ଅଙ୍କିତାଙ୍କ ପାଇଁ ସୁଶାନ୍ତ ଡାଏରୀରେ ଯାହା ଲେଖିଥିଲେ ଶୁଣିଲେ ଆପଣ ବି କାନ୍ଦି ପକାଇବେ …

ସୁଶାନ୍ତ ସିଂହ ରାଜପୁତ ଏକ ଭଲ କଳାକାର ହେବା ସହିତ ଜଣେ ଭଲ ମଣିଷ ମଧ୍ୟ ଥିଲେ । ସୁଶାନ୍ତ ନିଜ କଷ୍ଟରେ ବଲିଉଡରେ ବହୁତ ନାମ ଅର୍ଜନ କରିଥିଲେ । ୧୪ ଜୁନର ଖରାବେଳ ସମୟରେ ସୁଶାନ୍ତ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ । ଏହି ଖବର ସମସ୍ତ ଭାରତ ଦେଶକୁ ଆଶ୍ଚର୍ଯ୍ୟ କରିଦେଇଥିଲା । ବହୁତ ଲୋକ ଏହି କଥା ଉପରେ ବିଶ୍ଵାସ କରିନଥିଲେ, ହେଲେ ଏହା ସତ ଥିଲା । ସୁଶାନ୍ତ ଡାଏରୀରେ ନିଜ ଜୀବନ ବିଷୟରେ ଲେଖୁଥିଲେ । ପୋଲିସ ଅନୁସନ୍ଧାନ ଦ୍ଵାରା ସୁଶାନ୍ତଙ୍କ କିଛି ଡାଏରୀ ପୋଲିସକୁ ମିଳିଛି ।

ସୁଶାନ୍ତ ସେହି ଡାଏରୀରେ ନିଜ ଜୀବନର ସମସ୍ତ ଦୁଖ ଓ ସୁଖ କଥା ଲେଖିଛନ୍ତି । ଆଜି ଆମେ ଆପଣଙ୍କୁ ଅଙ୍କିତା ଲୋଖଣ୍ଡେଙ୍କ ବିଷୟରେ କହିବୁ, ଯାହାଙ୍କ ବିଷୟରେ ସୁଶାନ୍ତ ନିଜ ଡାଏରୀରେ ଲେଖିଛନ୍ତି । ସୁଶାନ୍ତଙ୍କ ସମସ୍ତ ଫ୍ୟାନ ମଧ୍ୟ ଏହା ବିଷୟରେ ଜାଣିବାକୁ ଚାହୁଁଛନ୍ତି । ତେବେ ଆସନ୍ତୁ ଜାଣିବା ସୁଶାନ୍ତ ତାଙ୍କ ଡାଏରୀରେ ଅଙ୍କିତାଙ୍କ ବିଷୟରେ କଣ ସବୁ ଲେଖିଥିଲେ ।


ସୁଶାନ୍ତ ତାଙ୍କ ଡାଏରୀରେ ଅଙ୍କିତାଙ୍କ ବିଷୟରେ ଲେଖିଥିଲେ ଯେ- ଅଙ୍କିତା ପରି ଝିଅ ମୋ ଜୀବନରେ ଦ୍ଵିତୀୟ ଥର କେବେ ଆସିବ ନାହିଁ । ଏମିତି ସାଙ୍ଗ ମିଳିବା ବହୁତ କଷ୍ଟ, ମୁଁ ଆଜି ମଧ୍ୟ ତାଙ୍କୁ ବହୁତ ମିସ୍ କରୁଛି । କାରଣ ଅଙ୍କିତା ହିଁ ଏକ ମାତ୍ର ଝିଅ ଥିଲା ଯିଏ ମୋର ସମସ୍ତ କଷ୍ଟକୁ ବୁଝିପାରୁଥିଲା । ଏହା ସହିତ ଅଙ୍କିତା ଏକ ମାତ୍ର ଝିଅ ଯିଏ ମୋର ସଂଘର୍ଷକୁ ଦେଖିଛି, ଯେତିକି ଅଙ୍କିତା ମୋ ବିଷୟରେ ଜାଣିଛି ସେତିକି ଅନ୍ୟ କେହି ବି ଜାଣି ନାହାନ୍ତି । ଆମର ଦେଖା ପବିତ୍ର ରିସ୍ତାରେ ହୋଇଥିଲା, ହେଲେ ଆମେ କେବେ ଭଲ ପାଇ ବସିଲୁ ଆମେ ବି ଜାଣିନୁ । ହେଲେ ଏହି ପ୍ରେମର ଅନୁଭବ ବହୁତ ସୁନ୍ଦର ଥିଲା ।


ଏହି ପରି ଭାବରେ ନିଜ ମନର କଥା ଲେଖିଥିଲେ ସୁଶାନ୍ତ । ଯେତେବେଳେ ଏହି ଡାଏରୀ ବିଷୟରେ ଅଙ୍କିତା ଜାଣିଲେ ସେତେବେଳେ ଅଙ୍କିତାଙ୍କୁ ବହୁତ ବଡ ସଦମା ଲାଗିଲା । ସୁଶାନ୍ତଙ୍କ ପାଇଁ ଅଙ୍କିତା ବହୁତ କାନ୍ଦିଛନ୍ତି । ସୁଶାନ୍ତଙ୍କ ମୃତ୍ୟୁର ଖବର ଶୁଣି ଅଙ୍କିତା ଭାଙ୍ଗି ପଡିଥିଲେ । ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ହେବା ପୂର୍ବ ଦିନ ଅଙ୍କିତା ସେଠାରେ ପହଞ୍ଚିଥିଲେ । ହେଲେ ଏହି ସବୁ କଥା ଅଙ୍କିତାଙ୍କ ମନକୁ ବହୁତ କଷ୍ଟ ଦେଇଛି । ଏହା ସହିତ ଅଙ୍କିତା ନିଜକୁ ବହୁତ ବଡ ଦୋଷୀ ମାନୁଛନ୍ତି, କାରଣ ଯଦି ସେ ସୁଶାନ୍ତଙ୍କ ସହିତ ରହିଥାନ୍ତେ ତାହେଲେ ବୋଧେ ସୁଶାନ୍ତ କେବେ ନିଜକୁ ଏକା ଭାବି ନଥାନ୍ତେ ।

ବଲିଉଡର ଲାଟେଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *