Exclusive: ଟାଙ୍କିରୁ ମିଳିଲା ଗୋପାଳର ହାତ ଲେଖା କାଗଜ, କାଗଜରେ ଲୁଚିଛି ନବବାବୁଙ୍କ ମୃତ୍ୟୁର ରହସ୍ୟ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କାଗଜରେ ଲୁଚିଛି ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କ ହତୟଆ ପଛର ଗୁମର । ହଁ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏପରି କିଛି ଖବର ଆସି ପହଞ୍ଚିଛି । ତେବେ ଟାଙ୍କି ଭିତରୁ ମିଳିଛି ଏପରି କିଛି ତଥ୍ୟ ଲିଖିତ କାଗଜ ଯାହା ଉପରେ ଯାଞ୍ଚ କରି ପୋଲିସ ପାଇପାରିବ ମନ୍ତ୍ରୀ ନବ ଦାସଙ୍କ ହତୟଆ ପଛରେ ଲୁଚି ରହିଥିବା ଷଡ-ଅଯ-ନ୍ତ୍ର । ତେବେ ମନ୍ତ୍ରୀ ନବ ଦାସଙ୍କୁ guli କରିଥିବା ଅଭିଯୋଗରେ ଗୋପାଳ ଦାସଙ୍କୁ ଅଭିଯୁକ୍ତ ହିସାବରେ କାବୁ କରି କରି ପୋଲିସ ରଖିଛି ।

ତେବେ ଝାରସୁଗୁଡା ସ୍ଥିତ ଥାନାରେ ଗୋପାଳଙ୍କୁ ରଖାଯାଇ ସେଠାରେ ଗୋପାଳ ଠାରୁ ପଚରା ଉଚରା କ୍ର-ଆ ଇମ ବ୍ରାଞ୍ଚ ଟିମ ଜାରୀ ରଖିଛି । ତେବେ ଗୋପାଳ ପାଖରେ ରହିଥିଲା ଏପରି କିଛି ଠୋସ ପ୍ରମାଣ ଯୁକ୍ତ ତଥ୍ୟ । ଯାହାକି ସବୁ କିଛି କଥା ଉପରୁ ପରଦା ଉଠାଇବାରେ ପୋଲିସ ସାହାଜ୍ଯ କରିଥାନ୍ତା । ହେଲେ ଗୋପାଳ ଶୌଚ ହେବାକୁ ଜୀବ ବୋଲି କହିଥିଲା । ତାପରେ ମିଛ ବାହାନା କରି ପାଇଖାନା ଭିତରକୁ ଗୋପାଳ ଚାଲିଯାଇଥିଲା ।

ତା’ପରେ ପକେଟରେ ଥିବା ୧୫ ପୃଷ୍ଠାର କାଗଜକୁ ପ୍ୟାନରେ ପକାଇ ଫ୍ଲସ କରିଦେଇଥିଲା । ତା’ପରେ ଯେତେବେଳେ ପୋଲିସ ଗୋପାଳର ପକେଟକୁ ନଜର କରିଥିଲା । କିଛି ସମୟ ପୂର୍ବରୁ  ଉଞ୍ଚା ଦେଖାଯାଉଥିବା ଗୋପାଳର ପକେଟଟି ଦବି ଯାଇଥିଲା । ଏହାପରେ ପୋଲିସର କଡା ନଜରରୁ ଗୋପାଳ ଦାସ ବଞ୍ଚି ପାରିନଥିଲା । ସଙ୍ଗେ ସଙ୍ଗେ ପୋଲିସ କର୍ମଚାରୀ ଗୋପାଳ ପକେଟରେ କଣ ଥିଲା ବୋଲି ପଚାରିଥିଲେ ।

ତାପରେ ଗୋପାଳ ପକେଟରେ କିଛି କାଗଜ ଥିଲା ଓ ସେହି କାଗଜକୁ ପାଇଖାନା ଟାଙ୍କିରେ ପକାଇ ଦେଇ ଆସିଲି ବୋଲି କହିଥିଲା । ତାପରେ ପୋଲିସ ମନ୍ତ୍ରୀ ନବ ଦାସଙ୍କର ହତୟଆ ପଛରେ ଷଡ-ଅଯ-ନ୍ତ୍ର ଖୋଜିବା ପାଇଁ ରାତି ସାରା ନିଜର ଅପରେସନ ଜାରୀ ରଖିଥିଲା । ପାଇଖାନା ଟାଙ୍କି ଖୋଲି ସେଥିରୁ ଗୋପାଳ ଫିଙ୍ଗିଥିବା କାଗଜ ପାଇବାକୁ ଚେଷ୍ଟା କରିଥିଲା ।

ତାପରେ କେତେ ଘଣ୍ଟାର ଅପରେସନ ପରେ ଟାଙ୍କି ଭିତରେ ପଡିଥିବା ୧୫ ପୃଷ୍ଠାର କାଗଜ ପୋଲିସ ହାତକୁ ଆସିଯାଇଥିଲା । ତେବେ ଯେଉଁ କାଗଜ ଆଧାରରେ ହିଁ କ୍ର-ଆ ଇମ ବ୍ରାଞ୍ଚ ଟିମ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କର ମୃ-ତ୍ୟୁ ପଛରେ ଲୁଚି ରହିଥିବା ଷଡ-ଅଯ-ନ୍ତ୍ରର ଗୁମର ଜାଣିପାରିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *