ମହାଖୁଲାସା, ଶେଷ ୫ ମାସରେ ୫୦ ରୁ ବି ଅଧିକ ଥର ହେଇଥିଲା ମାରପିଟ, ଭୟାନକ ଅଟେ ସୁଶାନ୍ତଙ୍କ ଚାକର କହିଥିବା ଫ୍ଲାଟ ର ପୁରା ଘଟଣା

ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ଅନେକ ପ୍ରକାରର କଥା ସାମ୍ନାକୁ ଆସୁଛି । କିନ୍ତୁ ଏବେ ଯେଉଁ କଥା ସାମ୍ନାକୁ ଆସୁଛି ତାହା ବହୁତ ଆଶ୍ଚର୍ଯ୍ୟକର ଅଟେ । ସୁଶାନ୍ତଙ୍କ ବଡିଗାର୍ଡ ବହୁତ ସାରା ଖୁଲାସା କରିଥିଲେ ଓ କହିଥିଲେ କି କେମିତି ରିୟା ଚକ୍ରବର୍ତ୍ତୀ ଘରେ ମାରପିଟ କରୁଥିଲେ । ଏବେ ସୁଶାନ୍ତ ଙ୍କ ଫ୍ଲାଟ ରେ ରାହୁଥିବା ଚାକର ମଧ୍ୟ ମହାଖୁଲାସା କରିଛି ଓ କହିଛି କି ଥରେ କିମ୍ବା ଦୁଇ ଥର ନୁହେଁ ବରଂ 50 ରୁ ଅଧିକ ଥର ସୁଶାନ୍ତଙ୍କ ସହିତ ମାରପିଟ କରା ଯାଇଛି ଓ ଏଥିରେ ରିୟାଙ୍କ ସହିତ ତାର ଭାଇ ଶୋଭିତ ବି ସାମିଲ ଥିଲା । ଏ ସବୁ କିଛି ସୁଶାନ୍ତଙ୍କ ସହିତ ଗତ 5 ମାସରେ ହୋଇଥିଲା । ତେବେ ଏହି 5 ମାସରେ କଣ ହୋଇଥିଲା ସୁଶାନ୍ତ ଙ୍କ ସହିତ ଚାଲନ୍ତୁ ଜାଣିବା ।

୧୫ ଅକ୍ଟୋବର ୨୦୧୯ କୁ ଯେତେବେଳେ ସୁଶାନ୍ତ ସିଂହ ୟୁରୋପ ଟ୍ରିପ ରେ ଯାଇଥିଲେ ସେ ପର୍ଯ୍ୟନ୍ତ ସେ ବିଲକୁଲ ଠିକ ଥିଲେ । କିନ୍ତୁ ଯେତେବେଳେ ୨୯ ଅକ୍ଟୋବର ୨୦୧୯ କୁ ମାନେ ୨ ସପ୍ତାହ ପରେ ଯେତେବେଳେ ସେ ଫେରିଲେ ସେବେଠୁ ତାଙ୍କର ସ୍ୱାସ୍ଥ୍ୟ ଖରାପ ରହିବାକୁ ଲାଗିଲା । ବଡ କଥା ଏହା ଥିଲା କି ସୁଶାନ୍ତଙ୍କ ସହିତ ସେହି ଟ୍ରିପ ରେ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ଶୋଭିତ ବି ଯାଇଥିଲେ ।

ସୁଶାନ୍ତ ଙ୍କ ବଡିଗାର୍ଡ କହିଥିଲେ କି ସୁଶାନ୍ତ ଦିନରେ ୨୦-୨୨ ଘଣ୍ଟା ବେହୋସ ରହୁଥିଲେ ଓ ରିୟା ନିଜର ସାଙ୍ଗ ଓ ଭାଇଙ୍କ ସହିତ ପାର୍ଟି କରୁଥିଲେ । ସୁଶାନ୍ତଙ୍କ ଘରେ ରହୁଥିବା ଚାକର ନୀରଜ ମଧ୍ୟ ଅନେକ ବଡ ବଡ କଥା କହିଛନ୍ତି । ସେ କହିଲେ କି ୟୁରୋପ ଟୁର ରୁ ଆସିବା ପରେ ହିଁ SSR ଙ୍କ ସ୍ୱାସ୍ଥ୍ୟ ଖରାପ ରହୁଥିଲା ଓ ସେ ଘରେ କେବଳ ଶୋଇ ରହୁଥିଲେ । ଗୋଟିଏ ଥର ନୁହେଁ ବରଂ ବହୁତ ଥର ସୁଶାନ୍ତ ସିଂହ ରାଜପୁତ ଔଷଧ ଖାଇବାକୁ ମନା କରି ଦେଉଥିଲେ । ବୋଧେ ତାଙ୍କୁ ଅନ୍ଦାଜ ହୋଇଯାଇଥିଲା କି ତାଙ୍କୁ ଭୁଲ ଔଷଧ ଦିଆ ଯାଉଛି ବା ଓଭରଡୋଜ ଦିଆ ଯାଉଛି ଓ ଏଥିପାଇଁ ବୋଧେ ସୁଶାନ୍ତ ମନା କରୁଥିଲେ ।

ସେ ଆଗକୁ କହିଲା କି ସୁଶାନ୍ତ ଯେତେବେଳେ ଔଷଧ ଖାଇବାକୁ ମନା କରୁଥିଲେ ତେବେ ରିୟା ତାଙ୍କ ଉପରେ ଚିଲାଉଥିଲେ ଓ ତାଙ୍କୁ ବହୁତ ଖରାପ ଖରାପ କଥା କହୁଥିଲେ ଓ ଔଷଧ ଖାଇବାକୁ ବାଧ୍ୟ କରୁଥିଲେ । ସୁଶାନ୍ତଙ୍କ ଅବସ୍ଥା ଏମିତି ହୋଇ ଯାଇଥିଲା କି ସେ ଆଉ କାହା ବିନା ରହି ହିଁ ପାରିବେ ନାହିଁ । କିଛି ବି ଏକୁଟିଆ କରି ପାରୁନଥିଲେ ଓ ଏଥିପାଇଁ ଡରିକି ସୁଶାନ୍ତ ସିଂହ ଔଷଧ ବି ଖାଇ ଦେଉଥିଲେ । କିଛି ଥର ଏମିତି ବି ହେଇଛି କି ସୁଶାନ୍ତ ସାର ଔଷଧ ନ ଖାଇବା ପାଇଁ ଯେତେବେଳେ ଲଢୁଥିଲେ ତାଙ୍କ ସହିତ ଜବରଦସ୍ତି କରା ଯାଉଥିଲା ଓ ତାଙ୍କ ସହିତ ମାରପିଟ ମଧ୍ୟ କରା ଯାଉଥିଲା ଓ ଏଥିରେ ରିୟା ଚକ୍ରବର୍ତ୍ତୀ ଙ୍କ ସହିତ ତାଙ୍କ ଭାଇ ଶୋଭିତ ବି ସାମିଲ ଥିଲା ।

ନୀରଜ ଆଗକୁ କହିଲେ କି ଗତ ୫ ମାସରେ ସୁଶାନ୍ତ ସହିତ ଏହା କମ ସେ କମ ୫୦ ଥର ହୋଇଛି । ସବୁ ଉଇକେନ୍ଡ ରେ ରିୟାଙ୍କ ଭାଇ ଶୋଭିତ ଓ ତାଙ୍କ ମାତା ପିତା ଫ୍ଲାଟ କୁ ଆସୁଥିଲେ ଓ ସୁଶାନ୍ତ ସାର ଙ୍କ ଟଙ୍କାରେ ଖୁବ ପାର୍ଟି, ମସ୍ତି କରୁଥିଲେ । ରିୟାଙ୍କ ସାଙ୍ଗ ତ ପ୍ରାୟ ପ୍ରତି ଦିନ ପାର୍ଟି ପାଇଁ ଆସୁଥିଲେ । ମାନେ ସୁଶାନ୍ତ ଙ୍କ ବଡିଗାର୍ଡ ଯାହା କହିଥିଲେ ତାହା ତ କେବଳ ଟ୍ରେଲର ଥିଲା ପୁରା କାହାଣୀ ତ ସୁଶାନ୍ତ ଙ୍କ ଚାକର ନୀରଜ କହିଥିଲେ । ମାନେ ସୁଶାନ୍ତ ଗତ ୫ ମାସରେ ବହୁତ କିଛି ସହିଥିଲେ ।

ଯଦି ଆପଣ ବି ସୁଶାନ୍ତ ସିଂହ ରାଜପୁତ ଙ୍କୁ ନ୍ୟାୟ ଦେବା ପାଇଁ ଚାହାଁନ୍ତି ତେବେ ରିୟାଙ୍କ ଏହି କଳା କାରନାମାକୁ ଅଧିକ ରୁ ଅଧିକ ଶେୟାର କରନ୍ତୁ ଯେପରି ସୁଶାନ୍ତ ସିଂହ ଙ୍କୁ ନ୍ୟାୟ ମିଳି ପାରିବ । ଅଧିକ ଖବର ପାଇଁ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *