Barabati ର Hockey ପ୍ରୋଗ୍ରାମ ପାଇଁ କେଉଁ Bollywood ସେଲିବ୍ରିଟି ନେଇଛନ୍ତି କେତେ କୋଟି ଟଙ୍କା ? ଜାଣିଲେ ଚମକି ପଡିବେ ଆପଣ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ହକିବିଶ୍ଵକପ ପାଇଁ ଓଡିଶାରେ ବହୁ ଧୂମଧାମରେ ପ୍ରଚାର ପ୍ରସାର କରାଯାଇଛି । ଖାଲି ଓଡିଶା କାହିଁକି ଦେଶ ବ୍ୟାପୀ ହକିବିଶ୍ଵକପ ସରଗରମ ଦେଖିବାକୁ ମିଳିଛି । ତେବେ ଓଡିଶାର ଭୁବନେଶ୍ବର ଓ ରାଉଳକେଲା ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ହକି ମ୍ଯାଚର ଶୁଭ ଉଦ୍ଘାଟନ କରଯାଇଥିଲା । ଯାହାକି କଟକର ବାରବାଟୀ ଷ୍ଟାଡିୟମ ଠାରେ ବହୁ ଆଡମ୍ବର ପୂର୍ଣ୍ଣ ସହକାରେ କରଯାଇଥିଲା ।

ତେବେ କଟକର ବାରବାଟୀ ଷ୍ଟାଡିୟମ ଠାରେ ହକି ମ୍ଯାଚ ପାଇଁ ଉଦ୍ଘାଟନୀ ପର୍ବ ପାଇଁ ବଲିଉଡ କଳାକାର ମାନଙ୍କୁ ଆମନ୍ତ୍ରଣ କରଯାଇଥିଲା । ଯେଉଁଠାରେ କି ବଲିଉଡର ବହୁ ନାମୀଦାମୀ କଳାକାର ଓଡିଶା ଆସି ନିଜର କଳାର ଜଲ୍ବା ଦେଖାଇଥିଲେ । ତେବେ ସୁପର ଷ୍ଟାର ଅଭିନେତା ରନବୀର ସିଂହ, ବଲିଉଡର ସୁପରିଚିତ ତଥା ଷ୍ଟାଇଲିସ ଅଭିନେତ୍ରୀ ଦିସା ପଟନୀ । ଏହା ସହିତ ବଲିଉଡର ବଛା ବଛା ସିଙ୍ଗର ତଥା ଆଙ୍କର ମାନଙ୍କ ଗ୍ରହଣରେ କାର୍ଯ୍ୟକ୍ରମଟି ଝୁମିଥିଳା ।

ତେବେ ସମସ୍ତେ ହକିର ଇନାଗୋରେସନ କାର୍ଯ୍ୟକ୍ରମ ସାରି ଏବେ ପୁଣି ଥରେ ମୁମ୍ବାଇ ସହରକୁ ଫେରିଛନ୍ତି । ତେବେ ବଲିଉଡ କଳାକାର ମାନଙ୍କର ପ୍ରତ୍ଯେକଟି ସୋ’ ପାଇଁ ରହିଥିବା ଚାର୍ଜ ଜାଣିଲେ ଆପଣଙ୍କର ହୋସ ଉଡିଯିବ । ହଁ ବନ୍ଧୁଗଣ ପ୍ରତ୍ଯେକଟି ବଲିଉଡ ଷ୍ଟାର ମାନଙ୍କର ନିଜ ନିଜର ଡିମାଣ୍ଡ ଅନୁଯାଇ ରେଟ ମଧ୍ୟ ରହୁଛି ।

ତେବେ ଚାଲନ୍ତୁ ଜାଣିନେବା ଗୋଟିଏ କାର୍ଯ୍ୟକ୍ରମ ପିଛା କେଉଁ ଷ୍ଟାର କେତେ ଟଙ୍କା ନେଉଛନ୍ତି । ତେବେ ହୋଷ୍ଟ ମନୀଷ ପାଲ ଗୋଟିଏ ସୋ’ ହୋଷ୍ଟ କରିବା ପାଇଁ ସେ ୧ ରୁ ୩ କୋଟି ଟଙ୍କା ମଧ୍ୟରେ ନେଇଥାନ୍ତି । ଏହାପରେ ଗ୍ଲାମରସ ଦିସା ପାଟନି ଗୋଟିଏ ପ୍ରୋଗ୍ରାମ ପାଇଁ ପ୍ରାୟ ୩ ରୁ ୪ କୋଟି ଭଲ ଟଙ୍କା ନେଇଥାନ୍ତି ।

ବଲିଉଡ ସିଙ୍ଗର ନୀତି ମୋହନ ଗୋଟିଏ ସ୍ଟେଜ ପ୍ରୋଗ୍ରାମ ପାଇଁ ସେ ୫ ରୁ ୭ ଲକ୍ଷ ଟଙ୍କା ମଧ୍ୟରେ ଡିମାଣ୍ଡ କରିଥାନ୍ତି । ବଲିଉଡର ନମିଦାମି ଅଭିନେତା ମଧ୍ୟରୁ ଜଣେ ଷ୍ଟାଇଲିସ ଅଭିନେତା ରନବୀର ତାଙ୍କର ମଧ୍ୟ କୋଟି କୋଟି ଟଙ୍କାର ଚାହିଦା ରହିଥାଏ । କାରଣ ରନବୀର ସିଙ୍ଘ ମଧ୍ୟ ଗୋଟିଏ ପ୍ରୋଗ୍ରାମ କରିବା ପାଇଁ ପାଖାପାଖି ସାଢେ ୩ ରୁ ୪ କୋଟି ଟଙ୍କା ପର୍ଯ୍ୟନ୍ତ ଟଙ୍କା ଡିମାଣ୍ଡ କରିଥାନ୍ତି ।

ହୋଷ୍ଟ ଗୋହର ଖାନ ମଧ୍ୟ ୮ ରୁ ୧୫ ଲକ୍ଷ ଟଙ୍କା ନେଇଥାନ୍ତି । ତେବେ ବ୍ଲାକ ସ୍ଵନ ଟିମ ମଧ୍ୟ ୨ ରୁ ୩ କୋଟି ଟଙ୍କା ଚାର୍ଜ କରିଥାନ୍ତି । ଏହି ବ୍ଲାକ ସ୍ବାନ ଗୃପରେ ଓଡିଶାର ଶ୍ରେୟା ଲେଙ୍କା ମଧ୍ୟ ନିଜର ଗୀତ ବୋଳିବାର ଜଲ୍ବା ଦେଖାଇଥିଲେ । ତେବେ ହକିବିଶ୍ଵକପ ପାଇଁ ଅନୁଷ୍ଟିତ କରାଯାଇଥିବା କାର୍ଯ୍ୟକ୍ରମକୁ ନେଇ ସମଗ୍ର ବିଶ୍ଵରେ ଚର୍ଚାର ପରିସର ଭୁକ୍ତ ହୋଇଗଲାଣି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *