3 ଟା ଗୁ-ଳି-ରେ ଗାନ୍ଧୀ ଯାଇଥିଲେ, 5 ଟା ଗୁ-ଳି-ରେ ନବୀନ ବାବୁ ଯିବ, ଦେଖନ୍ତୁ ଏମିତି କାହିଁକି କହିଲେ କଂଗ୍ରେସ ବିଧାୟକ Sura Routray ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗାନ୍ଧୀ ୩ ଟା guliରେ ଗଲେ ନବୀନ ବାବୁଙ୍କ ୫ ଟାରେ guliରେ ଯିବେ । ତେବେ କହୁ କହୁ କିଛି ଏପରି କଥା ମଧ୍ୟ କହିଦେଲେ । ତେବେ ବିରୋଦ୍ଧି ଦଳର ବିଧାୟକ ସୁରେଶ ରାଉତରାୟଙ୍କ ମୁହଁରୁ କିଛି ଏପରି କଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ବିଧାୟକ ସୁର ରାଉତଙ୍କ ନିଜସ୍ୱ ମନ୍ତବ୍ୟ ବିରୋଧୀ ଦଳର ନେତାଙ୍କ ଉପରେ ବହୁ ସମୟରେ ହିଁ ଥାଏ ।

ତେବେ 5 ଟି ସଚିବ VK ପାଣ୍ଡିଆନଙ୍କୁ ଟାର୍ଗେଟ କରି ତାଙ୍କ ଉପରେ ତଥା ତାଙ୍କ ଧର୍ମପତ୍ନୀଙ୍କ କିଛି ଏପରି ନିଜର ମତ ରଖିଛନ୍ତି । ପାଣ୍ଡିଆନଙ୍କ ସ୍ତ୍ରୀ ମିଶନଶକ୍ତିର ଚେୟାରମ୍ୟାନ ବୋଲି ତାଙ୍କ ମିଶନ ଶକ୍ତି ଅଣ୍ଡରରେ ଯେଉଁ ସବୁ ଗୃପମାନ ରହୁଛନ୍ତି । ତାଙ୍କ ପାଇଁ ସରକାର ସାଇକେଲ ବ୍ୟବସ୍ଥା କରିଦେଲେ । ତେବେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କର ପ୍ରିୟ ବୋଲି ଏପରି କରିଦେଲେ । ଯେଉଁ ମାନେ କେବଳ ମିଶନଶକ୍ତି ଗୃପରେ ରହୁଛନ୍ତି ।

ସେମାନେ ହେଉଛନ୍ତି ସରକାରନର ମା’ ଭଉଣୀ । ଅନ୍ୟ ଯେଉଁ ମାନେ ମିଶନଶକ୍ତିରେ ରହି ନାହାନ୍ତି । ସେମାନେ କଣ ସରକାରଙ୍କର ମା କିମ୍ବା ଭଉଣୀ ନୁହେଁ । ହେଲେ ମାନ୍ୟବର ନବୀନ ପଟ୍ଟନାୟକ ଏତେ ଯେଉଁ ଭଲ ହେଇଯାଉଛନ୍ତି । ତେବେ ଅତି ଭଲ ହେଲେ ବି ତାଙ୍କ ପାଇଁ ଏହା ଖରାପ ପରିଣାମ ଦେବ । କାରଣ ମହାତ୍ମା ଗାନ୍ଧୀ ବହୁତ ଭଲ ବୋଲି ତାଙ୍କ ଉପରେ ଅନ୍ୟ ମାନେ ସହି ପାରିନଥିଲେ ।

ତେଣୁ ୩ ଟା guliରେ ମ-ଆରି-ଦେଇଥିଲେ । ନବୀନ ବାବୁ ୫ ଟା guliରେ ଯିବେ । ତେବେ ନିଜର କଥାରେ କଥାରେ ମାନ୍ୟବର ନବୀନ ସରକାରଙ୍କୁ ଏପରି କିଛି ବିରୋଦ୍ଧି ଦଳର ନେତା ଟାର୍ଗେଟ କରି କହିଛନ୍ତି । ତେବେ ପୁଣି ନିଜର ମନ୍ତବ୍ୟକୁ ପରିବର୍ତ୍ତନ କରି ସୁର ରାଉତ କହିଛନ୍ତି । ତେବେ ପାଣ୍ଡିଆନଙ୍କୁ ଆମେ ଭଲ ପାଉ ଆଉ ପାଣ୍ଡିଆନଙ୍କ ସ୍ତ୍ରୀଙ୍କୁ ମଧ୍ୟ ଆମେ ଭଲ ପାଉ ।

ତେବେ ମିଶନଶକ୍ତିକୁ ସାଇକେଲ ଦେଇଛନ୍ତି । ମହିଳା ମାନଙ୍କୁ ଆହୁରି ସ୍ଵବଲମ୍ବି କରାଇବେ । ଓଡିଶାର ମହିଳା ମାନେ ଆହୁରି ମଧ୍ୟ ଉନ୍ନତି କରିପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *