ବଡ ବ୍ୟାନର ର ବଡ ଫିଲ୍ମ ଛାଡି ୟୁରୋପ ଯାଇଥିଲେ ରିୟା, ୨୫ ଦିନର ଖେଳ, ରିୟାଙ୍କ CA ଖୋଲିଲେ ସବୁ ରାଜ

ସୁଶାନ୍ତ ସିଂହ ରାଜପୁତ ଓ ରିୟା ଚକ୍ରବର୍ତୀ ଙ୍କୁ ନେଇ ବହୁତ କିଛି କଥା ସାମ୍ନା କୁ ଆସୁଛି । ଏବେ ସବୁଠୁ ବଡ ଷଡଯନ୍ତ୍ର ୟୁରୋପ ଟ୍ରିପ ରେ ନଜର ଆସୁଛି ଓ ଏବେ ଅକ୍ଟୋବର ୨୦୧୯ ର ସେହି ୟୁରୋପ ଟ୍ରିପ ର ପୁରା ସତ ସାମ୍ନା କୁ ଆସିଛି ଓ ସବୁଠୁ ବଡ କଥା ହେଲା କି ରିୟା ଚକ୍ରବର୍ତ୍ତୀଙ୍କ CA ହିଁ ଏହି ପୁରା ସତ କହିଛନ୍ତି । ରିୟା ଙ୍କ CA ରିତେଶ ଶାହ ଯେଉଁ କଥାର ଖୁଲାସା କରିଛନ୍ତି ତାହା କାଫି ଅଟେ କହିବାକୁ କି ରିୟା ୟୁରୋପ ଟ୍ରିପ କୁ ନେଇ କେତେ ବଡ ଷଡଯନ୍ତ୍ର ରଚିଥିଲେ ।

ଆମେ ଆପଣଙ୍କୁ କହିବୁ କି କେମିତି ରିୟା ବହୁତ ବଡ ଫିଲ୍ମ ର ଅଫର ବି ୟୁରୋପ ଯିବା ପାଇଁ ଛାଡି ଦେଇଥିଲେ ଓ ଏହା ସହିତ ୨୫ ଦିନ ପର୍ଯ୍ୟନ୍ତ ୟୁରୋପ ରେ କଣ କଣ ହେଲା ତାହା ବି ଆପଣଙ୍କୁ କହିବୁ ।

ସୁଶାନ୍ତ ଙ୍କ ନିକଟତ୍ତର ସବୁ ଲୋକ ଏହା ହିଁ କହିଲେ କି ସୁଶାନ୍ତ ଠିକ ଠାକ ଥିଲେ ଓ ୟୁରୋପ ଟ୍ରିପ ପରେ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା । ତେବେ କଣ ହେଇଥିଲା ୟୁରୋପ ଟ୍ରିପ ରେ ଏହା ବିଷୟରେ CA ରିତେଶ ଶାହ ବହୁତ କିଛି କହିଛନ୍ତି । ଯେତେବେଳେ କି ୭ ଅଗଷ୍ଟ କୁ ବି ରିୟା ସାମ୍ନା ରେ ରିତେଶ କୁ ଜେରା କରିଥିଲା ED, ପୁଣି ଦ୍ଵିତୀୟ ଥର ରିତେଶ କୁ ED ଡକାଇଲେ ଓ ଏଥର କିଛି ଡକୁମେଣ୍ଟ ଆଣିବାକୁ କହିଥିଲେ । ଓ ଯେତେବେଳେ ED ର ଜେରା ହେଲା ରିତେଶ ଶାହ ବହୁତ କିଛି କହିଦେଲା ।

ED ରିୟାଙ୍କ CA ରିତେଶ କୁ ପ୍ରଶ୍ନ କଲେ କି ୟୁରୋପ ଟୁର କାହା ତରଫରୁ ସ୍ପନ୍ସର ଥିଲା । ସୁଶାନ୍ତ ଙ୍କ ଟଙ୍କା ଲାଗିଥିଲା ନା ରିୟାଙ୍କର । ତ ରିତେଶ କହିଲା କି ପୁରା ଟୁର ସୁଶାନ୍ତ ଙ୍କ ତରଫରୁ ଥିଲା ଓ ଏଥିରେ ପାଖାପାଖି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଇଥିଲା । ସବୁ ଖର୍ଚ୍ଚ ସୁଶାନ୍ତ କରିଥିଲେ ।

ପୁଣି ED ପଚାରିଲେ କି ୟୁରୋପ ଟୁର ପ୍ଳାନ କିଏ କରିଥିଲା ଓ ଏମିତି କାହିଁକି କରାଗଲା ? ରିତେଶ କହିଲା କି ରିୟା ହିଁ ଚାହୁଁଥିଲେ କି ପୁରା ୟୁରୋପ କୁ Explore କରାଯାଉ ଓ ପୁରା ୟୁରୋପ ବୁଲାଯାଉ ଓ ରିୟାଙ୍କ କହିବା ଅନୁସାରେ ହିଁ ପ୍ଳାନ ହେଇଥିଲା । ଖବର ଅନୁସାରେ ରିତେଶ ଏହା ମଧ୍ୟ କହିଥିଲା କି ୟୁରୋପ ଟ୍ରିପ ପାଇଁ ରିୟା ବହୁତ ବଡ ଫିଲ୍ମ ଛାଡି ଦେଇଥିଲେ । ଏବେ ଆପଣ ଭାବନ୍ତୁ ଯେଉଁ ଫିଲ୍ମ କ୍ଯାରିୟର କୁ ନେଇ ରିୟା ବହୁତ ସିରିୟସ ଥିଲେ ଓ ବଡ ଫିଲ୍ମ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥିଲେ ସେହି ରିୟା ବଡ ବ୍ୟାନର ର ବଡ ଫିଲ୍ମ କେବଳ ୟୁରୋପ ଯିବା ପାଇଁ ଛାଡି ଦେଇଥିଲେ ।

ମାନେ ୟୁରୋପ ରେ ବହୁତ କିଛି ବଡ ହେବାର ଥିଲା । ମାନେ ୟୁରୋପ ରେ ସୁଶାନ୍ତ ଙ୍କ ବିରୁଦ୍ଧରେ ସବୁଠୁ ବଡ ଷଡଯନ୍ତ୍ର ର ପ୍ଳାନ କରା ଯାଇଥିଲା ଓ ସୁଶାନ୍ତ ଙ୍କ ଉପରେ ଔଷଧ ର ପ୍ରୟୋଗ କରା ଯାଇଥିଲା । ରିୟାଙ୍କ CA ରିତେଶ ଏହା ମଧ୍ୟ କହିଲେ କି ୟୁରୋପ ରେ ରିୟା ବହୁତ ବଡ କାରୋବାରି ସହିତ ବି ଦେଖା କରିଥିଲେ । କିନ୍ତୁ କାରୋବାରି ସହିତ ଦେଖା କରିବା ସମୟରେ ରିୟାଙ୍କ ସହିତ ସୁଶାନ୍ତ ନଥିଲେ । ଆଜ୍ଞା ହଁ, ସୁଶାନ୍ତ ହୋଟେଲ ରେ ହିଁ ଥିଲେ ଓ ରିୟା ଏକୁଟିଆ ଯାଇ ସେହି କାରୋବାରି ସହିତ ଦେଖା କରିଥିଲେ ଓ ଏହି କାରୋବାରି କୁ ନେଇ ବହୁତ ଥର ରିୟା ଓ ସୁଶାନ୍ତ ଙ୍କ ମଧ୍ୟରେ ଝଗଡା ବି ହେଇଥିଲା ।

ତେବେ ରିୟା କଣ କେବଳ ସେହି କାରୋବାରି ସହିତ ଦେଖା କରିବାକୁ ଯାଇଥିଲେ ନା ଆଉ କିଛି ଚକର ଥିଲା ? ତେବେ ଏବେ ଆପଣ ବି ଭାବନ୍ତୁ ରିୟା ବହୁତ ବଡ ଫିଲ୍ମ ଛାଡି ୟୁରୋପ ଯାଆନ୍ତି ଓ ସେଠାରେ ସେ ସୁଶାନ୍ତଙ୍କୁ ଔଷଧ ଖୁଆନ୍ତି ଓ କାରୋବାରି ସହିତ ଦେଖା କରନ୍ତି ଯେଉଁ କାରଣରୁ ଦୁହିନଙ୍କ ମଧ୍ୟରେ ଝଗଡା ମଧ୍ୟ ହୁଏ, ମାନେ ଏଥିରେ କାରୋବାରି ର ବହୁତ ବଡ କନେକ୍ସନ ଅଛି । ମାନେ ରିୟା ୟୁରୋପ ଟ୍ରିପ କୁ ନେଇ ବହୁତ କିଛି ଲୁଚାଉଛନ୍ତି ।

ଏହି ୟୁରୋପ ଟୁର ରେ ରିୟାଙ୍କ ଭାଇ ଶୋବିକ ବି ଯାଇଥିଲା । ଏବେ CBI ବି ୟୁରୋପ ଟୁର ଆଙ୍ଗେଲ ରୁ ଯାଞ୍ଚ କରିବାକୁ ଯାଉଛି । ଏବେ ରିୟାର ସବୁ ସତ ର ହେବ ପରଦାଫାସ । ସୁଶାନ୍ତ ନ୍ୟାୟ ଦେବାକୁ ଚାହୁଁଥିଲେ Justice for Susant ଅବଶ୍ୟ ଲେଖନ୍ତୁ ଓ ଏ ବିଷୟରେ ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *