ବିରାଟଙ୍କ ସେଞ୍ଚୁରୀ ପଛରେ ଏହି ବାବାଙ୍କ ହାତ ! ନିଜ ଫର୍ମ ପାଇଁ ସଂଘର୍ଷ କରୁଥିଲେ ବିରାଟ କୋହଲି, ହେଲେ ଏ ବାବାଙ୍କ ପାଇଁ କଲେ ସେଞ୍ଚୁରୀ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କିଏ ସେହି ବାବା ଯାହାଙ୍କୁ ଦେଖିବା ପରେ କ୍ରିକେଟର ଭିରାଟ କୋହଲୀଙ୍କର ଫର୍ମ ଫେରିଆସିଥିଲା । ଯେତେବେଳେ ଟିମରୁ ବାହାରିବା ଉପରେ ଥିଲେ । ବିଲକୁଲ ଫର୍ମ ନଥିଲା ସେତେବେଳେ ଏକ ବାବାଙ୍କ ସହ ଦେଖା କରିବାକୁ ଭିରାଟ କୋହଲୀ ଯାଇଥିଲେ । ତେବେ ଭିରାଟ କୋହଲୀ ସେହି ବାବାଙ୍କର ସହିତ ଦର୍ଶନ କରିସାରିବା ପରେ କ୍ରିକେଟର ଭିରାଟଙ୍କର ଭାଗ୍ୟ ବଦଳି ଯାଇଥିଲା । ୧୧୩୬ ଦିନ ପରେ ମିଳିଲା ଶତକ ।

ତେବେ ସେହି ଚମତ୍କାରୀ ବାବା ଜଣଙ୍କ ହେଉଛନ୍ତି ନିମ କରୌଲି ବାବା । ୨ ଥର ଆଉଟ ହୋଇ ବି ନଟ ଆଉଟ ହୋଇଥିଲା କ୍ରିକେଟର ଭିରାଟ କୋହଲୀ । ତେବେ ଏପରି ଚମତ୍କାର ଏବେ ଚର୍ଚାର ପରିସର ଭୁକ୍ତକୁ ଆସିଛି । ତେବେ କେବଳ କ୍ରିକେଟର ଭିରାଟ ନୁହନ୍ତି । ବଂର ଆପୋଲ ଓ ଫେସବୁକ ମାଲିକ ଓ ହଲିଉଡର ଷ୍ଟାର ,ଆଢ୍ୟ ନିଜର ଭାଗ୍ୟରେ ଭଲପରିବର୍ତ୍ତନ ଆଣିବା ପାଇଁ ନିମ କୌଳି ବାବାଙ୍କର ଶରଣାପର୍ଣ୍ଣ ହୋଇଥିଲେ ।

ତେବେ କ୍ରିକେଟର ଭିରାଟ କୋହଲୀ ଜଣେ ଏତେ ଭଲ ଖେଳାଳୀ ହୋଇ ସୁଦ୍ଧା ଯେତେବେଳେ ଭାଗ୍ୟର ସାଥ୍ ତାଙ୍କୁ ମିଳିନଥିଲା । ତେବେ ତାଙ୍କ କ୍ରିକେଟ ଜଗତର ସ୍ଥିତି ବହୁତ ଦୁର୍ବଳ ହୋଇ ହୋଇ ଆସୁଥିଲା ।  ତେବେ କଥାରେ ଅଛି ଯେତେବେଳେ ଭାଗ୍ୟ ସାଥ୍ ଦେବା ବନ୍ଦ କରିଦେଇଥାଏ । ତେବେ ଭଗବାନ କିଛି ନା କିଛି ବାଟ ନିହାତି ଖୋଲି ଦେଇଥାନ୍ତି ।

ତେବେ ୟୁପିର ଆକବରପୁର ନାମକ ଗାଁରେ ନିମ କାରୋଲି ବାବା ଜନ୍ମ ହୋଇଥିଲେ । ତେବେ ତାଙ୍କୁ ଯେତେବେଳେ ୧୭ ବର୍ଷ ହୋଇଥିଲା । ସେତେବେଳେ ହିଁ ତାଙ୍କୁ ଦୁନିଆର ବହୁ କିଛି ଜ୍ଞାନ ପ୍ରାପ୍ତ ହୋଇଯାଇଥିଲା । ତେବେ ନିମ କରୌଲି ବାବାଙ୍କର ପ୍ରଥମ ନାମ ଥିଲା ଲକ୍ଷ୍ମୀ ନାରାୟଣ ଶର୍ମା ଥିଲା । ତେବେ ନିମ କରୌଲି ବାବାଙ୍କର ଚମତ୍କାରୀତା ଏକ ଟ୍ରେନରେ ବିଶେଷ କରି ଦେଖିବାକୁ ମିଳିଥିଲା ।

ଯେତେବେଳେ ବାବା ଥରେ କୌଣସି ସ୍ଥାନକୁ ଟ୍ରେନରେ ବସି ଯାତ୍ରା କରୁଥିଲେ । ସେତେବେଳେ ତାଙ୍କ ପାଖରେ ଟିକେଟ ନଥିବାରୁ ଟିଟି ତାଙ୍କୁ ଟ୍ରେନରୁ କାଢି ଦେଇଥିଲା । ତେବେ ସେତେବେଳେ ଏକ ଆଶ୍ଚର୍ଯ୍ୟ ଜଣକ ସ୍ଥିତି ଦେଖିବାକୁ ମିଳିଥିଲା । କାରଣ ସେହି ଟ୍ରେନରୁ ବାହାରି ଗଲା ପରେ ଟ୍ରେନଟି ଆଉ ଆଗକୁ ବଢିନଥିଲା ।

ତାପରେ ବାବାଙ୍କୁ କ୍ଷମା ମାଗି ଟ୍ରେନରେ ତାଙ୍କୁ ଚଢାଇବା ପରେ ଯାଇ ଟ୍ରେନଟି ଏଜିକୁ ବଢିଥିଲା । ତେବେ ଶ୍ରୀଲଙ୍କା ମ୍ଯାଚ ଖେଳିବା ପୂର୍ବରୁ ଭିରାଟ କୋହଲୀ ନିଜ ସ୍ତ୍ରୀ ଅନୁଶ୍କା ଓ ଝିଅ ସହିତ ନିମ କରୌଲି ବାବାଙ୍କ ସମାଧି ପାଖକୁ ଯାଇ ସେଠାରେ ପ୍ରଣାମ କରିଥିଲେ । ତାପରେ ଭିରାଟ ଶ୍ରୀଲଙ୍କା ମ୍ଯାଚରେ କମାଲ ଦେଖାଇଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *