CBI କୁ ବାଟ ଦେଖାଇଲା ସୁଶାନ୍ତ ସିଂ ରାଜପୁତଙ୍କ କୁକୁର, ଲଗାର ୩ ଟି ଫଟୋ ଦେଖିବା ମାତ୍ରେ ଭୁକିବାକୁ ଲାଗୁଛି ଫଜ

ଆପଣ ବଫାଦାର କୁକୁର ବିଷୟରେ ନିହାତି ଜାଣିଥିବେ । ଆମେ ଆଜି ଜଣାଇବୁ କି ସୁଶାନ୍ତ ସିଂ ରାଜପୁତଙ୍କ କୁକୁର ବିଷୟରେ । ଏହି କୁକୁର ଫଜ ଦିନକୁ ଦିନ ତାର ଅଧିକ ବଫାଦାର ହେବାର ପ୍ରମାଣ ଦେଉଛି । ଏମିତି ଲାଗୁଛି କି ସୁଶାନ୍ତଙ୍କ କୁକୁର ଫଜ ହିଁ ତାଙ୍କୁ ନ୍ୟାୟ ଦେବ । ସେ ଏପର୍ଯ୍ୟନ୍ତ ସୁଶାନ୍ତଙ୍କୁ ଭୁଲିନାହିଁ , ଆଜି ବି ସେ ସୁଶାନ୍ତଙ୍କ ଫେରିବା ବାଟକୁ ଚାହିଁ ବସିଛି । ଯେତେବେଳେ ସୁଶାନ୍ତଙ୍କ ମୃତ ଶରୀରକୁ ଆମ୍ବୁଲାନ୍ସରେ ନିଆଯାଉଥିଲା ସେତେବେଳେ ଫଜ ବି ଆମ୍ବୁଲାନ୍ସ ପଛରେ ଦୌଡ଼ି ଯାଇଥିଲା । ସୁଶାନ୍ତଙ୍କ ସହିତ ତାର ବହୁତ ଭଲପାଇବା ଥିଲା ତେଣୁ ସେ ଏ ପର୍ଯ୍ୟନ୍ତ ସୁଶାନ୍ତଙ୍କୁ ଭୁଲିପରିନାହିଁ ।

ସୁଶାନ୍ତ ସିଂଙ୍କ ମୃତ୍ୟୁ ଘଟଣାର ଏକ ବଡ ତଥ୍ୟ ସାମ୍ନାକୁ ଆସିଛି । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ଏହି କୁକୁର । ସୁଶାନ୍ତଙ୍କ ଏହି କୁକୁର ତିନୋଟି ଫୋଟ ଉପରେ ଲଗାତାର ଭାବେ ଭୁକିବାର ଲାଗିଛି । ଖବର ଅନୁସାରେ ଏହି କୁକୁର ରିୟାଙ୍କ ଫୋଟ ଉପରେ ବହୁତ ଜୋରରେ ଭୁକିବାର ଲାଗିଛି । ସେ ରିୟାଙ୍କ ଫୋଟ ଦେଖିବାମାତ୍ରେ ଜୋରରେ ଝାମ୍ପ ମାରୁଛି ।

ସେହିପରି ଦ୍ୱିତୀୟ ଫୋଟ ତା ସାମ୍ନାରେ ରଖାଯିବାରୁ ସେ ଠିକ ସେହିପରି ପ୍ରତିକ୍ରିୟା ରଖୁଛି । ସେ ହେଉଛନ୍ତି ସେମୁଲ ମିରାଣ୍ଡା ,ଯାହାଙ୍କ ଉପରେ ସୁଶାନ୍ତଙ୍କୁ ମାରିବା ପାଇଁ ସୁପାରୀ ନେଇଥିବାର ଆରୋପ ରହିଛି । ସେହିପରି ତାଙ୍କ ସାଙ୍ଗ ସିଦ୍ଧାର୍ଥଙ୍କ ଫୋଟୋ ଦେଖି ମଧ୍ୟ ଜୋରରେ ଭୁକିବାକୁ ଲାଗୁଛି । ଏଥିରୁ ଅନୁମାନ ଲଗା ଯାଇପରେ କି ଏହି ମାମଲା କେତେ ସନ୍ଦେହ ଜନକ ଅଟେ ।

ଏଥିରୁ ଏହା ଜଣାପଡୁଛି କି, ସତରେ କଣ ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ? ସତରେ କଣ ସୁଶାନ୍ତଙ୍କ ମରିବା ପଛରେ ଏହି ଲୋକ ମାନଙ୍କର ହାତ ରହିଛି ? ଆପଣଙ୍କୁ ଜଣାଇ ଦେଉଛୁ କି, ସବୁଠାରୁ ଅଧିକ ପ୍ରମାଣ ରିୟା ଚକ୍ରବର୍ତ୍ତିଙ୍କ ନାଁରେ ରହିଛି । ସେମୁଲ ମୀରାଣ୍ଡାଙ୍କୁ ନେଇ ବହୁତ କିଛି କଥା ଉଠୁଛି । କୁହାଯାଉଛି କି ଯେଉଁଦିନ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା , ସେହିଦିନ ସେମୁଲ ମୀରାଣ୍ଡାଙ୍କ ସହ ରିୟାଙ୍କର ପାଖାପାଖି ୨୦ ମିନିଟ ଧରି କଥା ହୋଇଥିଲେ । ଏବେ ସବୁଠାରୁ ବଡ଼ କଥା ଏହା ଜେ କୁକୁର ଏହି ତିନିଜଣଙ୍କୁ ଦେଖି ଜୋରରେ ଭୁକିବାର କାରଣ କଣ ହୋଇଥାଇପାରେ ।

କୁହାଯାଇଛି ଯେ , ସୁଶାନ୍ତଙ୍କ ମର୍ଡର ହୋଇଥିବା ସମୟରେ ତାଙ୍କ କୁକୁରକୁ ବେଲ୍ଟରେ ବାନ୍ଧି ଦିଆଯାଇଥିଲା । କୁକୁର ର ଏହି ଖାସିୟତ ହେଲା ଯେ , ସେମାନେ ଥରେ ଗୋଟିଏ ଲୋକକୁ ଦେଖିଲେ ସେ ,ବହୁତ ଦିନ ପରେ ମଧ୍ୟ ତାକୁ ଦେଖି ଚିହ୍ନି ପାରନ୍ତି । ହେଇଥାଇପରେ କି ଏହି ତିନିଜଣ ହେଉଛନ୍ତି ସୁଶାନ୍ତଙ୍କ ହତ୍ୟାକାରୀ । ଏମିତି ଲାଗୁଛି କି ,ଏହି ତିନି ଜଣ ସେଠାରେ ଉପସ୍ଥିତ ଥିଲେ ଓ ହତ୍ୟା ସମୟରେ କୁକୁର ଏମାନଙ୍କୁ ସେଠାରେ ଦେଖିଛି ।

 

ସୁପ୍ରିମ କୋଟଙ୍କ ରାୟ ଅନୁସାରେ ଏହି କେସର ଯାଞ୍ଚ ସିବିଆଇ କରୁଛି । ଯେତେବେଳେ ଏହି କେସ ସିବିଆଇ ହାତକୁ ଯାଇଥିଲା ସେତେବେଳେ ରିୟା ଚକ୍ରବର୍ତ୍ତୀ ଏଥିରେ ରାଜି ହୋଇନଥିଲେ । ସବୁଠାରୁ ବଡ ତଥ୍ୟ ଏହା ଯେ ଏହି ମାମଲାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ମଧ୍ୟ ଏଥିର ସାମିଲ ଅଛନ୍ତି । ସେଥିପାଇଁ ମହାରାଷ୍ଟ୍ର ସରକାର ଏହି ମାମଲାକୁ ଦବେଇବାକୁ ଚେଷ୍ଟା କରୁଥିଲା ଏବଂ ସିବିଆଇ ହାତକୁ ନ ଦେବାପାଇଁ ପ୍ରୟାସ କରୁଥିଲା ।

ଏଥିରେ ଆପଣଙ୍କ ମତାମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ ଓ ଏ ବିଷୟରେ ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *