ଭୟଙ୍କର ଅହିରାଜ: ବିଷଧର ସାପ ବି ଏହାର ସାମ୍ନା କରିବାକୁ ଡରନ୍ତି, ଏହାର ଭୟଙ୍କର ଗର୍ଜ୍ଜନ ଶୁଣିଲେ ଆପଣଙ୍କ ଛାତି ବି ଥରିବାକୁ ଲାଗିବ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ବିଭିନ୍ନ ପ୍ରକାରର ସାପ ଦେଖିଥିବେ । କେତେଜଣ ଅସଲ ଜୀବନରେ ଦେଖିଥିବେ ତ କେତେଜଣ ଚିଡିଆ ଖାନା, ଟିଭି ଓ ସୋ-ସି-ଆ-ଲ ମି-ଡି-ଆରେ ଦେଖିଥିବେ । ସାପ ମାନଙ୍କର ଅନେକ ପ୍ରଜାତି ରହିଛି । ସେଥିମଧ୍ୟରୁ କେତେକ ବି-ଷ-ଧ-ର ଅଟନ୍ତି ତ କେତେକ ମଣିଷ ମାନଙ୍କ ପାଇଁ ଘା-ତ-କ ଅଟନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଅହିରାଜ ସାପ ବିଷୟରେ କହିବାକୁ ଯାଉଛୁ ।

ଅହିରାଜ ସାପର ଏକ ଭିଡିଓ ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଏହି ସାପଟି କେତେକ ଛୋଟ ବଡ ସାପ ମାନଙ୍କୁ ଖାଇ ଦିଏ ଓ ମାଛ ମାନଙ୍କୁ ଖାଇବା ପାଇଁ ଏହି ସାପକୁ ବହୁତ ଭଲ ଲାଗେ । ଏହି ସାପ ଉଭୟ ଜଳ ଓ ସ୍ଥଳରେ ରହି ନିଜ ଶି-କା-ର-କୁ ଖୋଜେ । ଯଦି ଏହି ସାପ କୌଣସି ମଣିଷକୁ ଚୋ-ଟ ମା-ରେ ତା ହେଲେ ବହୁତ କମ ପରିମାଣର ବି-ଶ ସେ ଛାଡି ଥାଏ ହେଲେ ସେହି ମଣିଷକୁ ତୁରନ୍ତ ହସ୍ପିଟାଲ ଯିବା ଉଚିତ ନଚେତ ସେହି ମଣିଷ ନିଜ ପ୍ରାଣ ହରାଇ ବସେ ।

ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଭିଡିଓ ଭା-ଇ-ରା-ଲ ହେଉଛି । ଏହି ଭିଡିଓରେ ଏକ ଅହିରାଜ ସାପ ଏକ ଗାଁ ଭିତରେ ଥିବାର ନଜର ଆସୁଛି । ସାପଟି କିଛି କାଠ ପଡିଥିବା ସ୍ଥାନରେ ନିଜ କାତି ଛ-ଡେ-ଇବା ପାଇଁ ଯାଇଥିବା ବେଳେ ଗାଁ ଲୋକମାନେ ତାକୁ ଦେଖି ଥିଲେ । ଏହା ପରେ ଗାଁ ଲୋକ ଏକ ସାପ ଧରାଳିକୁ ଡକାଇ ଥିଲେ ।

https://www.youtube.com/watch?v=FzHCTZ3kiAU

ସାପ ଧରାଳି ଜଣକ ସାବଧାନତାର ସହ ଅହିରାଜକୁ ଧରି ଥିଲେ । ବନ୍ଧୁଗଣ ଅହିରାଜ ସାପଟି ବହୁତ ବଡ ଥିଲା ଓ କାହାକୁ ସେ କ୍ଷତି କରିନଥିଲା । ଠିକ ସମୟରେ ଗାଁ ଲୋକ ସାପକୁ ଦେଖିବା ହେତୁ ଉଭୟ ସାପ ଓ ଗାଁ ଲୋକଙ୍କ ପାଇଁ ଭଲ ହେଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅହିରାଜ ସାପ କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *