Aryan ଜଲ୍ଦି ବାହାରିବେ ଜେଲରୁ, ଏବେ Salman ହିଁ ଶେଷ ଭରଷା ! ପୁଅ ଜେଲ୍ ଯିବାପରେ Shahrukh ଙ୍କୁ କିଛି ଏମିତି କହିଲେ ଭାଇଜାନ, ଦେଖନ୍ତୁ Video

ବନ୍ଧୁଗଣ ଆରିୟାନ ଖାନ ଜେ-ଲ ଯିବା ପରେ ବର୍ତ୍ତମାନ ଶାହରୁଖ ଖାନଙ୍କ ଉପରେ ଦୁଃଖର ପା-ହା-ଡ ଭା-ଙ୍ଗି ପଡିଛି । ଏବେ ଶାହରୁଖ ଓ ତାଙ୍କ ପରିବାର ଆରିୟାନଙ୍କ ପାଇଁ ମ-ର୍ମା-ହ-ତ ଅଛନ୍ତି । ଶାହରୁଖଙ୍କ ଏହି ଜଟିଳ ସମୟରେ ତାଙ୍କୁ ସନ୍ତନା ଦେଇଛନ୍ତି ବଲିଉଡ ଅଭିନେତା ସଲମାନ ଖାନ । ତେବେ ଆରିୟାନ ଖାନ ଗି-ର-ଫ ହେବା ପରେ ସଲମାନ ନିଜ ବନ୍ଧୁ ଶାହରୁଖଙ୍କୁ ଫୋନ କରିଥିଲେ ଓ ତାଙ୍କୁ ସମବେଦନା ଜଣାଇବା ପାଇଁ ତାଙ୍କ ଘରକୁ ମଧ୍ୟ ଯାଇଥିଲେ ।

ଏହା ଛଡା ଆରିୟାନଙ୍କୁ ସଲମାନ ନିଜ ପୁଅ ପରି ଦେଖନ୍ତି । ଆରିୟାନ ଜେଲ ଯିବା ପରେ ସଲମାନ ମ-ର୍ମା-ହ-ତ ହୋଇଥିବାର ଜଣା ପଡିଛି । ଏହି ସମୟରେ ସଲମାନ ଶାହରୁଖଙ୍କୁ କହିଥିଲେ- ‘ଧର୍ଜ୍ୟ ରଖ ଓ ଇଶ୍ଵରଙ୍କ ଉପରେ ଭରସା ରଖ । ଆରିୟାନ ବହୁତ ଭଲ ପିଲା ଇଶ୍ଵର କୌଣସି ଭଲ ପିଲା ସହ ଖରାପ କାମ କରନ୍ତି ନାହିଁ । ତମେ ଏମିତି ଭାବନି ଯେ ଆରିୟାନଙ୍କ କାରିୟର ଶେଷ ହୋଇଗଲା’ ।

ଆଗକୁ ସଲମାନ କହିଥିଲେ-‘ଚିନ୍ତା କର ନାହିଁ ଆରିୟାନ ବହୁତ ଶୀଘ୍ର ମୁ-କ୍ତ ହେବେ । ଯଦି ଆରିୟାନଙ୍କ ବି-ରୋ-ଧ-ରେ କିଛି ଚ-କ୍ରା-ନ୍ତ କରାଯାଇଛି ତାର ବି ସତ୍ୟ ନିଶ୍ଚୟ ସାମ୍ନାକୁ ଆସିବ’ । ତେବେ ଆରିୟାନଙ୍କୁ ମୁ-କୁ-ଳା-ଇବା ପାଇଁ ଆସନ୍ତା କାଲୀ ସେ-ସ-ନ୍ସ କୋର୍ଟରେ ଅପିଲ କରିପାରନ୍ତି ଓକିଲ ସତିଶ ମନସିନ୍ଦେ ।

ବର୍ତ୍ତମାନ ଆର୍ଥର ରୋଡର ଏକ ନମ୍ବର ବ୍ୟାରେକରେ ଅଛନ୍ତି ଆରିୟାନ ଖାନ । ବନ୍ଧୁଗଣ ସଲମାନଙ୍କ ସହ ତାଙ୍କର ପୁରୁଣା ପ୍ରେମୀକା ସୋମି ଅଲି ମଧ୍ୟ ଶାହରୁଖଙ୍କ ପୁଅ ସମର୍ଥନରେ ଆସିଛନ୍ତି । ବନ୍ଧୁଗଣ ଶାହରୁଖ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ସୁନାମ ଅର୍ଜନ କରିଛନ୍ତି । ହେଲେ ବର୍ତ୍ତମାନ ତାଙ୍କର ଇଜ୍ଜତ ତଳେ ପଡିଯାଇଛି । ତା ହେଲେ ବନ୍ଧୁଗଣ ଅରିୟାନଙ୍କୁ ବେଲ ମିଳିବା ଉଚିତ ନା ନାହିଁ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *