Aryan ଙ୍କୁ ଦେଖି କଏଦୀଙ୍କ ଖୁସି କହିଲେ ନ ସରେ, ଥାଳି ଗିନା ବାଡେଇ Aryan ଙ୍କୁ ସ୍ଵାଗତ କଲେ କଏଦୀ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଡ୍ର-ଗ୍ସ ଜା-ଲ-ରେ ଫ-ସି ଗି-ର-ଫ ହୋଇଥିବା ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେ ତାଙ୍କୁ ଜେ-ଲ ପଠା ଦିଆଯାଇଛି । ତାଙ୍କ ଜାମିନ ଶୁଣାଣି ଶେଷ ହେବା ପୂର୍ବରୁ ହିଁ ମହାରାଷ୍ଟ୍ରର ଆର୍ଥର ଜେ-ଲ-କୁ ନିଆଯାଇ ସାରିଥିଲା । ଏବେ ସେ ଜେ-ଲ-ର ସ୍ୱତନ୍ତ୍ର କ୍ୱାରେଣ୍ଟାନ ରୁମରେ ରହିଛନ୍ତି ।
ତେବେ ଆର୍ଥର ଜେ-ଲ-ରେ କଏଦୀ ମାନଙ୍କ ଖୁସି କହିଲେ ନ ସରେ ।

କାରଣ ଶାହାରୁଖ ଖାନ ଙ୍କ ପୁଅ ଙ୍କୁ ସେ ଦେଖିବେ ଏବଂ ସେଥିପାଇଁ ସମସ୍ତ କଏଦୀ ମାନେ ଆର୍ଯ୍ୟନ କୁ ଥାଳି ଚାମଚ ବାଡେଇ ସ୍ୱାଗତ କରିଛନ୍ତି । ଆର୍ଯ୍ୟନଙ୍କୁ ଗୁରୁବାର କୋର୍ଟ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ଅର୍ଥାତ ଜାମିନ ନ ମିଳିବା ଯାଏ ଆର୍ଯ୍ୟନଙ୍କୁ ଆର୍ଥର ଜେ-ଲ-ରେ ହିଁ ରହିବାକୁ ପଡ଼ିବ । ଆର୍ଯ୍ୟନ୍‌ଙ୍କ ସମେତ ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ଘଟଣାରେ ଗି-ର-ଫ ସମସ୍ତ ୮ ଅ-ଭି-ଯୁ-କ୍ତ-ଙ୍କୁ ଜେ-ଲ ପଠାଇ ଦିଆଯାଇଛି ।

ଜେ-ଲ ପଠାଇବା ପୂର୍ବରୁ ସମସ୍ତ ଅ-ଭି-ଯୁ-କ୍ତ-ଙ୍କ ଏନ୍‌ସିବି ଡାକ୍ତରୀ ଯା-ଞ୍ଚ କରିଛି । ପୁରୁଷ କଏଦୀଙ୍କୁ ଆର୍ଥର ରୋଡ୍‌ ଜେ-ଲ୍‌ ନିଆଯାଇଥିବା ବେଳେ ମହିଳା କଏଦୀଙ୍କୁ ବାଇକୁଲ୍ଲା ଜେ-ଲ୍‌ ପଠାଇ ଦିଆଯାଇଛି । ସେପଟେ ଜେ-ଲ୍‌ ପହଞ୍ଚିବା ପରେ ଆର୍ଯ୍ୟନ୍‌ ବେଶ୍‌ ଭୟଭୀତ ହୋଇ ପଡ଼ିଛନ୍ତି । ଏବେ ଆର୍ଯ୍ୟନ୍‌ଙ୍କୁ ଜେ-ଲ୍‌-ର କ୍ୱାରେଣ୍ଟାଇନ୍‌ ସେ-ଲ୍‌ରେ ରଖାଯାଇଛି । ବାରାକ ନମ୍ବର ୧ରେ ସେ ଓ ଆଉ ତାଙ୍କର ୫ ସହଯୋଗୀ ରହିଛନ୍ତି ।

ଏଠାରେ ସମସ୍ତେ ୫ ଦିନ ଯାଏ କ୍ୱାରେଣ୍ଟାଇନରେ ରହିବ । ଆସନ୍ତାକାଲି ସକାଳୁ ଆର୍ଯ୍ୟନଙ୍କୁ ଅନ୍ୟ କଏଦୀଙ୍କ ଭଳି ସକାଳ ୬ଟାରୁ ଉଠିବାକୁ ପଡ଼ିବ । ସକାଳ ୭ଟା ସୁଦ୍ଧା ଜେ-ଲ-ରେ- ହୋଇଥିବା ବ୍ରେକଫାଷ୍ଟ ତାଙ୍କୁ ଖାଇବାକୁ ପଡ଼ିବ । ତାଙ୍କୁ କୌଣସି ପ୍ରକାରର ବାହାର ଖାଦ୍ୟ ମିଳିବନି ।

ସେହିପରି ୧୧ଟା ବେଳକୁ ଲଞ୍ଚ ଓ ସନ୍ଧ୍ୟା ୬ଟା ସୁଦ୍ଧା ଡିନର ଆର୍ଥର ଜେଲ୍‌ରେ କଏଦୀଙ୍କୁ ମିଳିଥାଏ । ତେଣୁ ଆର୍ଯ୍ୟନଙ୍କୁ ମଧ୍ୟ ସେହି ଅନୁସାରେ ଖାଇବା ମିଳିବ । କୋର୍ଟଙ୍କ ନିର୍ଦ୍ଦେଶ ନ ମିଳିବା ଯାଏ ଆର୍ଯ୍ୟନଙ୍କୁ ଘରର ଖାଦ୍ୟ ମିଳି ପାରିବ ନାହିଁ । ତେବେ ଜେ-ଲ କ୍ୟାଣ୍ଟିନରୁ ଅତିରିକ୍ତ ଟଙ୍କା ଦେଇ କଏଦୀମାନେ ନିଜ ପସନ୍ଦର ଖାଇବାର ବ୍ୟବସ୍ଥା ଆର୍ଥର ଜେ-ଲ-ରେ ରହିଛି ।
ତେବେ ସମସ୍ତ ଙ୍କ ନଜର କି ଆର୍ଯ୍ୟନ ଙ୍କୁ ଜାମିନ କେବେ ମିଳିବ ।

Leave a Reply

Your email address will not be published. Required fields are marked *