ପୁରୁଣା ସୁନାକୁ ନେଇ ଆସିଲା ନୂଆ ନିୟମ ! ପୁରୁଣା ସୁନା ବିକ୍ରି କରିବାକୁ ଚାହୁଁଥିଲେ ନିଶ୍ଚୟ ପଢନ୍ତୁ ଏହି ଖବର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୁରୁଣା ସୁନା ବିକ୍ରୟ ଆଉ କରିପାରିବେ ନାହିଁ । ତେବେ ସୂଚନା ମୁତାବିକ ଏପରି କିଛି ସୁନା ସମ୍ବଦ୍ଧୀୟ ଘୋଷଣାମାନ କରାଯାଇଛି । ତେବେ ବନ୍ଧୁଗଣ ସୁନା ଏକ ଏପରି ମୂଲ୍ୟବାନ ଜିନିଷ । ଯାହାର କ୍ରମାଗତ ଭାବରେ ତାହାର ଦରଦାମକୁ ନେଇ ଉପରତଳ ହେଉଛି । କେତେବେଳେ ସୁନା ରେଟ ବଢିଯାଉଛି ତ ପୁଣି କେତେବେଳେ କମିଯାଉଛି ।

ତେବେ ଏହାରି ମଧ୍ୟରେ ସମସ୍ତ ସୁନା ଉପରେ ହଲମାର୍କିଙ୍ଗ ଚିହ୍ନ ରହିବା ଦରକାର ବୋଲି ସରକାରଙ୍କ ତରଫରୁ ବଡ ଘୋଷଣାନାମା ଜାରୀ କରାଯିଛି । ତେବେ ଏହା ସହିତ ସୁନା ଉପରେ ୬ ଅଙ୍କ ବିଶିଷ୍ଠ ଏଚୟୁଆଇଡି ନମ୍ବର ରହିବା ବାଧ୍ୟତାମୂଳକ ଅଟେ ବୋଲି ମଧ୍ୟ କୁହାଯାଇଛି । ଯାହାକୁ ଆଖି ଆଗରେ ରଖି ଗ୍ରାହକ ଓ ବ୍ୟବସାୟୀ ସଚେତନ ରହିବା ନିହାତି ଜରୁରୀ ଅଟେ ।

କାରଣ ବିନା ହଲମାରକିଙ୍ଗ ସୁନାର ବିକ୍ରି ଉପରେ ଆସନ୍ତା ସମୟରେ ଲଗାଜୀବ ରୋକ । କାରଣ ଆସନ୍ତା ଜୁନ ମାସ ପରେ ରଖିଥିବା ପୁରୁଣା ସୁନା ଆଉ ବିକ୍ରି କରିବା ଯୋଗ୍ୟ ହିଁ ରହିବ ନାହିଁ । ତେବେ ଜୁନ ମାସ ପୂର୍ବରୁ ପୁରୁଣା ସୁନାକୁ ବିକ୍ରି କରିବାର ନିୟମ ଆସି ପହଞ୍ଚି ଯାଇଛି । ତେବେ ଦେଶରେ ଯେଉଁ ସବୁ ସୁନା ଦୋକାନ ମାନ ରହିଛି । ସେଠାରେ ରଖିଥିବା ପୁରୁଣା ହଲମାର୍କ ଚିହ୍ନିତ ସୁନାକୁ ଜୁନ ମାସ ସୁଦ୍ଧା ଯଥା ଶୀଘ୍ର ବିକ୍ରି କରିବାକୁ ନିୟମ ଆସି ଯାଇଛି । ନଚେତ ଜୁନ ମାସ ପରେ ସେହି ସମସ୍ତ ସୁନାକୁ ଆଉ ବିକ୍ରି କରିପାରିବେ ନାହିଁ ।

ତେବେ ସୁନାର ଦରଦାମ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଯାହାକୁ ନେଇ ଗ୍ରାହକ ଓ ବ୍ୟବସାୟୀ ମଧ୍ୟ ଚିନ୍ତାରେ ଅଛନ୍ତି । ଏବେ ପୁଣି ସରକାରଙ୍କ ଗୋଟିଏ ପରେ ଗୋଟିଏ ନୂଆ ନୂଆ ନିୟମ ଶୁଣି ଗ୍ରାହକ ତଥା ବ୍ୟବସାୟୀ ମାନେ ସାମାନ୍ଯ ଅଡୁଆରେ ପଡିଯାଇଛନ୍ତି । ସତ କିନ୍ତୁ ସରକାରଙ୍କ ଦ୍ଵାରା ଘୋଷିତ ଏହି ସମସ୍ତ ସୁନା ସମ୍ବଦ୍ଧୀୟ ନିୟମକୁ ପାଳନ କରିବା ନିତାନ୍ତ ଆବଶ୍ୟକ ହୋଇଥାଏ ।

ନଚେତ ଆଗାମୀ ସମୟରେ ନିୟମ ଅବମାନନା କରୁଥିବା ଲୋକ ହିଁ ଅସୁବିଧାର ସାମ୍ନା କରିପାରନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହି ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *