ଝିଅ ମାନଙ୍କର ଋତୁଶ୍ରାବ ସମୟରେ ଶାରୀରିକ ସମ୍ବନ୍ଧ ରଖିବା ଭଲ ନା ଖରାପ, ଜାଣିବା ପାଇଁ ଏହାକୁ ଥରେ ନିଶ୍ଚୟ ପଢନ୍ତୁ

ଯଦି ଯେକୌଣସି ସମୟରେ ମହିଳାମାନଙ୍କର ଋତୁସ୍ରାବ ହେଉଥାଏ ତାହେଲେ ଯଦି ଆପଣ ଏହି ସମୟରେ ଶାରୀରିକ ସମ୍ବନ୍ଧ ରଖିଥାନ୍ତି ତାହେଲେ ଆପଣ ଗର୍ଭବତୀ ହୋଇନଥାନ୍ତି । ଶାରୀରିକ ସମ୍ବନ୍ଧ ଏକ ସାମାଜିକ ପ୍ରକ୍ରିୟା ହୋଇଥାଏ ନିଜର ବଂଶକୁ ଆଗକୁ ନେବାପାଇଁ , ସ୍ୱାମୀ ଓ ସ୍ତ୍ରୀ ଏହି ପଦକ୍ଷେପ ନେଇଥାନ୍ତି ଓ ସେମାନେ ପ୍ରତିମାସରେ ପ୍ରାୟ ସମୟ ଶାରୀରିକ ସମ୍ପର୍କ ରଖିଥାନ୍ତି କିନ୍ତୁ ମାସରେ କିଛି ଏମିତି ଦିନ ଆସିଥାଏ ଯେଉଁ ସମୟରେ ମହିଳାମାନଙ୍କର ମାସିକ ଧର୍ମ ହୋଇଥାଏ ଓ ଏହି ସମୟରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ବନ୍ଧ ରହିନଥାଏ ଓ ଉଭୟ ଏଥିପ୍ରତି ବହୁତ ସଚେତନ ମଧ୍ୟ ରାହିଥାନ୍ତି ।

କିନ୍ତୁ କିଛି ତଥ୍ୟ ଅନୁଯାୟୀ କୁହାଯାଇଛି କି ଏହି ସମୟରେ ଶାରୀରିକ ସମ୍ବନ୍ଧ କରିବା ଫଳରେ ମହିଳାମାନେ ଗର୍ଭବତୀ ହୋଇନଥାନ୍ତି । କିନ୍ତୁ କଣ ଏହା ସତ ଯେ ମାସିକ ଧର୍ମ ସମୟରେ ଶାରୀରିକ ସମ୍ବନ୍ଧ ରଖିଲେ ଗର୍ଭବତୀ ହୋଇନଥାନ୍ତି । ଆସନ୍ତୁ ଏହି ବିଷୟରେ ସବୁକିଛି କଥା ଆମେ ଆଲୋଚନା କରିବା ଓ କିପରି ଏଥିରୁ ବର୍ତିପାରିବା ଏହି ସମ୍ପର୍କରେ ଆଲୋଚନା କରିବା ।

ଯୌନ ବିଶେଷଜ୍ଞଙ୍କ ମତରେ ମାସିକ ଧର୍ମ ସମୟରେ ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କୁ ସେକ୍ସ କରିବାକୁ ବାରଣ କରାଯାଇଥାଏ । ମହିଳାମାନେ ଭାବିଥାନ୍ତି ଯେ ଏହି ସମୟରେ ସେକ୍ସ କରିବା ଦ୍ୱାରା ବୀର୍ଯ୍ୟ ରକ୍ତ ମାଧ୍ୟମରେ ବାହାରକୁ ବାହାରି ଆସିଥାଏ ଓ ସେମାନେ ଗର୍ଭବତୀ ହେବାରୁ ବର୍ତ୍ତି ଯାଆନ୍ତି କିନ୍ତୁ ଏହା ସାଧାରଣତଃ ଭୁଲ ଭାବନା । ଯଦି ଆପଣ ଏହା ଭାବୁଛନ୍ତି ସାଧାରଣତଃ ଏହା ହୋଇନଥାଏ ଆପଣ ଏପରି କରିବା ଦ୍ୱାରା ଗର୍ଭବତୀ ହୋଇପାରିବେ ।

କିନ୍ତୁ ଯଦି ଆପଣ ନିଜର ମାସିକ ଧର୍ମ ସମୟରେ କଣ୍ଡୋମ ବ୍ୟବହାର କରନ୍ତି ଓ ପ୍ରୋଟେକ୍ସନ ବ୍ୟବହାର କରିଥାନ୍ତି ତାହେଲେ ଆପଣ ଗର୍ଭବତୀ ହେବାରୁ ବର୍ତୀ ଯାଆନ୍ତି । ମହିଳାମାନେ ଋତୁଶ୍ରାବ ସମୟରେ ଶାରୀରିକ ସମ୍ବନ୍ଧ ରଖିଲେ ଗର୍ଭବତୀ ହୁଅନ୍ତି ନାହିଁ ।

ମାସିକ ଧର୍ମର 14 ଦିନ ପର୍ଯ୍ୟନ୍ତ ମହିଳାମାନଙ୍କର ଗର୍ଭ ଧାରଣ କରିବାର ସମସ୍ୟା ପ୍ରଚୁର ରହିଥାଏ । କିନ୍ତୁ ମହିଳାମାନେ ଭାବନ୍ତି କି ଏହି ମାସିକ ଧର୍ମ ସମୟରେ ସେମାନେ ଶାରୀରିକ ସମ୍ବନ୍ଧ ରଖିଲେ ବିର୍ଯ୍ୟ ତାଙ୍କ ରକ୍ତ ସହ ବାହାରକୁ ବାହାରି ଆସିଥାଏ । କିନ୍ତୁ ବିଶେଷଜ୍ଞ ମାନଙ୍କ ମତରେ ଏହା ଭାବିବା ଭୁଲ ଅଟେ ମାସିକ ଋତୁସ୍ରାବ ସମୟରେ ସେକ୍ସ କଲେ ମଧ୍ୟ ଆପଣ ଗର୍ଭବତୀ ହୋଇଥାନ୍ତି ତେଣୁକରି ଆପଣଙ୍କୁ କଣ୍ଡୋମ ବ୍ୟବହାର କରି ଏହି ସମୟରେ ସେକ୍ସ କରିବା ଉଚିତ ।

ବିଶେଷଜ୍ଞଙ୍କ କହିବାନୁଯାୟୀ ଯେଉଁ ମହିଳା ମାନଙ୍କର କମ ସମୟ ପର୍ଯ୍ୟନ୍ତ ପିରିୟଡ଼ ହୋଇଥାଏ । ସେମାନଙ୍କର ଗର୍ଭଧାରଣ ହେବା ସମ୍ଭାବନା ରହିଥାଏ । ବିଶେଷଜ୍ଞ ଙ୍କ ମତରେ ମହିଳାମାନଙ୍କ ଗର୍ଭାଶୟରେ ବିର୍ଯ୍ୟ ୭ ଦିନ ପର୍ଯ୍ୟନ୍ତ ଜୀବିତ ରହିଥାଏ । ଏଣୁ ଋତୁସ୍ରାବ ସମୟରେ ଶାରୀରିକ ସମ୍ବନ୍ଧ ନ ରଖିବା ପାଇଁ ଉପଦେଶ ଦିଆଯାଇଛି ।

ଆପଣ ମାନଙ୍କୁ ଯଦି ଆମର ଏହି ସୂଚନାଟି ଭଲ ଲାଗିଥାଏ ତାହେଲେ ଏହାକୁ ଅଧିକ ମାତ୍ରାରେ ସେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *