ଫଟୋରେ ନଜର ଆସୁଥିବା ଛୋଟ ପିଲାଟି ଆଜି ହେଉଛି ବଲିଉଡ ର ଟପ ଆକ୍ଟ୍ରେସ, କଣ ତାଙ୍କୁ ଚିହ୍ନି ପାରୁଛନ୍ତି ଆପଣ

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ସମସ୍ତଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ । ଏହି ସୋସିଆଲ ମିଡିଆରେ ସେଲିବ୍ରେଟି ମାନେ ନିଜ ଫଟୋକୁ ସେୟାର କରନ୍ତି । ସାଧାରଣତଃ ବଲିଉଡ କଳାକାର ମାନେ ନିଜର ଛୁଆ ବେଳର ଫଟୋ ଅଧିକାଂଶ ସେୟାର କରିଥାନ୍ତି । ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଛି । ତେବେ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ଜଣକ କିଏ ।


ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଟପ ଅଭିନେତ୍ରୀ ନିଜର ପିଲା ବେଳର ଫଟୋକୁ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଫଟୋରେ ସେ ଲାଲ ରଙ୍ଗର ସ୍ଵିମସୁଟ ପିନ୍ଧିଥିବାର ନଜର ଆସିଛନ୍ତି । ଏହା ସହିତ ଫଟୋରେ ସେ ବହୁତ କ୍ୟୁଟ ଏକ୍ସପ୍ରେସନ ମଧ୍ୟ ଦେଇଛନ୍ତି । ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଇଏ ହେଉଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କରିନା କପୁର ଖାନ ।


କରିନା ନିଜର ପିଲା ବେଳର ଫଟୋକୁ ନିଜ ଇନ୍ସ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି କ୍ୟାପ୍ସନରେ କ୍ୟାପ୍ସନରେ ଲେଖିଛନ୍ତି, ‘ମୁ ଏହି ଦିନ… ଯେତେବେଳେ କେହି ମୋ ସହ ହାତ ମିଶାଇବା ପାଇଁ ପ୍ରୟାସ କରିଥାଏ । ଆମେ ଆପଣଙ୍କୁ କହି ଦେଉଛୁ ଯେ, ସେ ଏହି କ୍ୟାପ୍ସନ କୋରାନା ଭାଇରସ ପାଇଁ ଲେଖିଛନ୍ତି । ତାଙ୍କର ଏହି ପିଲା ବେଳର ଫଟୋକୁ ତାଙ୍କ ଫ୍ୟାନ୍ସ ମାନେ ବହୁତ ପସନ୍ଦ କରୁଛନ୍ତି । କରିନାଙ୍କ ଫ୍ୟାନ୍ସ ମାନେ ତାଙ୍କ ପିଲା ବେଳର ଫଟୋ ସହ ତାଙ୍କ ପୁଅ ତେମୁରର ଫଟୋକୁ ମଧ୍ୟ ତୁଳନା କରିଛନ୍ତି ।

ଜଣେ ଫ୍ୟାନ କରିନାଙ୍କ ପିଲା ବେଳର ଫଟୋ ପାଇଁ ଏକ କମେଣ୍ଟ ଲେଖି କହିଲା, ‘ତେମୁରର ଫଟୋ ତ ତାଙ୍କ ନିଜ ଆକାଉଣ୍ଟରେ ହି ଅପ୍ଲୋଡ ହେବା ଦରକାର’ । କରିନା କପୁର ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ଅଫିସିଆଲ ଆକାଉଣ୍ଟ କରିନାହାନ୍ତି ।କରିନା କପୁର କହିଥିଲେ ତାଙ୍କର ଏକ ଅଫିସିଆଲ ଇନ୍ସ୍ଟାଗ୍ରାମ ଆକାଉଣ୍ଟ ରହିଛି ଯେଉଁଥିରେ ସେ ବହୁତ ସେଲିବ୍ରେଟି ମାନଙ୍କୁ ଫାଲୋ କରନ୍ତି । କରିନା କପୁର ମାର୍ଚ୍ଚ ୫ ତାରିଖରେ ନିଜ ଅଫିସିଆଲ ଇନଷ୍ଟା ଆକାଉଣ୍ଟ କରିଛନ୍ତି ।


୧୫ ଦିନରୁ କମ ସମୟରେ ତାଙ୍କର ୨ ମିଲିୟନ ଫାଲୋର୍ସ ହୋଇସାରିଛନ୍ତି । ନିଜ ଇନଷ୍ଟା ଆକାଉଣ୍ଟରେ କରିନା ନିଜ ସ୍ଵାମି ସେଫ ଅଲି ଖାନ ଓ ନିଜ ପୁଅ ତେମୁର ଖାନଙ୍କ ଫଟୋ ସେୟାର କରି ସାରିଛନ୍ତି । କରିନାଙ୍କ ପିଲା ବେଳ ଫଟୋକୁ ତାଙ୍କର ସମସ୍ତ ଫ୍ୟାନ୍ସ ପସନ୍ଦ କରିଛନ୍ତି ଓ ଏହା ସହିତ ଏହି ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *