Nisha Moharana ବିରୁଦ୍ଧରେ ଏକାଠି ହେଲେ ସମସ୍ତ ଯାତ୍ରା କଳକାର, ଶୁଣନ୍ତୁ ଏ ନେଇ କଣ କହିଲେ ଯାତ୍ରା କଳାକାର ପ୍ରତାପ ମହାନ୍ତି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନିଶା ମହାରଣା ଆସିଲେ ଯାତ୍ରା ପେଣ୍ଡାଲରେ ନି-ଆଁ ଲଗେଇ ଦେବୁ । ତେବେ ଏପରି କିଛି କଡା ମନ୍ତବ୍ୟ ଯାତ୍ରା କଳାକାର ପ୍ରତାପ ମହାନ୍ତି ଆଇଟମ ଗାର୍ଲ ନିଶା ମହାରଣାଙ୍କ ବିରୁଦ୍ଧରେ କହିଛନ୍ତି । ତେବେ ନିଜର aslila ପୋଷାକ ତଥା ନୃତ୍ୟ ପଦର୍ଶନ ପାଇଁ ବହୁ ଚର୍ଚିତ ନିଶା ମହାରଣାଙ୍କ ବିରୁଦ୍ଧରେ ରାଜଧାନୀ ଅପେରା କଳାକାର ମାନେ କାଲି ସଂଗଠିତ ହୋଇ ପ୍ରତିବାଦ କରିଥିଲେ ।

ଏହା ସହିତ ଏପରି ମଧ୍ୟ କହିଥିଲେ ଯଦି ସ୍ଟେଜ ଉପରକୁ ନିଶା ମହାରଣା ଆସନ୍ତି, ଆମେ ଯାତ୍ରା କଳାକାର ଅଭିନୟ କରିବୁ ନାହିଁ । ତେବେ ସେପରି ଏକ ଯାତ୍ରା କଳାକାର ପ୍ରତାପ ମହାନ୍ତି ମଧ୍ୟ କହିଛନ୍ତି । ଯାତ୍ରା ସ୍ଟେଜ ଭଳି ଏକ ମଞ୍ଚ ଯାହାକି ବହୁ ପୁରୁଣା କାଳରୁ ଚାଲି ଆସିଛି । ନିଶା ମହାରଣାଙ୍କ ପରି କିଛି ଅଣ କଳାକାର ପଶି ଆସି ନିଜର aslila ନୃତ୍ୟ ଏବଂ ଅଙ୍ଗଭଙ୍ଗୀ ଦେଖାଇ ଏହାର ଅପମାନ କରୁଛନ୍ତି । ଯାତ୍ରା ଜଗତକୁ ଏହିମାନେ ହିଁ ବଦନାମ କରୁଛନ୍ତି ।

ତେଣୁ ଯାତ୍ରା ଜଗତ  ଏପରି ବଦନାମ କରୁଥିବା ଲୋକଙ୍କୁ ଯେଉଁଠି ଦେଖିବେ ଖାଲି ଜୋତାରେ ସେକିଦେବା ହିଁ ଭଲ ହେବ । ଆମେ ଆମର ପରିବାର ଭାଇ, ଭଉଣୀଙ୍କୁ ନେଇ ଯାତ୍ରା ଦେଖିବା ଯାଉଅଛୁ । ସେଠାରେ ଯଦି ନାଚ, ଗୀତ ନାମରେ ଏପରି aslila ଜିନିଷ ପ୍ରକାଶ କରାଯିବ । ତେବେ ଏହା ବହୁତ ବଡ ଏକ ନିନ୍ଦନୀୟ କଥା ଅଟେ । ତେବେ ଯାତ୍ରା କଳାକାର ପ୍ରତାପ ମହାନ୍ତିଙ୍କ କହିବା ଅନୁଯାଇ ନିଶା ମହାରଣା କି ପ୍ରକାର ନାରୀ କେଜାଣି ?

ନାରୀ ହୋଇ ନାରୀ ଜାତିର ସମ୍ମାନ ଓ ଇଜ୍ଜତ ତ କିଛି ରଖିଲା ନାହିଁ । ଓଲଟା କହୁଛୁ ମୁଁ ଦିତୀୟ ସନୀ ଲିଲୋନୀ ହେବି । ଓଡିଶାକୁ ଆଗେଇ ନେବି । ତୁ ଯଦି ସବୁ ଓଡିଶାକୁ ଆଗେଇ ନେବୁ । ତେବେ ସରକାରଙ୍କ ଏଠି ଆଉ କଣ ଆବଶ୍ୟକତା ରହିଛି ବୋଲି ପ୍ରତିବାଦ ସ୍ଵରରେ ନିଶା ମହାରଣାଙ୍କୁ ପ୍ରତାପ ମହାନ୍ତି କହିଛନ୍ତି ।

ତେବେ ନିଶା ମହାରଣା ଭଳି କିଛି ଅପଭ୍ରଂଶ କଳାକାର ମାନଙ୍କର ଏପରି aslila ନୃତ୍ୟ ଓ ଅଙ୍ଗଭଙ୍ଗୀକୁ ପ୍ରଶୟ  ଦେବା ଜମାରୁ ଉଚିତ ନୁହେଁ, ବୋଲି ଯାତ୍ରା କଳାକାର ମାନଙ୍କର ମତ ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *