Sura Routray କହିଲେ ‘ସେ ବିକଳ ହେଲାଣି କହୁଛି ମତେ ଶୀଘ୍ର ଏଠୁ ନେଇ ଯାଅ ନହେଲେ ସେମାନେ ମତେ…’

ନମସ୍କାର ବନ୍ଧୁଗଣ, ସୁର ରାଉତ ରାୟ ଯାହା ବି କୁହନ୍ତି ମୁହଁରେ କୁହନ୍ତି ତାଙ୍କ ମନରେ କୌଣସି ଭୟ ନଥାଏ । ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଘଟଣାର ଯେଉଁ ତଦନ୍ତ କରୁଛି କ୍ର-ଆ ଇ-ମ ବ୍ରାଞ୍ଚ ସେଥିରେ ସିଏ ଖୁସି ନଥିବାର କଥା କହିଛନ୍ତି । ତାଙ୍କ ଘଟଣାର ଚାଲିଥିବା ତଦନ୍ତ ଠିକ ଭାବରେ ହେଉ ନଥିବାର କଥା ସେ କହିଛନ୍ତି । ତେବେ ଏହା ସମ୍ପର୍କରେ ସୁର ରାଉତରାୟ କଣ କହିଛନ୍ତି ତାହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ବିଧାୟକ ସୁର ରାଉତରାୟ କହିଛନ୍ତି କି ଓଡିଶାର ଜଣେ ମନ୍ତ୍ରୀ, ଜଣେ କୋଟିପତି ତଥା ତାଙ୍କ ବନ୍ଧୁଙ୍କୁ ସେ ହରାଇଛନ୍ତି । ସର୍ବ ସମୁଖଙ୍କ ମଧ୍ୟରେ ତାଙ୍କୁ କରାଯାଇଥିବା ହତୟଆର ତଦନ୍ତ ଯେଉଁଭଳି ଭାବରେ କରାଯାଉଛି ସେଥିରେ ସେ ବିଲକୁଲ ମଧ୍ୟ ଖୁସି ନାହାନ୍ତି କି ସନ୍ତୁଷ୍ଟ ନାହାନ୍ତି । ତାଙ୍କର ମାମଲାର ସଠିକ ଭାବରେ ଯାଞ୍ଚ ହେଉ ବୋଲ ସେ ଦାବି କରିଛନ୍ତି ।

ସୁରଙ୍କ କହିବା ଅନୁଯାୟୀ ସେ କହୁଥିଲେ ବର୍ତ୍ତମାନ ହାଇକୋର୍ଟର ଜର୍ଜଙ୍କୁ କେସ ଦିଆଯାଉ ବୋଲି କିନ୍ତୁ ସରକାର ତାହା ନକରି କେସ ଦେଇଛନ୍ତି ପୂର୍ବତନ ହାଇକୋର୍ଟର ଜର୍ଜଙ୍କୁ । ଏହି କଥାରେ ଉତ୍ୟକ୍ତ ହୋଇ ଉଠୁଛନ୍ତି ସୁର ଭାଇ । ସୁର ରାଉତ କହିଛନ୍ତି ଗୋପାଳର ଅବସ୍ତା ଜେଲ ମଧ୍ୟରେ ଶୋଚନୀୟ ହୋଇଗଲାଣି ।

ଗୋପାଳ ଜେଲ ମଧ୍ୟରେ ଭୟଭୀତ ହୋଇ ବିକଳରେ କହୁଛି ମତେ ଏଠୁ ନେଇଯାଅ ନହେଲେ ମତେ ଏହି ଜେଲ ଭିତରେ ମାରିଦେବେ ଏମାନେ । ଷ-ଅଡ ଯ-ଅନ୍ତ୍ର କରି ଗୋପାଳ ମାଧ୍ୟମରେ ମନ୍ତ୍ରୀଙ୍କୁ ମ-ଆରିଛନ୍ତି ତେଣୁ ତାକୁ ଡର-ଆଉଥିବେ ସେମାନେ । ସୁର କହିଛନ୍ତି ଏହା ଏକ ଭୟଙ୍କର ପରିସ୍ଥିତି ଏବଂ ଦାରୁଣ ପରିସ୍ଥିତି ପାଲଟି ଗଲାଣି । ଏଭଳି ପରିସ୍ଥିତିରେ ମଧ୍ୟ ସଠିକ ଭାବରେ ତଦନ୍ତ କରାଯାଉନଥିବା କଥା କହିଛନ୍ତି ସୁର ।

ତଦନ୍ତକୁ ନେଇ ସୁର ସମ୍ପୂର୍ଣ ଭାବରେ ଅସନ୍ତୁଷ୍ଟ ଅଛନ୍ତି । ସୁର ଏକ ବଡ ବୟାନ ଦେଇଛନ୍ତି ଆଉ କିଛି ଦିନ ପରେ ଏହି କେସକୁ ଦବାଇ ଦେବେ ସେମାନେ ଆଉ ଜେଲରେ ଥିବା ଗୋପାଳକୁ ଜୀବନରୁ ମ-ଆରିଦେବେ ଆଉ ଏହି ତଦନ୍ତ ଅଧାରେ ରହିଯିବ । ତଦନ୍ତରେ ଅବହେଳା ଦେଖି ସୁରଙ୍କୁ ଲାଗୁଛି ତାଙ୍କୁ ସମସ୍ତେ ତଥା ସରକାର ଏବଂ ମାଫିଆ ମାନେ  ମଧ୍ୟ ଷ-ଅଡ ଯ-ଅନ୍ତ୍ର କରି ମ-ଆରିଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *