ପାୱାର କରିଡରରେ ଜୋରଶୋର ଚର୍ଚ୍ଚା, ଓଡିଶାର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ଏହି ମହିଳା ? ହେଲେ କିଏ ଏହି ମହିଳା ଦେଖନ୍ତୁ…

ନମସ୍କାର ବନ୍ଧୁଗଣ, ଆମ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ଥାନ ଆଉ କେହି ମଧ୍ୟ ନେଇପାରି ନାହାନ୍ତି । ଅନେକ ବର୍ଷ ଧରି ନବୀନ ପଟ୍ଟନାୟକ ଓଡ଼ିଶାକୁ ଶାସନ କରିଆସୁଛନ୍ତି । କିନ୍ତୁ ଏବେ ତାଙ୍କ ବଦଳରେ ତଥା ତାଙ୍କ ସ୍ଥାନ ନେବା ପାଇଁ ଆଉ ଜଣେ ପାର୍ଥୀ ନୁହେଁ ଆଜ୍ଞା ପାର୍ଥୀନି ରାଜନୀତିକୁ ଓଲ୍ହାଇବାକୁ ଯାଉଛନ୍ତି । ନବୀନଙ୍କ ସ୍ଥାନରେ ଜଣେ ମହିଳା ହେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା । ଶ୍ରୀମତୀ ନନ୍ଦିନୀ ଶତପଥିଙ୍କ ପରେ ଆଉ କେହି ମଧ୍ୟ ଓଡିଶାର ମହିଳା ମୁଖ୍ୟମନ୍ତ୍ରୀ ହୋଇନାହାନ୍ତି । ଏହି ସମୟରେ ଆସୁଥିବା ସୂଚନା ଅନୁଯାୟୀ କିଏ ସେହି ମହିଳା ଯିଏ ହେବାକୁ ଯାଉଛନ୍ତି ଓଡିଶାର ଦିତୀୟ ମହିଳା ମୁଖ୍ୟମନ୍ତ୍ରୀ । ଏହି କଥାର କୌଣସି ସ୍ପଷ୍ଠ ସୂଚନା ମିଳିନଥିଲେ ମଧ୍ୟ ଦୁଇଟି ମହିଳାଙ୍କ ନାମ ଏବେ ଜୋର ସୋର ଚର୍ଚ୍ଚାର ବିଷୟ ପାଲଟିଛି ।

ପ୍ରଥମ ନାମଟି ହେଉଛି ସୁଜାତା ପଣ୍ଡିୟାନ ଏବଂ ଦିତୀୟରେ ହେଉଛି ଗାୟତ୍ରୀ ପଟ୍ଟନାୟକ । ଓଡିଶାର ଦାୟିତ୍ଵ ଭାର ସମ୍ଭାଳିବାକୁ ଯାଉଛନ୍ତି ଜଣେ ମହିଳା । ନବୀନ ତାଙ୍କର ଶାସନ କାଳରେ ମହିଳା ମାନଙ୍କୁ ସମ୍ମାନର ସହ ରହିବା ପାଇଁ ନିଜ ଗୋଡରେ ନିଜେ ଠିଆ ହେବା ପାଇଁ ଅନେକ ସୁବିଧା ମାନ ଯୋଗାଇ ଦେଇଥିବା ବେଳେ ଜଣେ ମହିଳା ବର୍ତ୍ତମାନ ନିଜ ନାମ ଆଗଧାଡ଼ିରେ ରଖିବା ପାଇଁ ଯାଉଛନ୍ତି ।

ଓଡିଶା ବାସୀଙ୍କ ସହଯୋଗ ରହିଲେ ବିଜୁ ଜନତା ଦଳ ଓଡିଶାରେ ୧୦୦ ବର୍ଷ ପର୍ଯ୍ଯନ୍ତ ମଧ୍ୟ ଶାସନ ଭାର ତୁଲାଇ ପାରିବ । ପୁରୀରେ ବିଜେଡ଼ିର ୨୫ ତମ ପ୍ରତିଷ୍ଠା ଅବସରରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ଭୋଟ ଆଡକୁ ଇଙ୍ଗିତ କରୁଥିବାର ଜଣାଯାଇଥିଲା । ମହିଳା ମାନଙ୍କ ଭୋଟରେ ଏଥର ସରକାର ଗଢା ହେବ । ଆଉ ସରକାରର ଦାୟିତ୍ଵ ନେବେ ଜଣେ ମହିଳା ।

ମୁଖ୍ୟମନ୍ତ୍ରୀଙ୍କ ରେଶରେ ସବୁଠାରୁ ଆଗରେ ରହିଛନ୍ତି ସୁଜାତା ପାଣ୍ଡିୟାନ । ନବୀନ ପଟ୍ଟନାୟକଙ୍କ ଝିଆରୀ ଗାୟତ୍ରୀ ପଟ୍ଟନାୟକ ଆସି ଓଡିଶାର ରାଜନୀତିକୁ ଅନୁଧ୍ୟାନ କରୁଥିବାର ନଜର ଆସିଥିଲେ । ତେଣୁ ସେ ମଧ୍ୟ ଆସନ୍ତା ବରଷ ୨୦୨୪ରେ ହେବାକୁ ଯାଉଥିବା ନିର୍ବାଚନରେ ମହିଳା ମୁଖ୍ୟ ମନ୍ତ୍ରୀ ହେବା କଥା ଯୋଡ଼ା ସୋର ଚର୍ଚ୍ଚା ଧରିଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *