ମୁଖ୍ୟମନ୍ତ୍ରୀଙ୍କୁ ଏଭଳି କହିବା ବିଧାୟକ Surjyabansi Suraj ଙ୍କ ମୁହଁରେ ଶୋଭା ପାଉନି…

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ବିଜେପି ଦଳର ପ୍ରମୁଖ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଅଧିକାଂଶ ସମୟରେ ସୂର୍ଯ୍ୟ ସମାଜସେବା ପାଇଁ ଚର୍ଚ୍ଚାରେ ରୁହନ୍ତି । ସୂର୍ଯ୍ୟ ଜଣେ ଭଲ ରାଜନେତା ହେବା ସହ ଜନତାଙ୍କ ମଙ୍ଗଳ ପାଇଁ ବହୁତ କିଛି କରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୂର୍ଯ୍ୟ ବଂଶୀ ସୂରଜ ଏକ ଅଲଗା କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି ।

ସୂର୍ଯ୍ୟ ବଂଶୀ ସୂରଜ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଷୟରେ କିଛି ଏପରି କଥା କହିଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବିଧାନସଭାରେ ସୂର୍ଯ୍ୟ ବଂଶୀ ସୂରଜ କହିଛନ୍ତି-‘ଆମର ଯେଉଁ ମୋବାଇଲ ଫୋନ ଅଛି ସେହି ମୋବାଇଲ ଫୋନ ମଧ୍ୟମର କେହି ନା କେହି ଆମ ଗତି ବିଧି ଲକ୍ଷ କରୁଛି ଆଉ ଜାଣି ପାରୁଛନ୍ତି ଆମେ କଣ କରୁଛୁ କଣ ନାହିଁ । ଆପଣ ଯେତେ ଲକ ପକାନ୍ତୁ ଆପଣ ଯେତେ ଏଟିଏମ କାର୍ଡର ପିନ ଚେଞ୍ଜ କରନ୍ତୁ ହେଲେ ଜଣେ ଏମିତି ବି ଅଛି ଯିଏ ସବୁ ଲକ ଭାଙ୍ଗି ଆପଣଙ୍କ ମୋବାଇଲରେ କଣ ଚାଲିଛି ଜାଣି ପାରିବ ।

ତେଣୁ ଏ କ୍ଷେତ୍ରରେ ଗୃହରେ ଆଜି ଅନେକ କଥା ଆଲୋଚନା କରା ଗଲା ନାହିଁ କିନ୍ତୁ ଗୋଟେ କଥାକୁ ଗୁରୁତ୍ଵ ଦିଆ ଯାଉ ନାହିଁ କିନ୍ତୁ ଭବିଷ୍ୟତରେ ତାହା ଗୁରୁତ୍ଵର ରୂପ ଧାରଣ କରିବ ତାହା ହେଉଛି ସାଇବର କ୍ରାଇମ । ହଜାର ହଜାର ଲୋକ ସାଇବର ଠକେଇର ଶିକାର ହେଉଛନ୍ତି ହେଲେ ସେମାନଙ୍କ ଟଙ୍କା ସେମାନେ ଫେରି ପାଉ ନାହାନ୍ତି । ସତ୍ୟପାଠ ନେବା ପରେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ କଣ ପାଇଁ ରିପୋର୍ଟ କରୁ ନାହାନ୍ତି ।

ଏଇଟା ଗୋଟେ ସଙ୍ଗିନ କଥା ଯଦି ସେମାନେ ରିପୋର୍ଟ କରୁ ନାହାନ୍ତି ତା ହେଲେ ଆଜି ମୁଁ ମଧ୍ୟ କହୁଛି ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ରାଜ୍ୟରେ ସାଇବର ଠକେଇର ଶିକାର ହୋଇଛନ୍ତି । ତେଣୁ ଯେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ସାଇବର ଠକେଇର ଶିକାର ହେଇଛନ୍ତି ସେ ଲୋକସଭା ଭବନରେ ଲୋକଙ୍କୁ ଛଡା ଯାଉ ନାହିଁ ବିଧାନସଭାରେ ସାମ୍ବାଦିକ ମାନଙ୍କୁ ଛଡା ଯାଉନି ଦଉଡି ଧରି ରଖାଯାଇଛି । 3700 ବାଂଲାଦେଶୀ ଓଡିଶାରେ ବେଆଇନ ଭାବେ ବସବାସ କରୁଛନ୍ତି’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *