ସାଧାରଣତଃ ଆମେ ଜୀବନରେ ବହୁତ କିଛି କଥା ବିଷୟରେ ଜାଣି ନଥାଉ । ଆଜି ଆମେ ଆପଣଙ୍କୁ କିଛି ଗୁରୁତ୍ଵପୂର୍ଣ୍ଣ ଜେନେରାଲ ନଲେଜ ବିଷୟରେ କହିବୁ । ଏହା ଆପଣଙ୍କ ଦୈନନ୍ଦିନ ଜୀବନରେ ବହୁତ ସହାୟକ ହେବା ସହିତ ଯେଉଁ ପିଲା କୌଣସି ଉଚ ପଦବୀ ପରୀକ୍ଷା ପାଇଁ ଚେଷ୍ଟା କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହା ବହୁତ ସହାୟତା କରିବ । ତେବେ ଆସନ୍ତୁ ଜାଣିବା ଏହି ଜେନେରାଲ ନଲେଜ ବିଷୟରେ ।
ପ୍ରଶ୍ନ – ୧
ଏମିତି କେଉଁ ବାର ଅଛି ଯାହା ସାତ ବାର ଠାରୁ ଅଧିକ ହୋଇଥାଏ ?
ଉତ୍ତର- ପରିବାର
ପ୍ରଶ୍ନ – ୨
ଭାରତର କେଉଁ ସହର ଆମେ ଖାଇଥାଉ ?
ଉତ୍ତର- ସିମଲା
ପ୍ରଶ୍ନ – ୩
ଏମିତି କେଉଁ ଜିନିଷ ଅଛି ଯେଉଁଥିରେ ସବୁକିଛି ଲେଖା ହୋଇଛି କିନ୍ତୁ ଆଜି ପର୍ଯ୍ୟନ୍ତ କେହି ବି ପଢିପାରି ନାହାନ୍ତି ?
ଉତ୍ତର- ଭାଗ୍ୟ
ପ୍ରଶ୍ନ – ୪
ଏମିତି କେଉଁ ଜିନିଷ ଅଛି, ଯାହା କ୍ଷେତରେ ସବୁଜ ବଜାରରେ କଳା ଏବଂ ଘରେ ଲାଲ ହୋଇଥାଏ ?
ଉତ୍ତର- ଚାହା ପତି
ପ୍ରଶ୍ନ – ୫
ସେ କିଏ ଯାହାର ଗୋଡ ନାହିଁ କିନ୍ତୁ ଚାଲିଥାଏ ?
ଉତ୍ତର- ସମୟ
ପ୍ରଶ୍ନ – ୬
ଦୁନିଆରେ ଏମିତି କେଉଁ ଦେଶ ଅଛି ଯେଉଁଠି ଆଦୌ ମଶା ନଥାନ୍ତି ?
ଉତ୍ତର – ଫ୍ରାନ୍ସ ଏକ ଏମିତି ଦେଶ ଯେଉଁଠି ମଶା ବଇକୁଲ ବି ନଥାନ୍ତି ।
ପ୍ରଶ୍ନ – ୭
କେଉଁ ରାଜ୍ୟରେ ମଲୟାଲାମ ଭାଷା କୁହାଯାଇଥାଏ ?
ଉତ୍ତର – କେରଳ ମଲୟାଲାମ ଭାଷା କୁହାଯାଏ ।
ପ୍ରଶ୍ନ – ୮
ଭଗବାନ ରାମ ପ୍ରଥମ ଦୀପାବଳି କେଉଁଠି ପାଳନ କରିଥିଲେ ?
ଉତ୍ତର – ଦ୍ଵିପାବଳି ପର୍ବକୁ ରାମଙ୍କ ପରେ ଆରମ୍ଭ କରା ଯାଇଥିଲା, ତେଣୁ ରାମ ଦୀପାବଳି ପାଳି ନଥିଲେ ।
ପ୍ରଶ୍ନ – ୯
ବିଶ୍ଵର କେଉଁ ଦେଶ ଆଜି ପର୍ଯ୍ୟନ୍ତ କାହାର ଗୁଲାମ ହୋଇ ନାହିଁ ?
ଉତ୍ତର – ଏହାର ସଠିକ ଉତ୍ତର ହେଲା ନେପାଳ
ଯଦି ଆପଣଙ୍କୁ ଏଥି ମଧ୍ୟରୁ କୌଣସି ଉତ୍ତର ଜଣା ଅଛି ତେବେ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।