Surya Kumar ଙ୍କ ଦମଦାର ବୋଲିଂ ! ଉଡି ଉଡି ଧରିଲେ ୩ ଟି କ୍ୟାଚ, ଯିଏ ଦେଖୁଛି ସିଏ ହେଉଛି କାବା !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କ୍ରିକେଟର ଛୋଟ ବଡ ବହୁ ରୋଚକପୂର୍ଣ୍ଣ ତଥ୍ୟ ଜାଣିବାକୁ କ୍ରିକେଟ ପ୍ରେମୀଙ୍କର ବହୁତ ହିଁ ଇଛା ରହିଥାଏ । ତେବେ ସେହିପରି କ୍ରିକେଟର କିଛି ଖୋରାକ ଚାଲନ୍ତୁ ଆଲୋଚନା କରିବା । ତେବେ କ୍ରିକେଟର ତଥା ସୁପର କ୍ୟାଚ ମ୍ୟାନ ସୂର୍ଯ୍ୟକୁମାର ଙ୍କର ଏପରି ଭାବରେ କ୍ୟାଚ ଧରିବା ଦେଖି ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ତୃତୀୟ ବା ଯେଉଁ ଶେଷ T-20 ମ୍ଯାଚଟି ହୋଇଥିଲା ।

ତେବେ ଏହି ମ୍ଯାଚରେ ଭାରତ ହିଁ ଟସ ଜିତିଥିଲା । ତେବେ ଟସ ଜିତିବା ଯୋଗୁ ଭାରତ ପ୍ରଥମେ ବ୍ୟାଟିଂ କରିବା ଆରମ୍ଭ କରିଦେଇଥିଲା । ତେବେ ଏହି ମ୍ଯାଚରେ ଭାରତୀୟ କ୍ରିକେଟରଙ୍କ ବହୁତ ହିଁ ଭଲ ପଦର୍ଶନ ଦେଖିବାକୁ ମିଳିଥିଲା । ଯେଉଁଠିକି ଇଣ୍ଡିଆନ ଟିମ ବୋଲିଂ ଓ ବ୍ୟାଟିଂ ଉଭୟରେ ହିଁ ନିଜର କମାଲ ଦେଖାଇଥିଲେ । ତେବେ ଭାରତୀୟ ବୋଲର ମାନେ ୩୦ ରନରେ ନ୍ୟୁଜିଲାଣ୍ଡର ଅଧା ପାଖାପାଖି ଖେଳାଳୀଙ୍କୁ ନାକରେ ପାଣି ପିଆଇ ଦେଇଥିଲେ ।

ତେବେ ବ୍ୟାଟ୍ସମ୍ୟାନ ସୁବମନ ଗିଲ୍ ମଧ୍ୟ ଏକ ଶତକ ମାରିଥିଲେ । ତେବେ ସେପରି କହିବାକୁ ଗଲେ ଉଭୟ ଦଳ ଯେପରି ଭାରତ ଓ ନ୍ୟୁଜିଲାଣ୍ଡ ଉଭୟ ହିଁ ନିଜ ନିଜ ତରଫରୁ ବେଷ୍ଟ ଦେବା ପାଇଁ ଚେଷ୍ଟା କରିଥିଲେ । ତେବେ ଏହା ଛଡା ଭାରତୀୟ ଦଳର କ୍ରିକେଟର ଏକ ମ୍ଯାଚରେ ଧୂଆଁଧାର ପଦର୍ଶନ କରିଥିଲେ । ତେବେ ସୂର୍ଯ୍ୟକୁମାର ଯାଦଭ ୧ କିମ୍ବା ୨ ନୁହେଁ । ତେବେ ୩ ଥର ହିଁ ନିଜର ଫିଲ୍ଦିଙ୍ଗରେ କ୍ରିକେଟ ପ୍ରେମୀଙ୍କର ମନ ମୋହୀ ନେଇଥିଲେ ।

ତେବେ ସୂର୍ଯ୍ୟକୁମାର ଯାଦଭ ଏପରି ୩ ଥର ଫିଲ୍ଦିଙ୍ଗ କରିଥିଲେ । ଯେ ଯାହା ସମସ୍ତଙ୍କ ନଜରରେ ପୁରାପୁରୀ ଅବିଶ୍ଵନୀୟ ହିଁ ଥିଲା । ତେବେ ହାର୍ଦ୍ଧିକ ପାଣ୍ଡ୍ୟାଙ୍କର ବୋଲିଂ ସମୟରେ ସୂର୍ଯ୍ୟକୁମାର ଯାଦଭ ଯେତେବେଳେ ବଲ୍ କୁ କ୍ୟାଚ ଧରୁଥିଲେ । ତେବେ ପ୍ରଥମ ବଲ୍ ଓ ଦିତୀୟ ବଲ୍ ଟି କ୍ୟାଚ ଧରିବା ବେଳେ ସମସ୍ତଙ୍କୁ ସୂର୍ଯ୍ୟଙ୍କର ଫିଲ୍ଦିଙ୍ଗ ପସନ୍ଦ ଆସିଥିଲା । ହେଲେ ତୃତୀୟ ଥର ଯେତେବେଳେ ସୂର୍ଯ୍ୟକୁମାର ବଲ୍ ଟି କ୍ୟାଚ ଧରିଥିଲେ ।

ତାହା ଦେଖି କିଛି ସମୟ ପର୍ଯ୍ୟନ୍ତ ସମସ୍ତେ ଆଶ୍ଚର୍ଯ୍ୟ ହିଁ ହୋଇଯାଇଥିଲେ । ତେବେ ସେହି ବଲଟି ଛକା ହୋଇଯିବ ବୋଲି ସମସ୍ତେ ଭାବୁଥିଲେ ହେଲେ ଠିକ ସମୟରେ ସୂର୍ଯ୍ୟ ତାହାକୁ କ୍ୟାଚ କରିନେଇଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *