Vastu Tips- ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ସବୁ ଭୁଲ୍, ମାଡି ଆସେ ବିପଦ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ହିନ୍ଦୁ ଧର୍ମ ରେ ଶାସ୍ତ୍ର ର ବହୁତ ଅଧିକ ମହତ୍ତ୍ୱ ରହିଛି । ହିନ୍ଦୁ ଧର୍ମ ର ଲୋକ ମାନେ ଶାସ୍ତ୍ର କୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରିଥାନ୍ତି । ଶାସ୍ତ୍ର ରୁ ଆମେ ଆମ ଜୀବନ ର ସମସ୍ତ ଘଟଣା ସମ୍ପର୍କରେ ଜାଣିପାରିବା । ଶାସ୍ତ୍ର ଦ୍ଵାରା ଆମ ଜୀବନ ରେ ଘଟି ଯାଇଥିବା ବିଗତ ଦିନ ର କଥା ଏବଂ ଆଗକୁ ଭବିଷ୍ୟତ ରେ ଘଟିବାକୁ ଯାଉଥିବା ଘଟଣାବଳୀ ସମ୍ପର୍କରେ ସୂଚନା ମିଳିଥାଏ । ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟେକ କଥା ସତ୍ୟ ହୋଇଥାଏ ବୋଲି ସମସ୍ତେ ବିଶ୍ୱାସ କରିଥାନ୍ତି । ବାସ୍ତବରେ ଏହା ସତ୍ୟ ଅଟେ ।

ଭଗବାନ ଶିବ ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲିଖିତ ପ୍ରତ୍ୟକ କଥା ସତ୍ୟ ହୋଇଥାଏ । ଆମେ ଯଦି ଶାସ୍ତ୍ର ର ନିୟମ ମାନି ଚଳିବା ତେବେ ଆମେ ମଧ୍ୟ ଭବିଷ୍ୟତ ରେ ଜଣେ ସଫଳ ବ୍ୟକ୍ତି ହୋଇ ପାରିବା ଏଥିରେ କୌଣସି ସନ୍ଦେହ ନାହିଁ । ବନ୍ଧୁଗଣ ଶାସ୍ତ୍ର ରେ ସୂର୍ଯ୍ୟ ଙ୍କୁ ପାଣି ଅର୍ପଣ କରିବା ସମୟ ରେ ଉଦ୍ଧିଷ୍ଟ ନିୟମ ସମ୍ପର୍କରେ ମଧ୍ୟ ଲେଖା ହୋଇଛି । ତେବେ ବନ୍ଧୁଗଣ ଆମେ ଆଜି ଆପଣଂକୁ ସେହି ଵିଷୟ ରେ ଜଣାଇବାକୁ ଯାଉଛୁ । ଯଦି ଆପଣ ଭୁଲ କରୁଛନ୍ତି ତେବେ ସତର୍କ ହୋଇଯାଅନ୍ତୁ ଓ ଏହି ଭୁଲ କରନ୍ତୁ ନାହିଁ ।

ବନ୍ଧୁଗଣ ଭଗବାନ ସୂର୍ଯ୍ୟ ଙ୍କୁ ପ୍ରତିଦିନ ଗାଧୋଇବା ପରେ ଜଳ ଅର୍ପଣ କରନ୍ତୁ । ଏହା ଦ୍ବାରା ଆପଣଂକର ବହୁତ ମଙ୍ଗଳ ହୋଇଥାଏ । ସୂର୍ଯ୍ୟ ଙ୍କୁ କେବଳ ତମ୍ବା ପାତ୍ର ରେ ହିଁ ଜଳ ଅର୍ପଣ କରିବା ଉଚିତ । ଏହା ସହିତ ଯଦି ଆପଣ ଲାଲ ମନ୍ଦାର ଫୁଲ ଅର୍ପଣ କରିବେ ତେବେ ସୂର୍ଯ୍ୟ ଦେବ ଆପଣଙ୍କ ଉପରେ ବହୁତ ଶୀଘ୍ର ସନ୍ତୁଷ୍ଟ ହେବେ । ବନ୍ଧୁଗଣ ସବୁବେଳେ ପୂର୍ବ ଦିଗ କୁ ମୁହଁ କରି ଜଳ ଅର୍ପଣ କରନ୍ତୁ ।

 

ଯେତେବେଳେ ସୂର୍ଯ୍ୟ ଙ୍କର ଦିଗ ପୂର୍ବ କୁ ଥିବ ସେତେବେଳେ ହିଁ ଜଳ ଅର୍ପଣ କରିବାକୁ ଚେଷ୍ଟା କରନ୍ତୁ । ଏହା ଦ୍ବାରା ଆପଣଂକର ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରିବା ସଫଳ ହେବ । ସୂର୍ଯ୍ୟ ଙ୍କୁ ଜଳ ଚଢାଇବା ସମୟ ରେ ଗୋଟିଏ କଥା ପ୍ରତି ନିଶ୍ଚୟ ଧ୍ୟାନ ଦେବେ ଯେପରି ସୂର୍ଯ୍ୟ ଙ୍କୁ ଅର୍ପଣ କରୁଥିବା ଜଳ ଆପଣଙ୍କ ର ଗୋଡ଼ ଉପରେ ନ ପଡୁଥିବ । ଯଦି ଆପଣଙ୍କ ଗୋଡ଼ ଉପରେ ଜଳ ପଡିଥାଏ ତେବେ ଏହା ବହୁତ ଅଶୁଭ ହୋଇଥାଏ । ଏହା ଦ୍ବାରା ଭଗବାନ ସୂର୍ଯ୍ୟ ବହୁତ କ୍ରୋଧିତ ହୋଇଥାନ୍ତି । ଏହା ଫଳ ରେ ଆପଣଂକର ଓ ଆପଣଙ୍କ ପରିବାର ର ବହୁତ ଅନିଷ୍ଟ ହୋଇଥାଏ ।


ବନ୍ଧୁଗଣ ସ୍ନାନ ପୂର୍ବ ରୁ କେବେ ମଧ୍ୟ ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରନ୍ତୁ ନାହିଁ । ସ୍ନାନ ନ କରି ଜଳ ଅର୍ପଣ କରିବା ଦ୍ୱାରା ଭଗବାନ ସୂର୍ଯ୍ୟ ବହୁତ କ୍ରୋଧିତ ହୋଇଥାନ୍ତି । କାରଣ ଭଗବାନ ସୂର୍ଯ୍ୟ ଦେବ ଙ୍କୁ ସ୍ୱଚ୍ଛତା ବହୁତ ପସନ୍ଦ ହୋଇଥାଏ । ଏମିତି ରେ ଯଦି ଆପଣ ଏପରି କରିବେ ତେବେ ସୂର୍ଯ୍ୟ ଦେବ ଆପଣଙ୍କ ଉପରେ କ୍ରୋଧିତ ହେବେ । ଯାହା ଦ୍ୱାରା ଆପଣଙ୍କ ର କୌଣସି କାର୍ଯ୍ୟ ସଫଳ ହେବ ନାହିଁ । ଆପଣ ସବୁ କାର୍ଯ୍ୟ ରେ ଅସଫଳ ହେବେ ।

ଭଗବାନ ସୂର୍ଯ୍ୟ ଙ୍କୁ ଯେତେବେଳେ ଜଳ ଅର୍ପଣ କରୁଛନ୍ତି ସେତେବେଳେ ତମ୍ବା ପାତ୍ର ରେ ହିଁ କରନ୍ତୁ ଏହା ବ୍ୟତୀତ ପ୍ଲାଷ୍ଟିକ , ଲୁହା ,କାଚ ଇତ୍ୟାଦି ପାତ୍ର ବ୍ୟବହାର କରନ୍ତୁ ନାହିଁ । କାରଣ ତମ୍ବା ପାତ୍ର ରେ ଜଳ ଅର୍ପଣ କରିବା ଦ୍ୱାରା ଭଗବାନ ସୂର୍ଯ୍ୟ ଦେବ ସନ୍ତୁଷ୍ଟ ହୋଇଥାନ୍ତି । ଅନ୍ୟ କୌଣସି ପାତ୍ର ରେ ଜଳ ଅର୍ପଣ କରିବା ଦ୍ୱାରା ଭଗବାନ ସୂର୍ଯ୍ୟ ଦେବ ଭୀଷଣ କ୍ରୋଧିତ ହୋଇଥାନ୍ତି । ତେଣୁ ସବୁବେଳେ ତମ୍ବା ପାତ୍ର ରେ ହିଁ ଜଳ ଅର୍ପଣ କରିବା ଉଚିତ । ତେବେ ବନ୍ଧୁଗଣ ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରିବା ସମୟ ରେ କେବେ ମଧ୍ୟ ଏହି ଭୁଲ କରନ୍ତୁ ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *