୧୪ ଜୁନ କୁ ଦୁଇ ଜଣଙ୍କ ହତ୍ୟା ହେଇଥିଲା, ଦ୍ବିିତୀୟ ନାମ ବି ଆସିଲା ସାମ୍ନାକୁ, 28 ସେକେଣ୍ଡ ର ଭିଡିଓ ଖୋଲିଦେଲା ରାଜ

ସୁଶାନ୍ତ ସିଂ ରାଜପୁତଙ୍କ ଘଟଣାକୁ ନେଇ ଏକ ବହୁତ ବଡ଼ ତଥ୍ୟ ସାମ୍ନାକୁ ଆସିଛି ।ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ପ୍ରକାରର ଘଟଣା ଦେଖିବାକୁ ମିଳୁଛି ଏହି ଘଟଣାର ବିଭିନ୍ନ ପ୍ରକାରର ମୋଡ଼ ମଧ୍ୟ ଦେଖିବାକୁ ମିଳୁଛି । ଏବେ ଆଉ ଏକ ନୂଆ କଥା ସାମ୍ନାକୁ ଆସିଛି ଯେ 14 ଜୁନ ଦିନ କେବେଳ ସୁଶାନ୍ତ ସିଂ ନୁହଁନ୍ତି ଆଉ ଜଣେ ତାଙ୍କ ସହଯୋଗୀଙ୍କୁ ମଧ୍ୟ ଖତମ କରି ଦିଆଯାଇଥିଲା ।

ଏ ପର୍ଯ୍ୟନ୍ତ ଏହି ଘଟଣାକୁ ବିଭିନ୍ନ ପ୍ରକାରର କଥା କୁହାଯାଇଛି କିନ୍ତୁ ବର୍ତ୍ତମାନ ଏକ 28 ମିନିଟର ଭିଡିଓ ଭାଇରଲ ହେବାରେ ଲାଗିଛି ଯାହା ବହୁତ କିଛି ତଥ୍ୟ ସାମ୍ନାକୁ ଆଣିଛି । ଏହି ଭିଡ଼ିଓରେ ସବୁ କିଛି ସଫା ସଫା ନଜର ଆସୁଛି ଯେ କେବେଳେ ସୁଶାନ୍ତ ନୁହଁ ସେଇ ଦିନ ଅନ୍ୟ ଜଣଙ୍କ ସହ ବି ବହୁତ କିଛି ଖରାପ ଘଟିଥିଲା ।

 

ଯେଉଁ ସମୟରେ ସୁଶାନ୍ତ ସିଂ ରାଜପୁତଙ୍କର ମର ଶରୀର ତାଙ୍କ ଘର ବାହାରକୁ ଅଣାଯାଉଥିଲା ସେ ସମୟରେ ସୁଶାନ୍ତଙ୍କୁ ନେବା ପାଇଁ ଷ୍ଟେଚର ଅଣାଯାଇଥିଲା ଯେଉଁଥିରେ ସୁଶାନ୍ତଙ୍କ ମର ଶରୀର ହସ୍ପିଟାଲ ଯାଇଥିଲା କିନ୍ତୁ ସିସିଟିଭି ଫୁଟେଜ ରୁ ଦେଖିବାକୁ ମିଳିଛି ଯେ ସୁଶାନ୍ତଙ୍କ ପାଦ ବାହାରକୁ ବହାରିଥିଲା ଏହାର କାରଣ କଣ ହୋଇପାରେ ବୋଲି ସୋସିଆଲ ମିଡିଆରେ ସୁଶାନ୍ତଙ୍କ ଫ୍ୟାନ ମାନେ ପ୍ରଶ୍ନ କରିଛନ୍ତି ।

ସୁଶାନ୍ତଙ୍କ ପାଇଁ ଆସିଥିବା ଷ୍ଟ୍ରେଚର ର ଲମ୍ବ 7 ଫୁଟ ହୋଇଥିବା ବେଳେ ସୁଶାନ୍ତଙ୍କ ପାଦ ସେଥିରୁ ବାହାରକୁ କେମିତି ବାହାରିଲା ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି । ବହୁତ ଲୋକ ଏହା ମଧ୍ୟ କହୁଛନ୍ତି ଯେ ଏହା ସୁଶାନ୍ତଙ୍କ ମର ଶରୀର ନଥିଲା କାରଣ ସୁଶାନ୍ତଙ୍କ ଉଚତା 6 foot ହୋଇଥିବା ବେଳେ ଷ୍ଟ୍ରେଚର ର ଲମ୍ବ 7 ଫୁଟ, ତେବେ ତାଙ୍କ ଗୋଡ ବାହାରକୁ କାହିଁକି ବାହାରିଥିଲା ।

ସେହି ବ୍ୟକ୍ତି ସୁଶାନ୍ତ ନୁହଁନ୍ତି ଆଉ କିଏ ? ଏହି କଥା ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି । ଆମେ ଆପଣଙ୍କୁ କହିରଖୁଛୁ ଯେ 14 ଜୁନ ଦିନ ସୁଶାନ୍ତ ସିଂଙ୍କର ମୃତଦେହ ତାଙ୍କ ଫ୍ଲାଟରୁ ମିଳିଥିଲା ଓ ଏହା ପ୍ରଥମେ ଆତ୍ମହତ୍ୟା ଓ ପରେ ହତ୍ୟା ବୋଲି ସନ୍ଦେହ କରାଯାଇଛି ।

ଭାରତର ସିନେମା ଦର୍ଶକ ବଲିଉଡ଼କୁ boycott କରିବା ନାରା ମଧ୍ୟ ଦେଇଛନ୍ତି ଏହା ମଧ୍ୟରେ ସୁପ୍ରିମକୋର୍ଟ ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ CBI କୁ ଦେଇ ସାରିଛି । ଏବେ ଏଭଳି ଭିଡ଼ିଓ ଭାଇରାଲ ହେବା ନିଶ୍ଚୟ ଆଶ୍ଚର୍ଯ୍ୟ ଜନକ କଥା । ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ବଲିଉଡର ସବୁ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *