ନାରୀର ଏହି ଅଙ୍ଗ ହୋଇଥାଏ ବହୁତ ପବିତ୍ର, ଛୁଇଁବା ଦ୍ୱାରା ଭିକାରୀ ମଧ୍ୟ ବନିଯାଏ କୋଟିପତି, ଲାଜ କଲେ ହୁଏ ସର୍ବନାଶ

ନାରୀର ଏହି ଅଙ୍ଗକୁ ଏତେ ପବିତ୍ର କୁହାଯାଇଥାଏ କି ଯାହାକୁ ଛୁଇଁବା ସମୟରେ ଆପଣ ଙ୍କ ମାନ ସମ୍ମାନ ବୃଦ୍ଧି ପାଇବା ସହ ଆପଣଙ୍କ ଧନ ଅଭିବୃଦ୍ଧି ହୋଇଥାଏ । ଯେପରିକି ଘରର ବୟସ୍କ ମାନଙ୍କର ପାଦ ସ୍ପର୍ଷ କରିବା ଦ୍ୱାରା ଶୁଭ ହୋଇଥାଏ ଓ ଆପଣଙ୍କୁ ଆଶିର୍ବାଦ ମିଳିଥାଏ ଓ ସେହିପରି ଗାଈର ପିଠିକୁ ସ୍ପର୍ଶ କଲେ ଶୁଭ ହୋଇଥାଏ ଓ ଅନ୍ୟ ପଶୁର ମୁଖକୁ ସାରସ କଲେ ଶୁଭ ହୋଇଥାଏ ଠିକ ସେହିପରି ନାରୀର ସମ୍ପୁର୍ଣ ଶରୀର ହିଁ ଶାସ୍ତ୍ର ଅନୁସାରେ ପବିତ୍ର ହୋଇଥାଏ । ଏଥିପାଇଁ ଆପଣ ନାରୀର ସଦା ସର୍ବଦା ସମ୍ମାନ କରିବା ସହ ତାଙ୍କୁ କୌଣସି ସ୍ଥାନରେ ନୀଚ ଦେଖାଇବା ଭଳି କଥାବାର୍ତ୍ତା କରନ୍ତୁ ନାହିଁ ।

ଏମିତି କରିବାଦ୍ୱାରା ଭଗବାନ ସ୍ୱୟଂ ଆପଣଙ୍କ ଉପରେ ଅସନ୍ତୁଷ୍ଟ ରାହିଥାନ୍ତି ଓ ଆପଣ ଯେତେ ବି ରୋଜଗାର କରିବା ପରେ ମଧ୍ୟ ଆପଣଙ୍କୁ ସର୍ବଦା ଅଭାବ ରହିଥାଏ । ଏଥିପାଇଁ କୁହାଯାଇଛି କି ପ୍ରତ୍ୟେକ ନାରୀ ସହ ସେହି ବ୍ୟକ୍ତିର ଧନ ଓ ମାନ ସମ୍ମାନ ଉପରେ କିଛି କଥା ଜଡିତ ରହିଛି ।

କଣ ଆପଣ ଜାଣନ୍ତି ମହିଳା ଙ୍କ ଶରୀରରେ ଏପରି ଏକ ଅଙ୍ଗ ରହିଛି ଯାହାକୁ ଛୁଇଁବା ଦ୍ୱାରା ଭିକାରୀ ମଧ୍ୟ କୋଟିପତି ହୋଇଯାଏ। ନାରୀ ସଶକ୍ତିକରଣ ଆମ ଦେଶ ରେ ବହୁତ ପୂର୍ବରୁ ରହି ଆସିଛି । କୁହାଯାଏ ନାରୀ ଙ୍କ ମନରେ କଣ ଚାଲେ କେହି ଜାଣନ୍ତି ନାହିଁ । ନାରୀ ମାନଙ୍କ ମନ କୁ ଜାଣିବା ବହୁତ କଷ୍ଟକର ହୋଇଥାଏ । ଭଗବାନ ମଧ୍ୟ ନାରୀ ଙ୍କ ମନରେ କଣ ଚାଲୁଛି ଜାଣି ପାରନ୍ତି ନାହିଁ । ଆମ ଗୁରୁଜନ ମାନେ ଆମକୁ ଅନେକ କଥା କୁ ବାରଣ କରନ୍ତି ଏବଂ ଏଭଳି ଅନେକ କାର୍ଯ୍ୟ କରିବାକୁ କୁହନ୍ତି ଯାହା ଆମକୁ ଅନ୍ଧ ବିଶ୍ୱାସ ବୋଲି ଲାଗେ।

କିନ୍ତୁ ଏହାର ପ୍ରଭାବ ବହୁତ ମହତ୍ୱପୂର୍ଣ୍ଣ ଅଟେ । ମହିଳା ଙ୍କ ଶରୀର କୌଣସି ରହସ୍ୟ ଠାରୁ କମ୍ ନୁହେଁ। ଆମ ଶାସ୍ତ୍ର ଅନୁସାରେ ବହୁତ ଚମତ୍କାରୀ ନିୟମ ସବୁ ରହିଛି ଯାହାକୁ ବ୍ୟବହାର କରିବା ଦ୍ୱାରା ଆମ ନିତିଦିନ ଜୀବନ ବଦଳି ପାରିବ । କିନ୍ତୁ ଏପରି କାର୍ଯ୍ୟ କରିବାକୁ ଅନେକ ପୁରୁଷ ଲଜ୍ୟା କରିଥାନ୍ତି । ତେଣୁ ସେମାନେ ଜୀବନ ରେ ସଫଳତା ପାଆନ୍ତି ନାହିଁ।

 

ନାରୀ ଙ୍କୁ ଆମ ହିନ୍ଦୁ ଧର୍ମ ତଥା ଭାରତୀୟ ସଂକୃତି ରେ ଅନେକ ଗୁରୁତ୍ୱ ଦିଆଯାଏ । ନାରୀ ଙ୍କୁ ଆମ ଦେଶରେ କାହିଁ ଅନାଦି କାଳରୁ ପୂଜା କରାଯାଏ । ନାରୀ ଙ୍କୁ ଦେବୀ ମାଆ ରୂପରେ ଆମ ଦେଶରେ ପୂଜା କରାଯାଏ । ତେବେ ଆମ ଶାସ୍ତ୍ର ରେ ମଧ୍ୟ ଏହି ଶ୍ଳୋକ ଲେଖା ଅଛି କି “ଯତ୍ର ନାରୀ ପୂଜ୍ୟନ୍ତେ ତତ୍ର ଭ୍ରମନ୍ତି ଦେବତା”ଅର୍ଥାତ ଯେଉଁ ଘରେ ନାରୀ କୁ ଉପଯୁକ୍ତ ସମ୍ମାନ ଦିଆ ଯାଏ, ସେଠାରେ ଦେବତା ମାନେ ବିଚରଣ କରନ୍ତି ଏବଂ ଘର ପ୍ରତି ଶୁଭ ଦୃଷ୍ଟି ରଖିଥାନ୍ତି ।

ତେବେ ନାରୀ ଶରୀର ରେ ଏପରି ଏକ ଅଙ୍ଗ ରହିଛି ଯାହା ପଦ୍ମ ଭଳି କୋମଳ ଅଟେ ଏହା କୁ ଛୁଇଁବା ଦ୍ୱାରା ଆପଣଙ୍କ ଭାଗ୍ୟ ବଦଳିଯିବ। ତେବେ ଆପଣଙ୍କ ଏହା ଦୃଷ୍ଟି ଗୋଚର କେବେ ମଧ୍ୟ ହୋଇ ନଥିବ ଯେ ନାରୀ ଙ୍କ ଆର୍ଶୀବାଦ ରେ କେତେ ଶକ୍ତି ରହିଛି । ଯଦି ଆପଣ ସକାଳୁ ଉଠି ନାରୀ ରୂପୀ ନିଜ ମାତା ଙ୍କ ପାଦ କୁ ଧରି ଆର୍ଶୀବାଦ ଭିକ୍ଷା କରିବେ ତେବେ ଦେଖିବେ ଆପଣଙ୍କ ଭାଗ୍ୟ ଭବିଷ୍ୟତ ରେ କିପରି ଚମକିବ। ଅନେକ ଲୋକ ଲାଜ କରନ୍ତି କି ମାତା ଙ୍କ ପାଦ ସ୍ପର୍ଶ କରିବାକୁ ।

ବହୁତ ବ୍ୟକ୍ତି ନିଜ ମାଆ ଙ୍କ ପାଦ କୁ ଧରିବାକୁ ଲାଜ କରନ୍ତି । ଏଣୁ ସେମାନେ କେବେ ମଧ୍ୟ ଜୀବନରେ ସଫଳ ହୋଇପାରନ୍ତି ନାହିଁ । ନାରୀ ଙ୍କ ପାଦ ସ୍ପର୍ଶ କରିବା ଦ୍ୱାରା ମାତା ଲକ୍ଷ୍ମୀ ବହୁତ ଖୁସୀ ହୋଇଥାନ୍ତି। ଏହା ଦ୍ୱାରା ଦେବା ଦେବୀ ମାନଙ୍କ ଶୁଭ ଦୃଷ୍ଟି ମଧ୍ୟ ଆପଣ ଙ୍କ ସହିତ ରହିଥାଏ । ପ୍ରତିଦିନ ସ୍ନାନ କରି ପିତା ମାତା ଙ୍କ ଆର୍ଶୀବାଦ ନେବା ଦ୍ୱାରା ଭଗବାନ ଖୁସି ହୁଅନ୍ତି ।

ଆପଣଙ୍କ ଉପରେ ଦଶ ଦିଗପାଳ ଖୁସି ହୁଅନ୍ତି ଯାହା ଦ୍ୱାରା କି ଅଳ୍ପ ଦିନ ମଧ୍ୟରେ ଆପଣ ଙ୍କ ଭାଗ୍ୟ ବଦଳି ଯାଏ । କିନ୍ତୁ ଲଜ୍ୟା ଅନୁଭବ ଯୋଗୁଁ ଅନେକ ଏପରି କରନ୍ତି ନାହିଁ। ତେଣୁ ଏପରି ବ୍ୟକ୍ତି ମାନଙ୍କ ଜୀବନରେ ଅନେକ ଅସୁବିଧା ଆସେ । କେବେ ମଧ୍ୟ ମାତା ପିତା ଙ୍କ ଚରଣ ସ୍ପର୍ଶ କରୁନଥିବା ପିଲା ମାନେ ଭବିଷ୍ୟତ ରେ ଉନ୍ନତି କରି ପାରନ୍ତି ନାହିଁ । ଏଣୁ ପ୍ରତିଦିନ୍ ଈଶ୍ୱରଙ୍କୁ ପ୍ରଣାମ କରିବା ସହ ନିଜ ପିତା ମାତା ଙ୍କୁ ପ୍ରଣାମ କରିବା ଉଚିତ। ଏହା ଦ୍ୱାରା ଭିକାରୀ ମଧ୍ୟ କୋଟିପତି ହୋଇଯିବ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *