IPL 2023 କୁ ନେଇ BCCI ଘୋଷଣା କଲା ନୂଆ ନିୟମ ! ମ୍ଯାଚ ମଝିରୁ ବଦଳିଯିବ ମ୍ଯାଚର ପରିଣାମ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନୂଆ ସଂସ୍କରଣ ଓ ନୂଆ ନିୟମ ! 2023 IPL ଏକ ନୂଆ ନିୟମ ଅନୁସାରେ ଖେଳାଯିବା ପାଇଁ ଯାଉଅଛି । ତେବେ 2023 ରେ ହେବାକୁ ଯାଉଥିବା IPL  ମ୍ଯାଚ ପାଇଁ ପ୍ରସ୍ତୁତି ଜୋରଦାର ହେବାକୁ ଲାଗି ପଡିଛି । ଆଉ ଏହି ଖେଳ ପାଇଁ ମଧ୍ୟ କ୍ରିକେଟର ମାନଙ୍କ ମଧ୍ୟରେ ଏକ ନୂଆ ଜୋଷ ଦେଖିବାକୁ ମଧ୍ୟ ମିଳିଛି । ତେବେ IPL ପାଇ କାଉଣ୍ଟଡାଉନ ଆରମ୍ଭ ହୋଇସାରିଛି ।

ଗୁଜୁରାଟ ଟାଇଟେନ ସହ ଚେନାଇସୁପରକିଂ ମ୍ଯାଚ ସହ ଆରମ୍ଭ ହେବ IPL ଖେଳ ସମାରୋହ ! ତେବେ ଚଳିତ ବର୍ଷ ହେବା ପାଇଁ ଯାଉଥିବା IPL  ମ୍ଯାଚ କିଛି ଭିନ୍ନ ଭିନ୍ନ ନିୟମ ନିୟମ ସହ ଖେଳାଯିବା ପାଇଁ ଯାଉଛି । ଟସ ପରେ ଚୁଡାନ୍ତ ଏକାଦଶରେ ଅଧିନାୟକ ପରିବର୍ତ୍ତନ କରିପାରିବେ ! ୱାଇଡ ଓ ନୋ ବଲ ପାଇଁ DRS ଭଳି ସୁବିଦଶା ଉପଲବ୍ଧ କରାଯିବ । ତୃତୀୟରେ ଇମ୍ପାକ୍ଟ ପ୍ଲେୟାର ନିୟମ ।

ତେବେ କୌଣସି ପ୍ଲେୟରଙ୍କ ବିକଳ୍ପରେ ଦରକାର ପଡିଲେ ଅଧିନାୟକଙ୍କ କହିବ ଦ୍ଵାରା ଇମ୍ପାକ୍ଟ ପ୍ଲେୟର ଅନ୍ୟ ପ୍ଲେୟର ପାଇଁ ବ୍ୟାଟିଂ କିମ୍ବା ବୋଲିଂ କରିବାର ସୁବିଧା ମଧ୍ୟ ଚଳିତ ବର୍ଷ IPL ମ୍ଯାଚରେ ଉପଲବ୍ଧ କରାଯିବ । ଯଦି ବର୍ଷା କାରଣରୁ ମ୍ଯାଚ ୧୦ ଓଭରରୁ କମ୍ ହୋଇଥାଏ । ତେବେ ଏହି ଇମ୍ପାକ୍ଟ ପ୍ଲେୟର ନିୟମ ଲାଗୁ କରାଯିବ ନାହିଁ । ୱିକେଟ କିପର ଓ ଫିଲ୍ଡରଙ୍କ ଭୁଲର ଦଣ୍ଡ ସମ୍ପୃକ୍ତ ପୁରା ଟିମ ଏଥିପାଇଁ ପାଇବ । ସ୍ଲୋ ଓଭର କରୁଥିବା ପ୍ଲେୟର ପାଇଁ ମଧ୍ୟ ସଜା ନିୟମ ଲାଗୁ କରାଯିବ ।

ତେବେ ୨୦୨୩ ମସିହା ତଥା ଚଳିତ ବର୍ଷ ହେବାକୁ ଯାଉଥିବା IPL  ମ୍ଯାଚକୁ ସଂପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ରଖାଯିବାକୁ କମିଟି ବ୍ୟବସ୍ଥା କରୁଅଛି । ଏହା ସହ ଗତ ସବୁIPL ମ୍ଯାଚ ଠାରୁ ଏହି ଚଳିତ ବର୍ଷ ହେବା ପାଇଁ ଯାଉଥିବା ମ୍ଯାଚଟି ନୂଆ ନିୟମ ସହ ଖେଳାଯିବ । ତେଣୁ ଏହା ଅଧିକରୁ ଅଧିକ କ୍ରିକେଟ ପ୍ରେମୀଙ୍କ ପାଇଁ ରୋମାଞ୍ଚକ ଖେଳ ହୋଇଯିବ । ତେବେ ସମସ୍ତ କ୍ରିକେଟର ମଧ୍ୟ ନିଜ ନିଜର IPL ରେ  ବେଷ୍ଟ ଦେବା ପାଇଁ ଏବେ ଠାରୁ ପ୍ରସ୍ତୁତି ପର୍ବ ଆରମ୍ଭ କରିସାରିଲେଣି ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ଲାଟେଷ୍ଟ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *