ସାଙ୍ଗ ସହିତ ଭେଟ କରିବାକୁ ଯାଇ 12 ଜଣ ସୈତାନ୍ ଙ୍କ ହାବୁଡ଼ରେ ପଡ଼ିଗଲା ଝିଅଟି…ଆଉ ତା’ପରେ ଯାହା ହେଲା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସାଙ୍ଗ ସହିତ ଭେଟ କରିବାକୁ ଯାଇ ୧୪ ଜଣ ପୁରୁଷର duskarmaର ଶିକାର ହେଲେ ନାବାଳିକା ! ତେବେ ପୁନେ ଠାରେ ଏପରି କିଛି ଘଟଣା ଘଟିଯାଇଛି ଯାହାକୁ ଯିଏ ବି ଶୁଣିବ । ତାହାର ଲୋମଟାଙ୍କୁରୀ ଉଠିବ । ତେବେ ପୁନେର ରେଳ ଷ୍ଟେସନକୁ ଜଣେ ୧୪ ବର୍ଷର ଝିଅ ତ’ ର ସାଙ୍ଗ ସହିତ ସାକ୍ଷାତ କରିବାକୁ ଯାଇଥିଲା । ତାପରେ ସାଙ୍ଗ ସହିତ ସେହି ଝିଅଟିର ଭେଟ ତ ହୋଇପାରିନଥିଲା ।

ହେଲେ ସାଙ୍ଗକୁ ଅପେକ୍ଷା କରି କରି ବିଳମ୍ବିତ ରାତି ହୋଇଯାଇଥିଲା । ତେବେ ଘରେ ମଧ୍ୟ ଝିଅଟି କାହାକୁ କିଛି ନକହି ସାଙ୍ଗକୁ ସାକ୍ଷାତ କରିବାକୁ ଆସିଥିବାରୁ ଝିଅ ଜଣଙ୍କ ଘରକୁ ଫେରିବା ସମୟରେ କାନ୍ଦି କାନ୍ଦି ଘରକୁ ଫେରୁଥିଲା । ତାପରେ ସେହି ଝିଅଟିକୁ ଏକୁଟିଆ ଦେଖି ରାସ୍ତାରେ ଯାଉଥିବା ଜଣେ ଅଟୋବାଲା ଝିଅଟିକୁ କାନ୍ଦିବାର କାରଣ ପଚାରିଲେ । ତାପରେ ଝିଅଟି ସବୁକିଛି ଖୋଲିକି କହିଲା ।

ଏହି ସୁଯୋଗର ଫାଇଦା ଉଠାଇବାକୁ ଯାଇ ଝିଅଟିକୁ ପାଣି ପିଇବାକୁ ଦେବା ବାହାନାରେ ତାକୁ ଆଣି nisa ପାଣି ଦେଇଦେଲା । ତାପରେ ଝିଅଟି ଅଚେତ ଥିବା ଅବସ୍ଥାରେ ଅଟୋବାଲାଟି ଝିଅ ସହିତ duskarma କରିଲା । ତାପରେ ସେହି ଖରାପ କାର୍ଯ୍ୟ କରିଥିବା ଅଟୋବାଲା ଜଣଙ୍କ ପୁଣି ଥରେ ଝିଅଟିକୁ ନିଜ ଅଟୋରେ ବସାଇ ଏକ ହୋଟେଲକୁ ନେଇଗଲା । ଯେଉଁଠାରେ ସେହି ଅଟୋବାଲାର ୧୨ ଜଣ ସାଙ୍ଗ ମାନେ ଆଗରୁ ଅପେକ୍ଷା କରିବସିଥିଲେ ।

ତାପରେ ସେହି ୧୪ ବର୍ଷ ଝିଅକୁ ସେହି ୧୨ ଜଣ ପୁରୁଷ ଗୋଟିଏ ପରେ ଗୋଟିଏ କରି ବହୁ ଘଣ୍ଟା ପର୍ଯ୍ୟନ୍ତ duskarma କରିବାକୁ ଲାଗିଲେ । ଝିଅଟିର ଯେତେବେଳେ ହୋସ ଆସିଥିଲା । ସେତେବେଳେ ଝିଅଟି ଯେତେ କାକୁତୀ ମିନତୀ ହୋଇ ସେମାନଙ୍କୁ ତାକୁ ଛାଡିଦେବା ପାଇଁ କହିଥିଲା । ସେହି ଲୋକମାନେ କିଛି ନଶୁଣିକି ଝିଅଟି ସହ ସେହିପରି duskarma କରି ଚାଲିଥିଲେ । ତାପରେ ସେହି ଝିଅଟି ଆଣି ଏକ ଷ୍ଟେସନରେ ଛାଡି ଦେଇଚାଲିଗଲେ ।

ତାପରେ ଝିଅଟି ଏପରି ଚିରାଫଟା ପୋଷାକ ପିନ୍ଧିଥିବା ଅବସ୍ଥା ଦେଖି ସେଠାରେ ଥିବା ଜଣେ ସଫେଇ କର୍ମଚାରୀ ମଧ୍ୟ ବିଳମ୍ବିତ ରାତିରେ କେହି କୁଆଡେ ନଥିବାର ସୁଯୋଗ ନେଇ ପୁଣି ଥରେ ସେହି ଝିଅ ସହିତ duskarma କରିଥିଲେ । ତାପରେ ଝିଅଟିକୁ ନେଇ ଟ୍ରେନରେ ବସାଇଦେଇଥିଲେ । ଟ୍ରେନଟି ଯାଇ ପଣ୍ଡିଚେରିରେ ପହଞ୍ଚିଥିଲା । ସେହିଠାରେ ଝିଅଟିର ଏପରି ଅବସ୍ଥା ଦେଖି ଜଣେ ପୋଲିସ ବାବୁ ଝିଅଟି ପାଇଁ ସହାୟତାର ସାହାଜ୍ଯ ପଠାଇଥିଲେ ।

ଏହା ସହିତ ଝିଅଟିକୁ ନେଇ ଏକ ମେଡିକାଲରେ ଚିକିତ୍ସା କରାଇଥିଲେ । ଯେଉଁଠାରେ କି କେବଳ ଖାଲି ଝିଅ ମାନେ ହିଁ ପୀଡ଼ିତା ଝିଅର ଚିକିତ୍ସା କରୁଥିଲେ । ତାପରେ ସେହି ପୋଲିସଙ୍କ ସହାୟତାରେ ବହୁ ଗୁଡିଏ CC TV ଫୁଟେଜ ଚେକ କରି ଗୋଟିଏ ପରେ ଗୋଟିଏ ସବୁ duskarma କରିଥିବା dosi ମାନେ ଧରା ପଡିଯାଇଥିଲେ ।

Leave a Reply

Your email address will not be published. Required fields are marked *