ସୁଶାନ୍ତ ସିଂହ ରାଜପୁତ ହଠାତ ୧୪ ଜୁନରେ ଫାଶୀ ଲଗାଇ ଆତ୍ମା ହତ୍ୟା କରିଥିଲେ, କିନ୍ତୁ ସମସ୍ତଙ୍କର ମାନିବା ଅଟେ କି ସୁଶାନ୍ତ ଆତ୍ମହତ୍ୟା କରି ପାରିବେନି ତାଙ୍କର ହତ୍ୟା ହୋଇଛି । ଏହା ପଛରେ ଏକ ବହୁତ ବଡ ଷଡଯନ୍ତ୍ର ରଚା ଯାଇଛି । ସୁଶାନ୍ତ ସିଂହ ରାଜପୁତ ଏକ ଭଲ କଳାକାର ହେବା ସହିତ ଜଣେ ଭଲ ମଣିଷ ମଧ୍ୟ ଥିଲେ । ସୁଶାନ୍ତ ନିଜ କଷ୍ଟରେ ବଲିଉଡରେ ବହୁତ ନାମ ଅର୍ଜନ କରିଥିଲେ ।
ସେ ବହୁତ ଶୀଘ୍ର ବଲିଉଡରେ ଶୀର୍ଷ ସ୍ଥାନରେ ପହଞ୍ଚିଥିଲେ, ବୋଧେ ଏହି କଥା କିଛି ଲୋକଙ୍କୁ ସହ୍ୟ ହେଉ ନଥିଲା । ସୁଶାନ୍ତଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ତାଙ୍କର ବହୁତ ଭିଡିଓ ଓ ଫଟୋ ଭାଇରାଲ ହେଉଛି । ଭାରତ ବର୍ଷର ସମସ୍ତ ଲୋକ ସୁଶାନ୍ତଙ୍କ ମୃତ୍ୟୁ ପଛରେ ଥିବା ଅସଲି କାରଣ ବିଷୟରେ ଜାଣିବାକୁ ଚାହୁଞ୍ଚନ୍ତି ।
ମିଡିଆ ରିପୋର୍ଟ ଅନୁସାରେ ସୁଶାନ୍ତଙ୍କ କେସକୁ ନେଇ ଏକ ମହା ଖୁଲାସା ସାମ୍ନାକୁ ଆସିଛି । ଆଜି ଆମେ ଆପଣଙ୍କୁ ୧୪ ଜୁନରେ ସୁଶାନ୍ତ ଆତ୍ମହତ୍ୟା କରିବାର ୧ ଘଣ୍ଟା ପୂର୍ବରୁ କଣ କଣ ସବୁ କରିଥିଲେ, ତାହା ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ମିଡିଆ ରିପୋର୍ଟ ଅନୁସାରେ ପୋଲିସକୁ କିଛି ଖାସ ପ୍ରମାଣ ମିଳିଛି । ଆତ୍ମହତ୍ୟା କରିବାର ୧ ଘଣ୍ଟା ପୂର୍ବରୁ ଅର୍ଥାତ ସକାଳ ୧୦.୩୦ରେ ସୁଶାନ୍ତ ଗୁଗଲରେ ନିଜ ନାମକୁ ସର୍ଚ କରିଥିଲେ ।
ଏହାପରେ ସୁଶାନ୍ତ ନିଜ ସହ ଜଡିତ କିଛିଟା ନେଗେଟିଭ ନ୍ୟୁଜ ଅଧା ପଢିଲେ । ତାଙ୍କର ରେପୂଟେସନ ଖରାପ କରିବା ପାଇଁ ବହୁତ ମିଛ ନ୍ୟୁଜ ଆସିଥିଲା । ସୁଶାନ୍ତଙ୍କୁ ଫୋନ ମାଧ୍ୟମରେ ମଧ୍ୟ ବହୁତ ଧମକ ଦିଆଯାଇଥିଲା । ଏହି କିଛି ଦିନ ତଳେ କଙ୍ଗନା ରନାବତ ମଧ୍ୟ ସୁଶାନ୍ତଙ୍କ ବିଷୟରେ କହିଥିଲେ ।
ସୁଶାନ୍ତ ନିଜର ଶେଷ ମାସରେ ୫୬ ଟି ସିମ କାର୍ଡ ବଦଳାଇ ଥିଲେ । ଏହି କଥାର ଖୁଲାସା ସୁଶାନ୍ତଙ୍କ ପିତା କରିଥିଲେ । ସୁଶାନ୍ତଙ୍କ ଫୋନ ନମ୍ବର ବାରମ୍ବାର ଲିକ କରାଯାଉଥିଲା । ତାଙ୍କୁ ଫୋନ କରି ବଲିଉଡର କେତେକ ଦିଗଜ ଧମକ ଦେଉଥିଲେ, ଯେଉଁଥି ପାଇଁ ସୁଶାନ୍ତ ବାରମ୍ବାର ନିଜ ସିମ କାର୍ଡ ବଦଳାଉ ଥିଲେ । ସୁଶାନ୍ତଙ୍କ ବାପା ତାଙ୍କୁ ଏହା ବିଷୟରେ ପଚାରିଥିଲେ, ହେଲେ ସୁଶାନ୍ତ ତାଙ୍କୁ ବଲିଉଡର କିଛି ଅସୁବିଧା ଚାଲିଛି ବୋଲି କହି କଥାକୁ କାଟି ଦେଉଥିଲେ ।
ସୁଶାନ୍ତ ଏହି ସବୁ ମଧ୍ୟରେ ବହୁତ ଡିପ୍ରେସନରେ ରହିଥିଲେ, ଶେଷରେ ସେ ଆତ୍ମହତ୍ୟା କରିବାର ଖବର ଆସିଲା କିନ୍ତୁ ଏହା ଯେପରି ଉପରକୁ ଲାଗୁଛି ଠିକ ସେହିପରି ନୁହେଁ ଏହା ପଛରେ ବହୁତ ବଡ ଷଡଯନ୍ତ୍ର ଅଛି, ତାଙ୍କର ହତ୍ୟା କରାଯାଇଛି । ପୋଲିସ ଯାଞ୍ଚ ଜାରି ରଖିଛି ।
ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।