ସୁଶାନ୍ତଙ୍କ ଭଉଣୀ ସୁଶାନ୍ତଙ୍କ ପାଇଁ କହିଲେ କିଛି ଏମିତି କଥା କି ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ …

ବଲିଉଡ ଜଗତରେ ସୁଶାନ୍ତ ସିଂହ ରାଜପୁତ ବହୁତ ସଂଘର୍ଷ କରି ପାଦ ଦେଇଥିଲେ । ସୁଶାନ୍ତ ନିଜ କଷ୍ଟରେ କେତେକ ଫିଲ୍ମରେ ଅଭିନୟ କରିଲେ । ସେ ନିଜ ଅଭିନୟ ମାଧ୍ୟମରେ ମଧ୍ୟ ବହୁତ ଲୋକଙ୍କ ମନକୁ ଜିତି ନେଇଥିଲେ ହେଲେ ୧୪ ଜୁନରେ ସୁଶାନ୍ତ ଆତ୍ମହତ୍ୟା କରିଦେଇଥିଲେ । ଏହି ଘଟଣା ପାଇଁ ସମଗ୍ର ଭାରତ ଦେଶ ଦୁଖ ଅନୁଭବ କରିଥିଲା । ସୋସିଆଲ ମିଡିଆରେ ସୁଶାନ୍ତଙ୍କ ବହୁତ ଫଟୋ ଓ ଭିଡିଓ ଭାଇରାଲ ହେଉଛି ।

ଯେଉଁ ଘରେ ୪ ଟି ଝିଅ ଜନ୍ମ ହେବା ପରେ ବହୁତ ମାନସିକ ପରେ ଗୋଟେ ପୁଅ ଜନ୍ମ ହୋଇଥିବ ଓ ସେହି ପୁଅ ଏତେ ସୁନାମ ଅର୍ଜନ କରି ମରିଯିବ, ତାଙ୍କ ପରିବାର ଲୋକ କେମିତି ଏହି କଷ୍ଟକୁ ସହିଥିବେ । ବିହାରର ଜଣେ ବ୍ୟକ୍ତି ମନରେ ବହୁତ ସ୍ଵପ୍ନ ରଖି ବମ୍ବେ ଆସିଥିଲା । ବହୁତ କଷ୍ଟ ଓ ସଂଘର୍ଷ କରିବା ପରେ ସେ ନିଜ ସ୍ଵପ୍ନକୁ ସତ କରିଥିଲା । ହେଲେ ବଲିଉଡର କେତେଜଣ ଦିଗଜ ସେଲିବ୍ରେଟି ସୁଶାନ୍ତଙ୍କୁ ଆଗକୁ ବଢିବା ପାଇଁ ଦେଇନଥିଲେ ।


ଶେଷରେ ସୁଶାନ୍ତ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହୋଇଥିଲେ । ଏହି କିଛି ଦିନ ହେବ ମିଡିଆ ରିପୋର୍ଟ ଅନୁସାରେ ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ଏକ ଏମିତି ଖୁଲାସା କରିଛନ୍ତି, ଯାହା ବିଷୟରେ ଆପଣ ଜାଣିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଝରି ଆସିବ । ତାଙ୍କ ଭଉଣୀ କହିଥିଲେ ଯେ, ସୁଶାନ୍ତ ପିଲା ଦିନରୁ ବହୁତ ଭଲ ପାଠ ପଢୁଥିଲେ, ହେଲେ ତାଙ୍କର ରୁଚି ଅଭିନୟ ପାଇଁ ରହିଥିଲା । ସେଥିପାଇଁ ସେ ମୁମ୍ବାଇ ଯାଇଥିଲେ ହିରୋ ହେବା ପାଇଁ । କିନ୍ତୁ ତାଙ୍କ ପିତାଙ୍କୁ ଏହା ପସନ୍ଦ ନଥିଲା ।

ପିତା ଚାହୁଁଥିଲେ ପୁଅ ପଟନାରେ ରହି ଏକ ଭଲ ଚାକିରି କରୁ । ହେଲେ ୪ ଜଣ ଭଉଣୀ ନିଜ ଭାଇର ସାଥ ଦେଇଥିଲେ ଓ ପିତାଙ୍କୁ ସୁଶାନ୍ତଙ୍କ ଅଭିନୟ ପାଇଁ ମନେଇ ଥିଲେ । ଯାହାଫଳରେ ସୁଶାନ୍ତ ମୁମ୍ବାଇ ଯାଇ ବହୁତ ନାମ ଅର୍ଜନ କରିଥିଲେ । ହେଲେ ସେମାନେ ଜାଣି ନଥିଲେ ଏହି ମାୟା ନଗରି ତାଙ୍କ ଠାରୁ ତାଙ୍କ ଭାଇକୁ ଛଡାଇ ନେବ ।

ଯଦି ସେମାନେ ଏହି ସବୁ କଥା ଜାଣିଥାନ୍ତେ, ତାହେଲେ ସେ ସୁଶାନ୍ତଙ୍କୁ କେବେ ବି ମୁମ୍ବାଇ ଛାଡି ନଥାନ୍ତେ । ସୁଶାନ୍ତଙ୍କ ନିଧନ ପରେ ତାଙ୍କ ପରିବାର ଲୋକ ବହୁତ ଦୁଖ କଷ୍ଟରେ ବୁଡି ରହିଛନ୍ତି । ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ସମଗ୍ର ଭାରତ ବର୍ଷ ଉଠାଉଛି । କୁହାଯାଉଛି କି ଏହା ଏକ ଆତ୍ମହତ୍ୟା ନୁହେଁ । ଏହା ଏକ ବହୁତ ବଡ ଷଡଯନ୍ତ୍ର ।

ସାଙ୍ଗମାନେ ଆମେ ତ ଚାହୁଞ୍ଚୁ ସୁଶାନ୍ତଙ୍କୁ ନ୍ୟାୟ ମିଳୁ ଓ ଯିଏ ତାଙ୍କ ସହିତ ଏପରି କରିଛି ତାକୁ ଉଚିତ ଦଣ୍ଡ ମିଳୁ । ଯଦି ଆପଣ ବି ଏମିତି ଚାହୁଞ୍ଚନ୍ତି ତେବେ ଏହାକୁ ଅଧିକରୁ ଅଧିକ ଶେୟାର କରନ୍ତୁ ଓ ଏ ବିଷୟରେ ଅଧିକ ଖବର ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *