ଫିଲ୍ମ ଦୁନିଆରେ ପୁଣି ଶୋକର ଲହରୀ, ବହୁତ କମ ବୟସରେ ହିଁ ଆଖି ବୁଜିଦେଲେ ଇଣ୍ଡଷ୍ଟ୍ରି ର ଏହି ଲୋକପ୍ରିୟ ହିରୋଇନ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କନ୍ନଡ଼ ଅଭିନେତ୍ରୀ ଜୟଶ୍ରୀ ରମୈୟା ଙ୍କୁ ସୋମବାର ଦିନ ବାଙ୍ଗାଲୁର ର ଓଲ୍ଡ ଏଜ ଆଣ୍ଡ ରିହାଇବିଲିଟେସନ ସେଣ୍ଟର ରେ ତାଙ୍କର ପର ଲୋକ ହୋଇ ଯାଇଛି । ତାଙ୍କର ମଋତ ଶରୀର ଝୁଲିଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଏହି ଖବର ସାମ୍ନା କୁ ଆସିବା ପରେ ସମସ୍ତ ଦର୍ଶକ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ । ଶୁଣିବାକୁ ମିଳିଥିଲା ଯେ ଅଭିନେତ୍ରୀ ଜୟଶ୍ରୀ ରମୈୟା ଦୀର୍ଘ ଦିନ ଧରି ଡିପ୍ରେସନ ରେ ଥିଲେ ଏବଂ ତାଙ୍କର ଚିକିତ୍ସା ବଙ୍ଗାଲୁରୁ ର ସଂଧ୍ୟା କିରଣ ଆଶ୍ରମରେ ଚାଲିଥିଲା । ଜୟଶ୍ରୀ ଙ୍କ  ପର ଲୋକ ପରେ ଇଣ୍ଡଷ୍ଟ୍ରୀ କୁ ବହୁତ ବଡ଼ ଝଟକା ଲାଗିଛି ।

ବିଗ୍ ବସ୍ ସଦସ୍ୟ ଥିଲେ- ଅଭିନେତ୍ରୀ ଜୟଶ୍ରୀ ରମୈୟା କନ୍ନଡ଼ ବିଗ୍ ବସ୍ ର ତୃତୀୟ ସିଜନ ରେ ଭାଗ ନେଇଥିଲେ । ରିପୋର୍ଟ ଅନୁସାରେ ରିଆଲିଟି ସୋ ରେ ଭାଗ ନେବା ପର ଠାରୁ ତାଙ୍କୁ ବେଶୀ କାମ ମିଳୁ ନଥିଲା ଏବଂ ଏଥିପାଇଁ ସେ ବହୁତ ଦୁଃଖୀ ଥିଲେ । ଜୟଶ୍ରୀ ନିଜର କାମ ନ ମିଳିବା କଥା ନିଜର ବନ୍ଧୁ ମାନଙ୍କୁ ମଧ୍ୟ କହିଥିଲେ ।

ଗତ ବର୍ଷ ନିଜ ଇଚ୍ଛାରେ ଇଚ୍ଛା ମୃତୟୁ ର କାମନା କରିଥିଲେ- ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଗତ ବର୍ଷ ଅଭିନେତ୍ରୀ ଜୟଶ୍ରୀ ରମୈୟା ନିଜର ଫେସବୁକ ଆକାଉଣ୍ଟ ରେ ନିଜର ଡିପ୍ରେସନ ରେ ଥିବା ସମ୍ବନ୍ଧରେ ଜଣାଇଥିଲେ ଏବଂ ସେ କହିଥିଲେ ଯେ ସେ ଡିପ୍ରେସନ ରେ ଲଢ଼ି ପାରିବେ ନାହିଁ, ତେଣୁ ତାଙ୍କୁ ଇଚ୍ଛା ମୃତୟୁ ଦରକାର । ସେ କହିଥିଲେ ଯେ ତାଙ୍କର କୌଣସି ଆର୍ଥିକ ସମସ୍ୟା ରହିନାହିଁ । ଆର୍ଥିକ ସ୍ଥିତି ରେ ସେ ସକ୍ଷମ ଅଛନ୍ତି କିନ୍ତୁ ତାଙ୍କୁ ଛୋଟବେଳୁ ଧୋକା ମିଳୁ ଥିବାରୁ ସେ ଡିପ୍ରେସନ ରେ ଅଛନ୍ତି ।

ନିଜକୁ ଏକୁଟିଆ ଅନୁଭବ କରୁଥିଲେ ଜୟଶ୍ରୀ- ଅଭିନେତ୍ରୀ ଜୟଶ୍ରୀ ରମୈୟା କହିଥିଲେ ଯେ, ସେ ବହୁତ ଏକୁଟିଆ ଅନୁଭବ କରୁଛନ୍ତି ଏବଂ ତାଙ୍କୁ ଚାରି ଦିଗରୁ କେବଳ ନିରାଶତା ହାସଲ ହେଉଛି । ସେ ହାରି ଯାଇଛନ୍ତି ବୋଲି କହିଥିଲେ ଅଭିନେତ୍ରୀ ଜୟଶ୍ରୀ ।

ଜୟଶ୍ରୀ ଏକ ଲାଇଭ ସେସନ ରେ କହିଥିଲେ ଯେ, ସେ ଏସବୁ ପବ୍ଲିସିଟି ପାଇଁ ଆଦୋୖ କରୁ ନାହାନ୍ତି ଏବଂ ତାଙ୍କୁ ସୁଦୀପ ସାର ଙ୍କ ଠାରୁ କୌଣସି ଆର୍ଥିକ ସହଯୋଗ ର ମଧ୍ୟ ଆବଶ୍ୟକତା ରହିନାହିଁ ।

ସେ କେବଳ ଇଚ୍ଛା ମୃତୟୁ ପ୍ରାପ୍ତ କରିବାକୁ ଚାହୁଁଛନ୍ତି । ସେ କହିଥିଲେ ଯେ ଡିପ୍ରେସନ ସହିତ ଲଢ଼ିବାର ତାଙ୍କର ସାମର୍ଥ୍ୟ ନାହିଁ ଏବଂ ସେ ଅସମର୍ଥ ଅଟନ୍ତି । ଅଭିନେତ୍ରୀ ଜୟଶ୍ରୀ କହିଥିଲେ ଯେ ସେ ଜଣେ ଭଲ ଝିଅ ନୁହଁନ୍ତି, ତାଙ୍କୁ କେବଳ ଇଚ୍ଛା ମୃତୟୁ ଆବଶ୍ୟକ ।

ନିଜର ମତାମତ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ସବୁ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *