ଷଡଯନ୍ତ୍ର ପଛରେ ରହିଛି କି ଗୋପାଳଙ୍କ ଭାଇଙ୍କ ଯୋଗଦାନ ? ଘଟଣା ଦିନ କାହିଁକି ଖୋଲି ନଥିଲା ଅଭିଯୁକ୍ତ Gopal Das ଙ୍କ ଭାଇଙ୍କ ବ୍ରହ୍ମପୁର ହୋଟେଲ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କୁ guli mada କରାଯାଇ htya କରାଯିବା ପ୍ରସଙ୍ଗ ବର୍ତ୍ତମାନ ସମୟରେ ବହୁ ଚର୍ଚାର ପରିସରକୁ ଆସିଯାଇଛି । ତେବେ ASI ପୋଲିସ କର୍ମଚାରୀ ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କୁ guli mada କରିଛି ଖବର ମଧ୍ୟ ସାମ୍ନାକୁ ଆସିଥିଲା । ତେବେ ମନ୍ତ୍ରୀଙ୍କୁ guli mada କରିଥିବା ଘଟଣା ସ୍ତଳରେ ହିଁ ଗୋପାଳ ଦାସଙ୍କୁ ସ୍ଥାନୀୟ ଲୋକ ଓ ପୋଲିସଙ୍କ ମିଳିତ ଉଦ୍ୟମରେ ଧରି ମଧ୍ୟ ଦିଆଯାଇଥିଲା ।

ତେବେ ଗୋପାଳ ଦାସ କେଉଁ କାରଣରୁ ମନ୍ତ୍ରୀ ନବ ଦାସଙ୍କୁ guli ଚାଳନା କରିଥିଲେ । ଏହା ପଛରେ ଗୋପାଳଙ୍କର ବ୍ୟକ୍ତିଗତ ଶତ୍ରୁତା ନା ଅନ୍ୟ କିଛି ଷଡଯନ୍ତ୍ରକାରୀ ଟିମର ଲୋକ ଗୋପାଳଙ୍କୁ ମୋହରା କରିଥିଲେ । ମନ୍ତ୍ରୀ ନବ ଦାସଙ୍କୁ ଆକ୍ର-ଅମଣ କରିବା ପାଇଁ ତାହା ତ ବର୍ତ୍ତମାନ ସମୟରେ ସ୍ପଷ୍ଠ ହୋଇପାରିନାହିଁ । ତେବେ ଗୋପାଳ ଦାସଙ୍କ ଉପରେ କ୍ର-ଆ ଇମ ବ୍ରାଞ୍ଚ ଟିମର ତଦନ୍ତ ଆରମ୍ଭ ହୋଇଯାଇଛି ।

ତେବେ ସୂଚନା ମୁତାବକ ନିକଟରେ ଗୋପାଳ ମଧ୍ୟ ମନ୍ତ୍ରୀ ନବ ଦାସଙ୍କୁ guli ଚାଳନା କରିଛନ୍ତି ବୋଲି ସ୍ଵୀକାର ମଧ୍ୟ କରିଛନ୍ତି । ତେବେ ଏହାରି ଭିତରେ ଗୋପାଳଙ୍କ ବିଷୟରେ ଅନେକ କିଛି ତଥ୍ୟ ମଧ୍ୟ ସାମ୍ନାକୁ ଆସିଥିଲା । ତେବେ ଗୋପାଳ ଦାସଙ୍କ ବଡ ଭାଇ ମଧ୍ୟ ଜଣେ ଅଛନ୍ତି । ତେବେ ସେ କିଛି ଦିନ ହେବ ବ୍ରହ୍ମପୁର ତାଙ୍କ ସାନ ଭାଇ ଗୋପାଳଙ୍କ ପାଖରେ ମଧ୍ୟ ରହୁଥିଲେ ।

ତେବେ ମନ୍ତ୍ରୀଙ୍କୁ ଗୋପାଳ ଦାସ guli mada କରିବା ପୂର୍ବ ଦିନ ହିଁ ତାଙ୍କ ବଡ ଭାଇ ସତ୍ୟ ନାରାୟଣଙ୍କୁ ଗୋପାଳ ତାଙ୍କ ଭାଉଜଙ୍କ ଘରେ ଅନୁଷ୍ଠିତ ହେଉଥିବା ଏକ ଉତ୍ସଭକୁ ପଠାଇ ଦେଇଥିଲେ । ତେବେ ଗୋପାଳଙ୍କ ଭାଇ ସତ୍ୟ ନାରାୟଣଙ୍କ ବ୍ରହ୍ମପୁର ଠାରେ ଏକ ହୋଟେଲ ମଧ୍ୟ ଥିଲା । ଯେଉଁଠାରେ ଗତ ଶନିବାର ଦିନ ହିଁ ହୋଟେଲଟି ଖୋଲା ଥିଲା । ତାପରେ ଗୋପାଳ ଦାସ ମନ୍ତ୍ରୀଙ୍କୁ guli mada କରିବା ପରେ ହୋଟେଲଟି ଆଉ ଖୋଲି ନାହିଁ ।

ତେବେ ସୂଚନା ମୁତାବକ ଗୋପାଳଙ୍କ ବଡ ଭାଇଙ୍କ ହୋଟେଲକୁ ଗୋପାଳ ମଧ୍ୟ ବେଳେ ବେଳେ ଆସି ବସା ଉଠା କରିଥାନ୍ତି । ତେବେ ସେଠାକାର ସ୍ଥାନୀୟ ଲୋକଙ୍କ କହିବା ଅନୁଯାଇ କଥାବାର୍ତ୍ତା ଓ ବ୍ୟବହାର ମଧ୍ୟ ସାଧାରଣ ମଣିଷ ଭଳି କହିଥାନ୍ତି । ଗୋପାଳଙ୍କ ମାନସିକ ସ୍ଥିତି ଭଲ ରହିଥିବାର ଜଣା ପଡିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *