ସୁର ଭାଇ (Sura Routray) ଙ୍କ ଅନର୍ଗଳ ହିନ୍ଦୀ, ଶୁଣିଲେ ହସି ହସି ଗଡିବେ ଆପଣ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆପଣ ମାନେ କଂଗ୍ରେସ ର ରାଜନେତା ସୁର ରାଉତରାୟ ଙ୍କୁ ନିଶ୍ଚିତ ଜାଣିଥିବେ । ସେ ସର୍ଵଦା ଲୋକ ମାନଂକୁ ସାହାର୍ଯ୍ୟ କରିବାରେ ଆଗଭର ଥାଆନ୍ତି ଏବଂ ସମସ୍ତ ଙ୍କ ସହ ଖୁବ ଭଲ ରେ ମିଶି ମଧ୍ୟ ଯାଇଥାନ୍ତି । ସେ ମି-ଡ଼ି-ଆ ରେ ସର୍ଵଦା ନିଜର ମନକଥା ଏକଦମ ଖୋଲି କି କହି ଦେଇଥାନ୍ତି । ଏହା ଛଡା ତାଙ୍କର ମଜାଳିଆ କଥା କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି ।

ତେବେ ସେ ବର୍ତ୍ତମାନ ନିଜର ଏକ ଇଣ୍ଟରଭିଉ ରେ ନନ୍ଦନକାନନ ବିଷୟରେ ବହୁତ କିଛି କଥା କହିଛନ୍ତି ତେବେ ଆସନ୍ତୁ ଦେଖିନେବା ସେହି ଇଣ୍ଟରଭିଉ ରେ ସେ କଣ କହିଛନ୍ତି ଆସନ୍ତୁ ଜାଣିନେବା । ତେବେ କଂଗ୍ରେସ ଦଳ ର ବରିଷ୍ଠ ନେତା ଭାବରେ ପରିଚିତ ହେଉଛନ୍ତି ସୁର ଦାସ । ତେବେ କରୋନା ପରେ ଅର୍ଥାତ ଦୁଇ ବର୍ଷ ପରେ ନନ୍ଦନକାନନ ଚିଡିଆଖାନା ପର୍ଯ୍ୟଟନ ଙ୍କ ପାଇଁ ଖୋଲି ଯାଇଛି । ବର୍ତ୍ତମାନ ଲୋକମାନେ ନନ୍ଦନକାନନ ବୁଲାବୁଲି କରି ପାରିବେ ।

ତେବେ ସୁର ଙ୍କୁ ଇଣ୍ଟରଭିୟୁ ରେ ଏହି ବିଷୟ ଉପରେ ପ୍ରଶ୍ନ କରିବାରୁ ସେ କହିଥିଲେ କି ମୁଁ ବହୁତ ଖୁସି କି ନନ୍ଦନକାନନ ଖୋଲି ଯାଇଛି । ତେବେ ସେ ଏହା ମଧ୍ୟ କହିଛନ୍ତି କି ଭାରତ ରେ ସବୁ ଚିଡିଆଖାନା ଭିତରୁ ନନ୍ଦନକାନନ ହେଉଛି ନମ୍ବର ୧ ଚିଡିଆଖାନା । ଏହି ଚିଡିଆଖାନା ଭଳି ଆଉ କେଉଁ ଚିଡିଆଖାନା ନାହିଁ ଏଠାରେ ଧଳା ବାଘ ଅଛନ୍ତି । ତେବେ ସେ ଏହି ସବୁ କଥା ହିନ୍ଦୀ ରେ କହୁଥିଲେ । ଏହା ସହ ସେ ନନ୍ଦନକାନନ ଖୋଲିବା ପାଇଁ ସରକାର ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ତେବେ ବାଘ,ହାତୀ, ହରିଣ ସବୁ ବାହାରକୁ ପଳେଇ ଆସୁଛନ୍ତି ତେବେ ସେ ବିଷୟରେ ସେ କହିଛନ୍ତି କି ଆମ ମାନଙ୍କ ର ଅଭ୍ୟାସ୍ ହୋଇଯାଇଛି ଏବଂ ସେମାନେ କିଛି କରିବେ ନାହିଁ କିମ୍ବା କୌଣସି ବାହାର ଲୋକ ଙ୍କୁ ଆ-କ୍ର-ମ-ଣ କରିବେ ନାହିଁ । ତେବେ ସେ ଶେଷ ରେ ସରକାର ଙ୍କୁ ନିବେଦନ କରିଛନ୍ତି କି ଆହୁରି ପଶୁ ସବୁ ଅଣାଯାଉ ଏବଂ ଏହି ଚିଡ଼ିଆ ଖାନା କୁ ଆହୁରି ଆକର୍ଷିତ କରାଯାଉ ।

Leave a Reply

Your email address will not be published. Required fields are marked *