ଧନୁ ରାଶି ଫେବୃୟାରୀ ମାସରେ ରୁହନ୍ତୁ ସାବଧାନ, ଘଟିପାରେ ଏହି ସବୁ ଅଘଟଣ- Jyotish Shastra

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ମନୁଷ୍ୟ ଜୀବନ ରେ ରଶିଚକ୍ର ର ବହୁତ ମହତ୍ୱ ରହିଛି । ମନୁଷ୍ୟ ନିଜର ରାଶି ଦ୍ୱାରା ନିଜର ଆଗତ ଭବିଷ୍ୟତ ସମ୍ପର୍କରେ ସମସ୍ତ ପ୍ରକାର ସୂଚନା ପାଇ ପାରିଥାଏ । ଯେତେବେଳେ ଜଣେ ବ୍ୟକ୍ତି ଜନ୍ମ ହୋଇଥାଏ ସେତେବେଳେ ତାର ଜନ୍ମ ସମୟ ତିଥି ଓ ମାସ କୁ ବିଚାର କରି ସେହି ବ୍ୟକ୍ତି ର ରାଶି ନିର୍ଧାରଣ କରାଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଶାରେ ରେ ମନୁଷ୍ୟ ରାଶିରୁ ତାର ସମସ୍ତ ସ୍ଵଭାଵ ସମ୍ପର୍କରେ ଜାଣିବାକୁ ମିଳିଥାଏ । ବନ୍ଧୁଗଣ ଏପରି କିଛି ସମୟ ଆସିଥାଏ ଯେତେବେଳେ କିଛି ରାଶିର ବ୍ୟକ୍ତି ବିଶେଷ ଙ୍କ ର ଭାଗ୍ୟ ବଦଳି ଯାଇଥାଏ । ତାଙ୍କର ସମସ୍ତ ଦୁଖଃ କଷ୍ଟ ଦୁର ହୋଇଥାଏ ।

ଏହି ପରି ସମୟ ବହୁତ ବର୍ଷ ବ୍ୟବଧାନ ରେ ଆସିଥାଏ ଓ ବହୁତ କମ ଆସିଥାଏ । ଶାସ୍ତ୍ର ରେ ମଧ୍ୟ ଏହା ଲେଖା ଅଛି । କିନ୍ତୁ ବନ୍ଧୁଗଣ ବେଳେବେଳେ କିଛି ରାଶି ର ଖରାପ ସମୟ ମଧ୍ୟ ଆସିଥାଏ ଓ ବର୍ତ୍ତମାନ ସମୟ ରେ ଧନୁ ରାଶି ର ବହୁତ ଖରାପ ସମୟ ଆସିଛି । ଯାହା ଦ୍ୱାରା ତାର ବହୁତ କ୍ଷତି ହେବାକୁ ଯାଉଛି । ଏଥିପାଇଁ ଧନୁ ରାଶିର ବ୍ୟକ୍ତି ବିଶେଷ ଙ୍କୁ ସାବଧାନ ର ସହିତ ରହିବାକୁ ପଡିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଵିଷୟ ରେ ଆହୁରି ଅନେକ ଅଜଣା କଥା ।

ବନ୍ଧୁଗଣ ଏହି ଫେବୃଆରୀ ମାସ ରେ ଚାରି ଟି ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହା ମଧ୍ୟ ରେ ସୂର୍ଯ୍ୟ ମଧ୍ୟ ରାଶି ପରିବର୍ତ୍ତନ କରିବେ । ଯାହା ଦ୍ୱାରା ଧନୁ ରାଶି ର ବ୍ୟକ୍ତି ବିଶେଷ ଙ୍କ ଭାଗ୍ୟ ରେ ସାଧାରଣ ପରିବର୍ତ୍ତନ ଦେଖାଯିବ । ଏହା ଦ୍ବାରା ଆପଣଙ୍କ ବହୁତ ମଙ୍ଗଳ ହେବ । ସୂର୍ଯ୍ୟ ରାଶି ପରିବର୍ତ୍ତନ କରୁଥିବା ରୁ ଆପଣଂକୁ ବହୁତ ପ୍ରକାର ଖୁସି ଖବର ଶୁଣିବାକୁ ମିଳିବ । ଏହି ସମୟ ରେ ସୂର୍ଯ୍ୟ ଙ୍କ କୃପା ଆପଣଙ୍କ ଉପରେ ବିଶେଷ ଭାବରେ ଦେଖିବାକୁ ମିଳିବ।

ଏହି ସମୟ ରେ ଆପଣଂକର ପୁତ୍ର ପ୍ରାପ୍ତି ର ଯୋଗ ରହି ଅଛି । ଏହି ସମୟ ରେ ଆପଣଂକୁ ବିଭିନ୍ନ ପ୍ରକାର ଖୁସି ର ସମାଚାର ମିଳିବ । ଆପଣଙ୍କ ର ଯେତେସବୁ ପୁରୁଣା ସମସ୍ୟା ରହିଛି ତାହାର ସମାଧାନ ହେବ । ଆପଣଂକର ଅଟକ ରହିଥିବା ସରକାରୀ କାର୍ଯ୍ୟ ମଧ୍ୟ ପୂରଣ ହେବ । ଏହି ସମୟ ରେ ସମାଜ ରେ ଆପଣ ଙ୍କ ର ନାମ ବଢିବ । ସମାଜ ରେ ଆପଣ ଜଣେ ପରିଚିତ ବ୍ୟକ୍ତି ଭାବ ରେ ସମ୍ମାନ ପାଇବେ । ରାଜନୈତିକ କାର୍ଯ୍ୟ ରେ ଉଚ୍ଚ ସ୍ଥାନ ମିଳିବ । ଆପଣଙ୍କ ଘରେ ସୁଖ ଶାନ୍ତି ର । ବାତାବରଣ ଦେଖାଯିବ ।

ବନ୍ଧୁଗଣ ଏହି ରାଶି ରେ ବୁଧ ଗ୍ରହ ନିଚ୍ଚ ରେ ପ୍ରବେଶ କରୁଥିବାରୁ ଆପଣଂକର କିଛି କାର୍ଯ୍ୟ ଖରାପ ମଧ୍ୟ ହେବ । ଏହି ସମୟ ରେ ଆପଣଙ୍କ ର ଅଯଥା ଖର୍ଚ୍ଚ ବୃଦ୍ଧି ପାଇବ । ଏଥିପ୍ରତି ଆପଣ ବିଶେଷ ଭାବରେ ସାବଧାନ ରହିବା ଉଚିତ । ଆପଣଙ୍କ କଥା ଦ୍ୱାରା କିଛି ଲୋକ ଙ୍କୁ ଆଘାତ ପ୍ରାପ୍ତ ହୋଇପାରେ ତେଣୁ କିଛି କହିବା ପୂର୍ବରୁ ବହୁତ ଭାବିଚିନ୍ତି କହିବେ ।

କୌଣସି କାର୍ଯ୍ୟ କରିବା ପୂର୍ବରୁ ମଧ୍ୟ ବହୁତ ବିଚାର କରି ଓ ବଡ଼ ମାନଙ୍କର ପରାମର୍ଶ ନେଇ କରିବେ । ନଚେତ ଏହାର ପରିଣାମ ବହୁତ ଖରାପ ହୋଇପାରେ । ଏହି ସମୟ ରେ ଆପଣ ସବୁଜ ରଙ୍ଗ କୁ ପରିଧାନ କରନ୍ତୁ ନାହିଁ । ଏହି ମାସ ର ବୁଧବାର ଦିନ ସବୁଜ ପନିପରିବା ଓ ମୁଗ ଡାଲି ମନ୍ଦିର ରେ କିମ୍ବା କୌଣସି ଦୁଃଖୀ ଦରିଦ୍ର ଙ୍କୁ ଦାନ କରିବା ଦ୍ୱାରା ଆପଣଙ୍କ ର ଗ୍ରହ ଦଶା କଟିଯାଇପାରେ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *