ସ୍ତ୍ରୀ ସ୍କୁଲ ଯାଉଥିଲା, ସ୍ୱାମୀ ଗେମ ଖେଳୁଥିଲା ଆଉ ତା ପରେ ଯାହା ହେଲା ଦେଖିକି ପାଦ ତଳୁ ମାଟି ଖସିଗଲା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସ୍ତ୍ରୀ ଯାଉଥିଲେ ସ୍କୁଲ, ସ୍ଵାମୀ ଖେଳୁଥିଲା ଖେଳ ! ତେବେ ଖେଳରେ ଖେଳରେ ସବୁ କିଛି ସରିଗଲା । ନା ରହିଲା ସେହି ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସେହି ପ୍ରେମ ନା ରହିଲା ଜୀବନ ! ତେବେ ହଁ ବନ୍ଧୁଗଣ ଏପରି କିଛି ଘଟି ଯାଇଛି ଗଞ୍ଜାମ ଜିଲ୍ଲା ପାଟପୁରଥାନା ଅନ୍ତର୍ଗତ ଏକ ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି । ତେବେ ସ୍ଵାମୀ ଓ ସ୍ତ୍ରୀ ଉଭୟ ସ୍କୁଲରେ ଶିକ୍ଷକତା କରୁଥିଲେ । ହେଲେ ସ୍ଵାମୀ ଯଏସେନ ମହାନ୍ତି ସ୍ଥାନୀୟ ଗ୍ରାମର ସ୍କୁଲରେ ପାଠ ପଢନ୍ତି ।

ତାଙ୍କ ସ୍ତ୍ରୀ ଶୈଳେନ୍ଦ୍ରି ଅନ୍ୟତ୍ର ଏକ ଗ୍ରାମର ସ୍କୁଲରେ ଶିକ୍ଷୟିତ୍ରୀ ହୋଇ ପିଲାଙ୍କୁ ପାଠ ପଢାଇଥାନ୍ତି । ତେବେ ସ୍ତ୍ରୀ ଜଣଙ୍କ ଛୁଟିରେ ସ୍ଵାମୀଙ୍କ ସହିତ ସାକ୍ଷାତ କରି ତାଙ୍କ ସହ କିଛି ଦିନ ପାଇଁ ଘରେ ରହି ସମୟ ବିତାଇ ଯାଉଥିଲେ । ତେବେ ଏହିପରି ଭାବରେ  ରହିବା ଭିତରେ ସ୍ଵାମୀଙ୍କର କଳାକୀର୍ତ୍ତି ବିଷୟରେ ସ୍ତ୍ରୀ ଜାଣିବାକୁ ପାଇଥିଲେ । ସ୍ଵାମୀର ଏହି ଭୁଲ ଥିଲା କି ଯେ ସେ ନିଜର ଫାଙ୍କା ସମୟରେ ଫୋନରେ ଅଯଥା ଗେମ୍ ଡାଉନଲୋଡ କରି ଖେଳୁଥିଲେ ।

ତେବେ ଖାଲି ଗେମ୍ ଖେଳିବା ନୁହେଁ ଗେମ୍ ରେ ଅତ୍ୟଧିକ ଟଙ୍କା ମଧ୍ୟ ତାଙ୍କ ସ୍ଵାମୀ ଉଡାଉଦେଉଥିଲେ । ତେବେ ଏହାରି ଭିତରେ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଲାଗିଲା କଳହ ! ତେବେ ସ୍ତ୍ରୀଙ୍କ ବହୁ ବାର ବାରଣ ସତ୍ବେ ମଧ୍ୟ ସ୍ଵାମୀଙ୍କର ସେହି ଟଙ୍କା ଉଡା ଖେଳ ପ୍ରତି ନିଶା ଛାଡୁନଥିଲା । ତେଣୁ କଳହ କଳହ ମଧ୍ୟରେ କଳହର ସୀମା ଏତେ ବଢିଗଲା । କି ସ୍ଵାମୀ ଓ ସ୍ତ୍ରୀ ରାଗର ଚରମ  ସୀମା ଡେଇଁ ଆତ୍ମହତୟଆ କରିବାକୁ ଉଦ୍ୟମ କରିଥିଲେ ।

ତେବେ ଏପରି ଆତ୍ମହତୟଆ କରିବା ଫଳରେ ସ୍ତ୍ରୀ ଶୈଳେନ୍ଦ୍ରିଙ୍କର ମୃ-ତ୍ୟୁ ଘଟିଥିଲା । ହେଲେ ସ୍ଵାମୀ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ସାମାନ୍ୟ ଏହି ଖେଳ ନିଶାରୁ ଗୋଟିଏ ଦାଂପତ୍ଯ ଜୀବନ ଉଜୁଡି ଗଲା । ତେବେ ଯୁବକ ଜଣଙ୍କ ଜଣେ ଶିକ୍ଷକ ହୋଇ ମଧ୍ୟ ଏପରି ଖେଳ ନିଶାରେ ନିଜର ପରିବାରକୁ ଉଜାଡି ଦେଲେ ।

ତେବେ ସେହି ଶିକ୍ଷକ ଅନ୍ୟ ପିଲାଙ୍କୁ କେଉଁ ପ୍ରକାର ଶିକ୍ଷକତା କରୁଥିବେ ତାହା ତାଙ୍କୁ ହିଁ ଜଣାଥିବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *