Sura କହିଲେ ‘ଏତେ ପ୍ରଚାର, ଏତେ ପୋଷ୍ଟର ମୋ ବୋପାଲୋ, କାଇଁ ସେମିତି କିଛି ତ କଲେନି ବମ୍ବେ କଳାକାର ! ହେଲେ ଆମ ଓଡିଆ କଳାକାଳର ମାନେ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିଧାୟକ ସୁର ରାଉତଙ୍କର ହକି ବିଶ୍ଵକପ ପାଇଁ କୋଟି କୋଟି ଟଙ୍କା ବେୟ କରି ବାହାରୁ କଳାକାର ଆଣି ଓଡିଶାରେ କଳା ପଦର୍ଶନକୁ ନେଇ ଆଗରୁ ହିଁ ଅନେକ କିଛି ମନ୍ତବ୍ୟ ରହିଅଛି । ତେବେ ବର୍ତ୍ତମାନ ହକିବିଶ୍ଵକପ ପାଇଁ ଆୟୋଜିତ କରାଯାଇଥିବା ପ୍ରୋଗ୍ରାମ ପରେ ମଧ୍ୟ କିଛି ବିଶେଷ ମନ୍ତବ୍ୟ ବିଧାୟକ ସୁର ରାଉତଙ୍କ ଠାରୁ ଶୁଣିବାକୁ ମିଳିଛି ।

କାରଣ ବିଧାୟକ ସୁର ରାଉତଙ୍କର କହିବା ଅନୁସାରେ ଏତେ ଏତେ ଟଙ୍କା ଖର୍ଚ କରି ବାହାର ରାଜ୍ୟରୁ ବହୁ ନାମୀଦାମୀ କଳାକାର ଅଣାଯାଇଥିଲା । ତେବେ ସେପରି କାଇଁ କିଛି ବିଶେଷ ଭଲ ଘଟିବାର ତ ଚର୍ଚା ହେଉନାହିଁ । ତେବେ ବଲିଉଡ କଳାକାର ମାନଙ୍କ ଠାରୁ ଯଦି ଅଳ୍ପ ଟଙ୍କା ବେୟ କରି ଆମ ରାଜ୍ୟ ତଥା ଓଡିଶା କଳାକାରଙ୍କୁ ସୁଯୋଗ ଦିଆଯାଇଥାନ୍ତା । ତେବେ ପ୍ରୋଗ୍ରାମଟି ଆହୁରି ମଧ୍ୟ ଭଲ ହୋଇଥାନ୍ତା ।

କାରଣ ବଲିଉଡ କଳାକାର ମାନେ ସେପରି କିଛି ବିଶେଷ କରିନାହାନ୍ତି । ଯାହାକି ଆମ ଓଡିଶା କଳାକାର ମାନେ କରିପାରିନଥାନ୍ତା । ତେବେ ହକି ଖେଳ ହେବ ବୋଲି ତାହାର ପ୍ରଚାର ପ୍ରସାର ପାଇଁ ବାହାରୁ  କଳାକାର ଆସିବାର ଯୋଜନା କରଯାଇଥିଲା । ତେବେ ସେଥିପାଇଁ ଅତ୍ଯାଧିକ ଟଙ୍କା ଖର୍ଚ କରି ହଜାର ଯାହାର ପୋଷ୍ଟର, ବ୍ୟାନର ଛପାଯାଇ ରାସ୍ତାଘାଟ ମାନଙ୍କରେ ଲଗାଯାଇଥିଲା ।

ପୃଥିବୀ ଯାକ ପ୍ରଚାର ପ୍ରସାର ସବୁ ଓଡିଶାରେ କରଯାଇଥିଲା । ହେଲେ ପ୍ରୋଗ୍ରାମ ହେଉଥିବା ସ୍ଥାନରେ ଗ୍ୟାଲେରୀରେ ସେପରି କିଛି ଭିଡ କାଇଁ ଦେଖିବାକୁ ମିଳିଲା ନାହିଁ । ତେବେ ବିଧାୟକ ନିଜର ଏପରି କିଛି ମନ୍ତବ୍ୟ ବାଧ୍ୟଛନ୍ତି । ଯଦି ସେହି ହକିବିଶ୍ଵକପର ପ୍ରଚାର ପ୍ରସାର ପାଇଁ ଶୁଭ ଉଦ୍ଘାଟନୀ ପାଇଁ ବାହାରୁ କୋଟି କୋଟି ଟଙ୍କା ଖର୍ଚ କରି କଳାକାର ଡାକିନଥାନ୍ତେ ।

ଆମ ଓଡିଶାରେ ଥିବା ଭଲ ଭଲ କଳାକାର ମାନଙ୍କୁ ନିଜର କଳା ପଦର୍ଶନ କରିବା ପାଇଁ ଏପରି ଏକ ଭଲ ମଞ୍ଚରେ ସୁଯୋଗ ଦିଆଯାଇଥାନ୍ତା । ତେବେ ସେମାନେ ମଧ୍ୟ ବଲିଉଡକୁ କାଟି ନିଜର ଜଲ୍ବା ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଦେଖାଇ ପାରିଥାନ୍ତେ । ଯାହାକି ପ୍ରୋଗ୍ରାମ ହେଉଥିବା ଚାରି ପାଟ କୌଣସି ଜାଗାରେ ଟିକେ ହେଲେ ଗ୍ୟାଲେରୀ ଫାଙ୍କା ପଡିନଥାନ୍ତା ।

ତେବେ ବିଧାୟକ ସୁର ରାଉତଙ୍କର କହିବା ଅନୁଯାଇ ବଲିଉଡ କଳାକାର ମାନଙ୍କୁ ନେଇ ଏତେ ଯେଉଁ ସବୁ ଆୟୋଜନ କରଯାଇଥିଲା । ତାଙ୍କୁ ଦେଖିବା ପାଇଁ ରହିଥିବା ଜାଗାରେ ଯେଉଁ ସବୁ ଲୋକ ନବସିଥିବା କାରଣରୁ ଗ୍ୟାଲେରୀ ଫାଙ୍କା ପଡିଲା । ତେବେ ଏହା ଇଣ୍ଟରନେସନଲ କ୍ୟାମେରାରେ ଆମ ଓଡିଶାର ନିହାତି ଭାବରେ ବଦନାମ ହୋଇବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *