଇନସିକ୍ୟୁରିଟି ହୋଇନଥାଏ

କମ ବୟସର ପିଲାମାନଙ୍କ ଭିତରେ ସବୁବେଳେ ନିଜର ମାନ୍ୟତା ବା ଝିଅଙ୍କୁ ନେଇ ଗୋଟେ ଇନସିକ୍ୟୁରିଟି ରହିଥାଏ , ତାଙ୍କୁ ସବୁବେଳେ ଏହା ଲାଗିଥାଏ କି ତାଙ୍କ ସ୍ତ୍ରୀ ହାତରୁ କାଳେ ପଳେଇବେ , ସେ ତାଙ୍କୁ ଅଧିକ କଣ୍ଟ୍ରୋଲ ରେ ରଖିଥାନ୍ତି , ଓ ଯଦି ସେଇଠି ତାଙ୍କ ସ୍ତ୍ରୀ ତାଙ୍କ ଠାରୁ ଅଧିକ ରୋଜଗାର କରନ୍ତି ତେବେ ତାଙ୍କୁ ଏହା ପସନ୍ଦ ହୋଇ ନଥାଏ , ସେ ତାଙ୍କ ସମ୍ପର୍କକୁ ମଝବୁତରେ ବାନ୍ଧି କି ରଖିପାରନ୍ତି ନାହିଁ , କିନ୍ତୁ ବୟସରେ ବଡ଼ ପୁରୁଷଙ୍କ ସହିତ ଏହି ସମସ୍ୟା ଆସି ନଥାଏ , ସେ ଆଗରୁ ହିଁ ଏହି ଜିନିଷକୁ ନେଇ ବହୁତ ବୁଦ୍ଧିମାନ ହୋଇଥାନ୍ତି ।

ରୂପ ଓ ଗଢଣ ଦେଖନ୍ତି ନାହିଁ

 

ବୟସରେ ବଡ଼ ପୁରୁଷ ନିଜ ପାର୍ଟନରଙ୍କ ରୂପ ଓ ଗଢଣକୁ ନୁହେଁ ତାଙ୍କ ମନ କୁ ଭଲ ପାଆନ୍ତି , କମ ବୟସର ପୁଅ ସବୁବେଳେ ଝିଅମାନଙ୍କର ସୁନ୍ଦରତା ଉପରେ ଆକର୍ଷିତ ହେଇ ବିବାହର ନିର୍ଣ୍ଣୟ ନିଅନ୍ତି ଯେତେବେଳେ କି ଅଧିକ ବୟସର ପୁରୁଷ ସୁନ୍ଦରତା ବ୍ୟତୀତ ଝିଅର ମନ ଓ ବ୍ୟବହାରକୁ ଦେଖିଥାନ୍ତି , ଏହିପରି ତାଙ୍କ ସମ୍ପର୍କ ଅଧିକ ସମୟ ଚାଲିଥାଏ ।

ଟଙ୍କା ମ୍ୟାନେଜମେଣ୍ଟ

ଘରର ଆର୍ଥିକ ସ୍ଥିତିକୁ କିପରି ସ୍ଥିର ରଖିହେବ ଏହି କଥା ଅଧିକ ବୟସର ସ୍ଵାମୀ ଅଧିକ ଭଲ ଭାବେ ବୁଝିଥାନ୍ତି , ସେ ଅଧିକାଂଶ ଖର୍ଚ୍ଚୀ ନେଚରର ହୋଇନଥାନ୍ତି , ତାଙ୍କୁ ପଇସାର ମହତ୍ୱ ଜଣାଥାଏ । ସେ ଟଙ୍କାର ମ୍ୟାନେଜମେଣ୍ଟ ଭଲ ସେ କରିବା ଜାଣିଛନ୍ତି ଓ ସେଇଠି କମ ବୟସର ପୁଅ ସୋ ବାଜି ଓ ବେକାର ଖର୍ଚ୍ଚ କରିବା ଦ୍ୱାରା ଘରର ଆର୍ଥିକ ସ୍ଥିତି ବିଗିଡି ଯାଇଥାଏ ।

ସ୍ପଷ୍ଟତା

ଅଧିକ ବୟସର ପୁରୁଷଙ୍କ ମଧ୍ୟରେ ନିଜର ବିବାହ ଓ ଲାଇଫ ପାର୍ଟନରକୁ ନେଇ ଗୋଟେ ସ୍ପଷ୍ଟତା ରହିଥାଏ । ତାଙ୍କୁ ଜଣାଥାଏ କି ନିଜର ସ୍ତ୍ରୀ , ବିବାହ ଓ ଲାଇଫରେ କଣ ଚାହାନ୍ତି ଓ ସେଇଠି କମ ବୟସର ପିଲାଙ୍କ ମନ ବାରମ୍ବାର ଘୁରି ବୁଲୁଥାଏ , ସେମାନଙ୍କ ମନରେ ଗୋଟେ କ୍ଲିୟର ଭିଜନ ହୋଇ ନଥାଏ ଯାହା ଆଗକୁ ଯାଇ ସମ୍ପର୍କ କମଜୋର କରି ଦେଇଥାଏ ।

ମାନ ସମ୍ମାନ

 

ବୟସର ପାର୍ଥକ୍ୟ ହେବା ଦ୍ଵାରା ସ୍ଵାମୀ ଓ ସ୍ତ୍ରୀ ଦୁଇ ଜଣ ହିଁ ଦୁହେଁ ଦୁହିଁଙ୍କୁ ମାନ ସମ୍ମାନ ଦେଇଥାନ୍ତି , ପୁରୁଷ ବୟସରେ ବଡ଼ ହେବା ଦ୍ଵାରା ନିଜ ସ୍ତ୍ରୀକୁ ପିଲା ଭାବି ତା ଲକୁ କ୍ଷମା କରି ଦିଅନ୍ତି , ଓ ସେଇଠି ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ବୟସରେ ବଡ଼ ହେବା କାରଣରୁ ମାନ ସମ୍ମାନ ଦେଇଥାନ୍ତି । କିନ୍ତୁ ଯେତେବେଳେ ପୁଅ ଓ ଝିଅଙ୍କ ବୟସ ସମାନ ହୁଏ ସେମାନଙ୍କ ମଧ୍ୟରେ ସମସ୍ୟା ଦେଖାଦିଏ ।

ଆଶା କରୁଛୁ କି ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ । ଦୟାକରି ଏହାକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *