ସୁର (Sura Routray) ଭାଇ ଙ୍କ ନିଆରା ହିନ୍ଦୀ, ଶୁଣିଲେ ହସି ହ ଆସି ଗଡିବେ ଆପଣ ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ନାରୀ ନି-ର୍ଯ୍ୟା-ତ-ନା ଏବଂ ବ-ଧୂ ହ-ତ୍ୟା ବହୁତ ବଢ଼ିବାରେ ଲାଗିଛି । ଏହା ସହ ବ-ଳ-ତ୍କା-ର ର ଖବର ମଧ୍ୟ ଅଧିକ ରୁ ଅଧିକ ବଢ଼ିବାରେ ଲାଗିଛି । ତେବେ ସେପଟେ ନେତା ମାନେ ନାରୀ ଉପରେ ଅନେକ ଭାଷଣ ଦେଉଛନ୍ତି । ନାରୀ ମାତା, ନାରୀ ଶକ୍ତି ଉପରେ ମଧ୍ୟ ଅନେକ ପ୍ରବଚନ ଶୁଣିବାକୁ ମିଳୁଛି । ତେବେ ଏହି ଭାଷଣ ଏବଂ ପ୍ରବଚନ ର କୌଣସି ମହତ୍ତ୍ୱ ହିଁ ନାହିଁ ଯେଉଁଠି ନାରୀ କୁ ମାତା କୁହାଯାଏ ଏବଂ ଅନ୍ୟପଟେ ସେମାନଙ୍କ ଉପରେ ଅ-ତ୍ୟା-ଚା-ର କରାଯାଏ ।


ସେହି ଭଳି ଭାବରେ ଏହି ସମାଜ କେବେବି ସୁଧୁରୀ ପାରିବ ନାହିଁ । ଏଥିପାଇଁ ପ୍ରଥମେ ନିଜ ମନରେ ଥିବା ସବୁ କୁକଥା କୁ ନଷ୍ଟ କରିବାକୁ ପଡିବ । ତେବେ ଆମ ଓଡ଼ିଶା ରାଜ୍ୟରେ ମଧ୍ୟ ସେ ନା-ରୀ ନି-ର୍ଯ୍ୟା-ତ-ନା ହେଉ କିମ୍ବା ବ-ଧୂ ହ-ତ୍ୟା କିମ୍ବା ବ-ଳା-ତ୍କା-ର ଏହାର ସଂଖ୍ୟା ବଢିବାରେ ହିଁ ଲାଗିଛି ଏବଂ ହୁଏତ ଏହି ସବୁ ପାଇଁ ଅର୍ଥାତ ନାରୀ ନି-ର୍ଯ୍ୟା-ତ-ନା ରେ ଓଡିଶା ନମ୍ବର ଏକ ରେ ରହି ଥିବ ।


ତେବେ ଏହାକୁ ନେଇ ପ୍ରଶ୍ନ କରିଛନ୍ତି କଂଗ୍ରେସ ଦଳ ର ବରିଷ୍ଠ ନେତା ସୁର ରାଉତରାୟ । ତେବେ ଆପଣ ମାନେ କଂଗ୍ରେସ ର ରାଜନେତା ସୁର ରାଉତରାୟ ଙ୍କୁ ନିଶ୍ଚିତ ଜାଣିଥିବେ । ସେ ସର୍ଵଦା ଲୋକ ମାନଂକୁ ସାହାର୍ଯ୍ୟ କରିବାରେ ଆଗଭର ଥାଆନ୍ତି ଏବଂ ସମସ୍ତ ଙ୍କ ସହ ଖୁବ ଭଲ ରେ ମିଶି ମଧ୍ୟ ଯାଇଥାନ୍ତି । ସେ ମି-ଡ଼ି-ଆ ରେ ସର୍ଵଦା ନିଜର ମନକଥା ଏକଦମ ଖୋଲି କି କହି ଦେଇଥାନ୍ତି ।

ଏହା ଛଡା ତାଙ୍କର ମଜାଳିଆ କଥା କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି ତେବେ ସେ ବର୍ତ୍ତମାନ ନିଜର ଏକ ଇଣ୍ଟରଭିଉ ରେ ଓଡ଼ିଶା ରେ ବଢୁଥିବା ନାରୀ ନି-ର୍ଯ୍ୟା-ତ-ନା ବିଷୟ ରେ ବହୁତ କିଛି କଥା କହିଛନ୍ତି ତେବେ ଆସନ୍ତୁ ଦେଖିନେବା ସେହି ଇଣ୍ଟରଭିଉ ରେ ସେ କଣ କହିଛନ୍ତି ଆସନ୍ତୁ ଜାଣିନେବା । ତେବେ ସୁର ନିଜର ଏହି ଇଣ୍ଟରଭିୟୁ ଟା ହିନ୍ଦୀ ଭାଷା ରେ ଦେଇଥିଲେ । ସେ କଣ କହୁଛନ୍ତି ଶୁଣାନ୍ତୁ ଏହି ଭିଡିଓ ରେ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *