ମୁଣ୍ଡ ବାଡେଇ କାନ୍ଦୁଛି ନବ ବଧୁ ! ବାହା ଘର ମାସେ ନ ପୁରୁଣୁ ସରିଗଲା ସ୍ଵାମୀ ସୁଖ…ମଥାରୁ ଲିଭିଗଲା ସିନ୍ଦୁର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାହାଘର ମାସ ନପୁରୁଣୁ ସବୁ ସରିଗଲା । ଲିଭିଗଲା ମଥାର ସିନ୍ଦୁର ଭାଙ୍ଗିଗଲା ହାତରୁ ଶଙ୍ଖା ! ତେବେ ଏପରି କିଛି ଦୁଃଖନୀୟ ଖବର କପ୍ତିପଦା ଥାନା ସାମ୍ନାରେ ଘଟିଯାଇଛି । କପ୍ତିପଦା ଥାନା ଅନ୍ତର୍ଗତ ଏକ ଗ୍ରାମର ଜଗନ୍ନାଥ ପାଣିଗ୍ରାହୀଙ୍କର ରୋଡ ଦୁର୍ଘଟଣାରେ ମୃ-ତ୍ୟୁ ହୋଇଯାଇଛି । ତେବେ ସବୁଦିନ ପରି ଗାଡି ଧରି ବଜାର ଯାଇଥିଲେ । ତେବେ ହଟାତ ରାସ୍ତାରେ ତାଙ୍କ ବାଇକ ସହ ବିପରୀତରୁ ଆସୁଥିବା ସ୍କୁଲ ବସ ସହ ଧକ୍କା ହୋଇଥିଲା ।

ଯାହା ଫଳରେ ଜଗନ୍ନାଥଙ୍କ ସ୍ଵାସ୍ଥବସ୍ତା ଗୁରୁତର ହୋଇଯାଇଥିଲା । ତାପରେ ଜଗନ୍ନାଥଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା । ସେଠାରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ଦେହାନ୍ତ ଘଟିଥିଲା । ତେବେ ଜଗନ୍ନାଥଙ୍କ ଦେହାନ୍ତ ଫଳରେ ଦୁଃଖର ଛାୟାର ତାଙ୍କ ଗ୍ରାମରେ ଶୋକ ଖେଳିଯାଇଛି । ଯେଉଁ କାରଣରୁ ଜଗନ୍ନାଥଙ୍କ ସ୍ତ୍ରୀ ସଂପୂର୍ଣ୍ଣ ରୂପେ ଭାଙ୍ଗିପଡିଛନ୍ତି । କାରଣ ଜଗନ୍ନାଥଙ୍କର ବାହାଘର ଗତ ମାସ ଫେବୃଆରି ୧୮ ତାରିଖରେ ହୋଇଥିଲା ।

ତେବେ ବାହାଘରକୁ ମାସେ ମଧ୍ୟ ହେଇନାହିଁ । ହେଲେ ନବବଧୁଙ୍କ ଉପରେ ଦୁଃଖର ବଡ ପାହାଡଟିଏ ଭାଙ୍ଗିପଡିଛି । ତେବେ କେବଳ ଜଗନ୍ନାଥଙ୍କ ସ୍ତ୍ରୀ କାହିଁକି ତାଙ୍କ ପୁରା ପରିବାର ମଧ୍ୟ ନିଜ ଭେଣ୍ଡିଆ ପୁଅକୁ ହରାଇ ମର୍ମାହତ ହୋଇ ପଡିଛନ୍ତି । ତେବେ ଜଗନ୍ନାଥଙ୍କ ହାତ ଧରି ଯେଉଁ ଝିଅ ଏହି ଗାଁକୁ ବୋହୁ ହୋଇକି ଆସିଥିଲା । ସାରା ଜୀବନ ପାଇଁ ହାତରେ ହାତ ମିଶାଇ ସବୁ ସୁଖ ଦୁଃଖରେ ଉଭୟ ଉଭୟଙ୍କର ସାଥି ହୋଇ ବାଟ ଚାଲିବେ ବୋଲି ତାହା କିନ୍ତୁ ହୋଇପାରିଲା ନାହିଁ ।

କାରଣ ଭାଗ୍ୟର ନିୟତିରେ କିଛି ଅଲଗା ହିଁ ଲେଖା ହୋଇଥିଲା । ଜୀବନ ସାରା ସାଥି ହୋଇ କଥା କହିବା ଟା ଜଗନ୍ନାଥ ପୁରା ନକରିପାରି ଅଧା ବାଟରୁ ହିଁ ତାଙ୍କ ହାତ ଛାଡି ପଳାଇଗଲେ । ତେବେ ଭାଗ୍ୟର ନିୟତିକୁ କିଏ କାହିଁ ଅବା ବଦଳାଇ ପାରିବ । ଭାଗ୍ୟରେ ଯାହା ଥିବ ତାହା ତ ନିଶ୍ଚୟ ଘଟିବ ।

ହେଲେ ଏପରି ଭାବରେ ହଟାତ ଘଟି ସବୁକିଛି ଛାରଖାର ହୋଇଯିବ ତାହା କେହି କେବେ ମଧ୍ୟ ସ୍ଵପ୍ନରେ ବି ଭାବିନଥିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *