ନବ ଦାସ ଙ୍କୁ କାହିଁକି ମାରିଲା ଗୋପାଳ ? ଅସଲ ଗୁମର କହିଲେ ବିଜେଡ଼ି ନେତ୍ରୀ ମିନତୀ ବହିଦାର

ବନ୍ଧୁଗଣ ଓଡିଶାରେ ନବ ଦାସ ହତୟଆ-କା-ଣ୍ଡ-କୁ ନେଇ ଚହଳ ସୃଷ୍ଟି ହେଇଛି । ନବ ଦାସଙ୍କ ମୃ-ତ୍ୟୁ-କୁ ଆଜି 14 ଦିନ ବୀତି ସାରିଛି ଆଉ ତାଙ୍କ ପରିବାର ଦୁଖରେ ଭାଙ୍ଗି ପଡିଛନ୍ତି । ଅନ୍ୟ ପଟେ ଏହା ବିଜେଡି ପାଇଁ ସବୁଠାରୁ ବଡ କ୍ଷତି ବୋଲି କୁହା ଯାଉଛି । ଅନ୍ୟ ପଟେ ନବ ଦାସ ହତୟଆ-କା-ଣ୍ଡ-ର ମୁଖ୍ୟ ଅ-ଭି-ଯୁ-କ୍ତ ଗୋପାଳ କୃଷ୍ଣ ଦାସଙ୍କୁ ଗୁଜୁରାଟ ନେଇଛି କ୍ରା-ଇ-ମ ବ୍ରାଞ୍ଚ । ସେଠାରେ ଗୋପାଳର ନାର୍କୋ ଟେଷ୍ଟ କରା ଯିବ ।

ଆଉ ଏହାରି ମଧ୍ୟରେ ମିନତୀ ବହିଦାର ଆଉ ଏକ ବୟାନ ବୟାନ ଦେଇଛନ୍ତି ଆଉ ଚର୍ଚ୍ଚାକୁ ଆସିଛନ୍ତି । ତା ହେଲେ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ମିନତୀ ବହିଦାର କହିଛନ୍ତି “କୁହା ଯାଉଛି ରାଗ ରଖି ଗୋପାଳ ନବ ର ହତୟଆ କରିଛି ହେଇଥିବ । ଆଜ୍ଞା ହେଲେ ଗୋଟେ ଚାପୁଡା ପାଇଁ ରାଗ ରଖି କିଏ କାହିଁକି ହତୟଆ କରିବ ।

ନବ ଦାସ ଚାପୁଡା ଯଦି ବି ମା-ରି-ଥି-ବ ତା ପରେ ଗୋପାଳକୁ କୁଣ୍ଢେଇ ପକେଇ ଥିବ ଆଉ ମା-ରି-ଦେ-ଲି-ରେ ଭାଇ କହି ବୁଝେଇ ଥିବ ନବ ଦାସ ବହୁତ ଚତୁର ଆପଣ ଜାଣି ନାହାନ୍ତି । ମୋ ମତରେ ଗୋପାଳ ଦାସର ସ୍ତ୍ରୀ ଆଉ ଝିଅକୁ ନବ କିଛି ଗୋଟେ କରିଛି ସେ ତ କହୁଥିଲା ଯେ ଗୋପାଳ ଦାସ ତା ଝିଅ ସାଙ୍ଗରେ ମୋବାଇଲରେ ଶେଷ ଥର ପାଇଁ କଥା ହେଉଥିଲା ।

ଟିଭିରେ କହିଲା ଗୋପାଳ ଦାସ ଭିଡିଓ କଲ୍ ରେ ଝିଅ ସହ କଥା ହେଉଥିଲା କାହାର ଗୋଟେ କଲ୍ ଆସିଲା ତା ପରେ ସେ ଝିଅ କଲ୍ କାଟି ଦେଲା । ଗୋପାଳ ଦାସର କିଛି ଗୋଟେ ହେଇଥିବ ଏ ଲୋକ କିଛି ଗୋଟେ ତାର କରିଥିବ । ନବ ଦାସ ବି ମଣିଷ ଗୋଟେ ଗରିବ ଲୋକ ବି ମଣିଷ ତା ଘରେ ଯେଉଁ ରୋଷେୟା ଆ-ତ୍ମ-ହତୟଆ କରିଥିଲା କାହିଁକି ମୁଖ୍ୟମନ୍ତ୍ରୀ ଚୁପ ରହିଗଲେ ।

ସେ ରୋଷେୟାର ବାପା, ଭାଇ ଆସିଥିଲେ କମ୍ପ୍ଲେନ ଦେବା ପାଇଁ ପୋଲିସ ରେ କିନ୍ତୁ ସେମାନଙ୍କ ମୁହଁରେ ଟଙ୍କା ଫୋପାଡି କେସ ଦବେଇ ଦିଆ ଗଲା । ଗରିବର କିଛି ନାହି କିନ୍ତୁ ମନ୍ତ୍ରୀ ପାଇଁ ଅଛି । ନବ ଦାସ ଯେମିତି ବିଜେନେସମ୍ୟାନ କୁ ହାତରେ ରଖି ମାରିଥିଲା ସେମିତି ତା ସହ ହୋଇପାରେ । ପର ଧନ ରେ ଆଖି ପକାଇଲେ କଣ ହେବ । ଝରାସୁଗୁଡାରେ ନବ ଦାସ କାହାର କଣ କାମ କରୁଛି ।

ସବୁବେଳେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଗରିବୀ କହୁଛନ୍ତି କିନ୍ତୁ ସେମିତି କିଛି ନାହି । ଛେନା ଗୁଡ କରୁଛନ୍ତି ମେଡିକାଲ କରୁଛନ୍ତି କି କଣ କରୁଛନ୍ତି ତାର ଖାଲି ପଇସା ମାରୁଛନ୍ତି ଆଉ ଏକଥା ମୁଖ୍ୟମନ୍ତ୍ରୀ ଜାଣିଛନ୍ତି” । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *