‘ଦୀପାଳି ଙ୍କ କଥାରେ ମୁଁ ଏକମତ…’ ଦେଖନ୍ତୁ ଏମିତି କାହିଁକି କହିଲେ Sura Routray

ବନ୍ଧୁଗଣ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମୃ-ତ୍ୟୁ ପରେ ସାରା ରାଜ୍ଯରେ ଚହଳ ସୃଷ୍ଟି ହୋଇଛି । ଆଉ ଆଗାମୀ ନିର୍ବାଚନ ପାଇଁ ଏବେ ଚର୍ଚ୍ଚା ଆରମ୍ଭ ହେଲାଣି । ଆଉ କୁହାଯାଉଛି କି ନବଙ୍କ ଝିଅ ଦୀପାଳି ନିର୍ବାଚନ ଲଢିବେ । ଅନ୍ୟ ପକ୍ଷେ ନବଙ୍କ ହତୟଆ-କା-ରୀ ଗୋପାଳ ଦାସକୁ ଗୁଜୁରାଟ ନିଆ ଯାଇଛି ନାର୍କୋ ଟେଷ୍ଟ କରିବା ପାଇଁ । କ୍ରା-ଇ-ମ ବ୍ରାଞ୍ଚ ଟିମ ଗୋପାଳକୁ ଗୁଜୁରାଟ ନେଇ ଯାଇଛନ୍ତି ।

ନବଙ୍କ ଯିବା ପରେ କୁହା ଯାଉଛି ତାଙ୍କ ଝିଅ ଦୀପାଳି ତାଙ୍କ ଜାଗାରେ ଛିଡା ହେବେ । ଆଉ ଏହାରି ମଧ୍ୟରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଗଣମାଧ୍ୟମ ଆଗରେ ଏକ ବଡ ବୟାନ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହା ବିଷୟରେ । ସୁର ଭାଇ ଗଣମାଧ୍ୟମ ଆଗରେ କହିଛନ୍ତି “ନବ ଦାସ ଗଲା ପରେ କିଛି ନାହିଁ ଆଉ ।

ସେ ଗୋପାଳ ଦାସକୁ ଗୁଜୁରାଟରେ ବୁଲାଉ ଛନ୍ତି ସେ ହସି ହସି ପଚାରୁଛି ନବ ଦାସ ମ-ରି ଯାଇଛନ୍ତି ସେ ଦାସ କହୁଛି । ଅନ୍ୟକୁ ପଚାରୁଛି ନବ ଦାସ ମ-ରି-ଗ-ଲେ । ଏଗୁଡାକ ବିରାଟ ଷ-ଡ-ଯ-ନ୍ତ୍ର ଗୋଟେ କ୍ୟାବିନେଟ ମନ୍ତ୍ରୀ ଗୋଟେ ବିରାଟ କୋଟିପତି ବିଜନେସ ମ୍ୟାନ ତାକୁ ଦିପହରେ ଲୋକଙ୍କ ଆଗରେ gulee କରି ହତୟଆ କରା ଗଲା । ସେ gulee ମିଳୁନି । ସାକ୍ଷୀ କେହି ନାହାନ୍ତି ।

ଜଣେ ସାକ୍ଷୀ ଥିଲା ତା ଠାରୁ gulee ଖସି ଗଲା ସେ କହୁଛି ମୁଁ ଦେଖିନି ମୁଁ ନଇଁ ଗଲି । ତେଣୁ ଏଗୁଡାକ ବହୁତ ପ୍ରହସନରେ ପରିଣତ ହେଇଛି ଏ ତଦନ୍ତ କାମ ନୁହେଁ ଏ କୁଆଡେ ଉଡି ଯିବ । ପରୀ କେସ ଭଳି କୁଆଡେ ଉଡିଯିବ । ଆମେ କହିଲୁ ଗୋଟେ ସିଟିଙ୍ଗ ଜଜ ହାଇକୋର୍ଟ ର ଯାଞ୍ଚ କରନ୍ତୁ । କିନ୍ତୁ କରା ଗଲାନି । କାଲି ତା 11 ଗଲା ପରେ ମୁଖ୍ୟମନ୍ତ୍ରୀ ଯାଇ ଫେରି ଆସିବା ପରେ ଆଉ କିଛି ନାହିଁ ସେ କେସ ଗଲା ।

ନବ ଦାସଙ୍କ ଝିଅ ଯାହା କହିଛି ଠିକ କହିଛି ଯଦି ରାବଣ ନଥାନ୍ତା ତା ହେଲେ ରାମକୁ କେହି ପଚାରି ନଥାନ୍ତେ ଲକ୍ଷ୍ମଣ ଙ୍କୁ କି ହନୁମାନ ଙ୍କୁ କେହି ପଚାରି ନ ଥାନ୍ତେ । ତେଣୁ ଦୁର୍ଜ୍ୟଧନ ଯଦି ନ ଥାନ୍ତେ କୃଷ୍ଣ ଙ୍କୁ କେହି ପଚାରି ନ ଥାନ୍ତେ । ତେବେ ହିରୋ ଆଉ ଭିଲିଆନ ରହିବା ଦରକାର । ତେଣୁ ସେ ଝିଅ ଯାହା କହିଛି ସେ ଠିକ ହୋଇଛି ।

ଭିଲିଆନ ରୂପରେ ତା ବାପାକୁ ହତୟଆ କରା ଯାଇଛି ନବ ଦାସଙ୍କ ଝିଅ ଦୀପାଳି ଯାହା କହିଛି ସତ୍ୟ କହିଛି” । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *