OMG ! ବନ୍ୟା ର ପାଣିରେ ଭାସୁଛି ଶହ-ଶହ ଗ୍ଯାସ ସିଲିଣ୍ଡର, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ କିଛି ଦିନ ହେବ ଅ-ଘ-ଟ-ଣ ଏବଂ ଦୁ-ର୍ଘ-ଟ-ଣା ଘ-ଟି-ବା-ରେ ଲାଗିଛି । ଏହା ସହ ବର୍ତ୍ତମାନ ପାଣି ପାଗର ପରିସ୍ଥିତି ଖରାପ ମଧ୍ୟ ରହୁଛି ଲଘୁଚାପ ହୋଇ ବର୍ଷା ହୋଇ ରାସ୍ତା ଘାଟରେ ପାଣି ଭର୍ତ୍ତି ହୋଇ ଯାଉଛି । ଏତେ ପାଣି ଭର୍ତ୍ତି ହୋଇ ଯାଉଛି ଯେ ରାସ୍ତା, ନାଳ ଖାଲ କିଛି ବି ଜଣା ପଡୁ ନାହିଁ । ଏହା ଯୋଗୁଁ ଅନେକ ଦୁ-ର୍ଘ-ଟ-ଣା ମଧ୍ୟ ଘ-ଟି ଯାଉଛି । ତେବେ ସମୁଦ୍ର ନଇ ରେ ଅଧିକ ପାଣି ମଧ୍ୟ ହେବାରେ ଲାଗୁଛି ।


କେଉଁଠି ବାତ୍ୟା ତ କେଉଁଠି ବନ୍ୟା ଆସୁଛି ଯାହା ଫଳରେ ଜୀଵନ ବଞ୍ଚିବା ବହୁତ କ-ଷ୍ଟ-କ-ର ହୋଇ ପଡୁଛି । ଅନେଜ ଲୋକଙ୍କ ଘର ମଧ୍ୟ ଉ-ଜୁ-ଡି ଯାଉଛି । ଅନେକ ଲୋକ ବେଘର ହୋଇ ଯାଉଛନ୍ତି । ତେବେ ଏହା ସହ ଅନେକ ଖବର ଶୁଣିବାକୁ ମିଳୁଛି କି ଏହି ପାଣି ରେ ବୁ-ଡି କିମ୍ବା ଭା-ସି ଲୋକମାନେ ମୃ-ତ୍ୟୁ ବରଣ ମଧ୍ୟ କରି ସାରିଛନ୍ତି । ତେବେ ସେହି ଭଳି କାଶୀପୁର ରୋଡ଼ ର ସୁଲତାନ ପୁର ପଟ୍ଟୀ ରେ ବହୁତ ଜୋରରେ ବର୍ଷା ହେବା ଯୋଗୁଁ ବନ୍ୟାର ପରିସ୍ଥିତି ଆସିଥିଲା ।

ଏହି ବନ୍ୟା ଅନେକ ଲୋକଙ୍କ ଧନ ଜୀଵନ ହା-ନି ମଧ୍ୟ କରିଦେଇଛି । ତେବେ ଏହା ଭିତରେ ସୋ-ସି-ଆ-ଲ ମି-ଡ଼ି-ଆ ରେ ଏକ ଭିଡିଓ ଖୁବ ଭା-ଇ-ରା-ଲ ହେଉଛି ଯେଉଁଠି ବନ୍ୟା ର ପାଣି ରେ ଅନେକ ଗୁଡିଏ ଗ୍ୟାସ ସିଲିଣ୍ଡର ଭା-ସି-ବା-ରେ ଲାଗିଛି । ତେବେ ଏହାକୁ ଦେଖି ଲୋକମାନେ ଖୁବ ଆଶ୍ଚର୍ଯ୍ୟ ହେଉଛନ୍ତି ଏବଂ ଆଶଙ୍କା କରୁଛନ୍ତି କି ହୁଏତ ଏହି ବନ୍ୟା କୌଣସି ଗ୍ୟାସ କମ୍ପାନୀ କୁ ନଷ୍ଟ କରିଦେଇଛି ସେଥିପାଇଁ ଏହି ସିଲିଣ୍ଡର ଗୁଡିକ ଭା-ସି-ବା-ରେ ଲାଗିଛି ।

ତେବେ ଏହି ଭିଡିଓ ଟି ବର୍ତ୍ତମାନ ଫେ-ସ-ବୁ-କ ରେ ବହୁତ ଭା-ଇ-ରା-ଲ ହେଉଛି ଏବଂ ବ୍ରେକିଂ ନ୍ୟୁଜ ମଧ୍ୟ ହୋଇ ଯାଇଛି । ତେବେ ଏହି ୨୦୨୧ ରେ ସମୁଦ୍ର ବହୁତ ଅଶାନ୍ତ ରହୁଛି ଏବଂ ଅନେକ ଘ-ଟ-ଣା ଏବଂ ଦୁ-ର୍ଘ-ଟ-ଣା ମଧ୍ୟ ଘ-ଟି-ବା-ରେ ଲାଗିଛି ଏହା ପୂର୍ବରୁ କେରଳ ରେ ପ୍ରବଳ ବର୍ଷା ଯୋଗୁଁ ଘର ଦ୍ୱାର ନ-ଷ୍ଟ ହେବା ସହ ବସ ମଧ୍ୟ ଭା-ସି ଯାଇଥିଲା ଏବଂ ବର୍ତ୍ତମାନ ଏହି ପାଣିରେ ଗ୍ୟାସ ସିଲିଣ୍ଡର ଭା-ସି-ବା-ରେ ଲାଗିଛି । ତେବେ ଏହା ପରେ ଏହି ଅଶାନ୍ତ ଜଳ ଆଉ କଣ ସବୁ ଦୃଶ୍ୟ ଦେଖେଇବ ତାହା ଦେଖିବାର ଅଛି ।

Leave a Reply

Your email address will not be published. Required fields are marked *