Sura Routray କହିଲେ ‘କଣ ଯେ ହୋଇଥାନ୍ତା ସୀମା ନାହିଁ…କେବଳ ସେ ପାଣ୍ଡିଆନ ଆଉ ବବି ଦାସଙ୍କ ପାଇଁ ତାଙ୍କୁ…’ ଜାଣନ୍ତୁ କାହିଁକି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କଣ ଯେ ହୋଇଥାନ୍ତା ତା’ ର କିଛି ସୀମା ନାହିଁ । ତେବେ ଏପରି କିଛି ମନ୍ତବ୍ୟ ମାନ୍ୟବର ସୁର ରାଉତଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ବିଧାୟକ ସୁର ରାଉତଙ୍କ କହିବା ଅନୁଯାଇ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ଆମେ ସମସ୍ତେ ଦୁଃଖ ପ୍ରକାଶ କରୁଛୁ । ତେବେ ମନ୍ତ୍ରୀ ନବ ଦାସଙ୍କୁ ଯେଉଁ guli mada  କରାଯାଇ htya କରାଯାଇଛି । ତାହା ବହୁତ ବଡ ଏକ ଦୁଃଖ ଖବର ଅଟେ ।

ତେବେ ମନ୍ତ୍ରୀ ନବ ଦାସଙ୍କ ଉପରେ ଯେଉଁ ହଟାତ ଏପରି guli mada କରାଯାଇ ତାଙ୍କ ସ୍ଵାସ୍ଥ ଅବସ୍ଥା ଗୁରୁତର ହୋଇଯାଇଥିଲା । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ମନ୍ତ୍ରୀ ନବ ଦାସଙ୍କ ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି । ତାହାକୁ ବିଧାୟକ ସୁର ରାଉତ ସ୍ଵାଗତ ଯୋଗ୍ୟ ପଦକ୍ଷେପ କହିଛନ୍ତି । କାରଣ ମନ୍ତ୍ରୀ ନବ ଦାସଙ୍କୁ guli mada କରାଯିବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଏୟାର ଲିଫ୍ଟିଂ କରି  ଭୁବନେଶ୍ବର ଅଣା ଯାଇଥିଲା ।

ତେବେ ସେଠାରେ ଥିବା ଆପୋଲୋ ହସ୍ପିଟାଲରେ ତାଙ୍କର ଚିକିତ୍ସା ମଧ୍ୟ କରଯାଇଥିଲା । ତେବେ ଭୁବନେଶ୍ବରର ସ୍ଥିତ ଆପୋଲୋ ହସ୍ପିଟାଲରେ ମନ୍ତ୍ରୀ ନବ ଦାସ ଚିକିତ୍ସିତ ହେଉଥିବା ସମୟରେ ତାଙ୍କୁ ଦେଖା କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସେଠାକୁ ଯାଇଛନ୍ତି । ମନ୍ତ୍ରୀ ନବ ଦାସଙ୍କର ସ୍ଵାସ୍ଥ ଅବସ୍ତା ସମ୍ପର୍କ ମଧ୍ୟରେ ପଚାରି ବୁଝିଛନ୍ତି ।

ତେବେ ଭୁବନେଶ୍ବରର ଆପୋଲୋରେ ଚିକିତ୍ସିତ ହେଉଥିବାରୁ ସେଠାକୁ ସମସ୍ତେ ମନ୍ତ୍ରୀ ନବ ଦାସଙ୍କୁ ଦେଖା କରିବାକୁ ଯାଇପାରିଥିଲୁ । ତେବେ ମନ୍ତ୍ରୀ ନବ ଦାସଙ୍କ ଦୁର୍ଭାଗ୍ୟ ବଶତଃ ତାଙ୍କ ଜୀବନକୁ ବଞ୍ଚାଇ ହୋଇନଥିଲା । ତେବେ ମନ୍ତ୍ରୀ ନବ ଦାସଙ୍କ ଆତ୍ମାର ସଦ ଗତି ହେଉ ବୋଲି ବିଧାୟକ ସୁର ରାଉତ ପ୍ରାଥନା ମଧ୍ୟ କରିଛନ୍ତି । ତେବେ ଘଟଣା ଘଟିଥିବା ଘଟଣା ସ୍ତଳରେ ଯଦି ପାଖ ହସ୍ପିଟାଲରେ ନବ ଦାସଙ୍କୁ ଚିକିତ୍ସିତ କରାଯାଇଥାନ୍ତା ।

ତେବେ ସେଠାରେ ବହୁ ଲୋକ ମନ୍ତ୍ରୀଙ୍କୁ guli mariଥିବା କଥାକୁ ନେଇ ଉତ୍ତେଜିତ ହୋଇ କଣ ଯେ କରିଥାନ୍ତେ ତା’ର ସୀମା ନଥାନ୍ତା । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏପରି କାର୍ଯ୍ୟକଳାପକୁ ବିଧାୟକ ସୁର ରାଉତ ସ୍ଵାଗତ କରିଥିବାରୁ ଏହି ପ୍ରସଙ୍ଗଟି ବହୁ ଚର୍ଚାକୁ ବର୍ତ୍ତମାନ ସମୟରେ ଆସିଯାଇଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବାକୁ ଚାହୁଁଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *