ଦେଖନ୍ତୁ ଯାତ୍ରା ସ୍ଟେଜରେ Elina Samantray ପରଫର୍ମ କରୁଥିବା ସମୟରେ ଦର୍ଶକ ତାଙ୍କ ହାତ ଧରି କଣ କଲେ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଯାତ୍ରା ସ୍ଟେଜରେ ଏଲିନାଙ୍କ ମସ୍ତି ! ତେବେ ଘରେ ଘରେ ଅତି ସୁପରିଚିତ ଓଡିଶାର ସୁନ୍ଦରୀ ଆକଟ୍ରେସ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କୁ ଯାତ୍ରା ସ୍ଟେଜରେ ଦେଖିବାକୁ ମିଳିଛି । ଯେଉଁଠାରେ କି ସିଏ ଅତିଥି କଳାକାର ହିସାବରେ ନିମନ୍ତ୍ରିତ ହୋଇ ଯାଇଥିଲେ । ଯାତ୍ରା ସ୍ଵପ୍ନ ମହଲ ଅପେରା ବାଲେଶ୍ଵର ଏକ ଏରିଆରେ ମଞ୍ଚସ୍ଥ ହେବା ବେଳେ ଏଲିନା ସେଠାକୁ ଅତିଥି କଳାକାର ହିସାବରେ ଯାଇଥିଲେ ।

ତେବେ ଏଲିନା ସାମନ୍ତ ରାୟଙ୍କୁ ଦେଖିବା ପାଇଁ ଦର୍ଶକଙ୍କର ଖସାଖାସ ଭିଡ ଜମିଥିଳା । ତେବେ ଯାତ୍ରା ଦେଖିବାକୁ ଯେତେ ମାତ୍ରାରେ ଲୋକେ ପସନ୍ଦ କରିଥାନ୍ତି । ସେତେ  ମାତ୍ରାରେ ଯାତ୍ରାରେ ହେଉଥିବା ରଙ୍ଗାରଙ୍ଗ ମେଲୋଡି ପ୍ରୋଗ୍ରାମକୁ ଏଞ୍ଜୟ କରିବାକୁ ସେତେ ଅଧିକ ଦର୍ଶକ ଭଲ ପାଇଥାନ୍ତି । ତେବେ ସେହି ରୋମାଞ୍ଚକ ଭରା ଯାତ୍ରାର ମେଲୋଡି ସୋ’ ରେ ଅଭିନେତ୍ରୀ ଏଲିନା ସାମନ୍ତରାୟ ନିଜର ଫୁଲ୍ ଜଲ୍ବା ଦେଖାଇଥିଲେ ।

ତାହା ସହିତ ଏଲିନାଙ୍କ ସାଙ୍ଗରେ ତାଳରେ ତାଳ ଦେଇ ନାଚିବା ସହ ଗୀତ ମଧ୍ୟ ସ୍ଟେଜ ତଳେ ଥିବା ଦର୍ଶକ ଗାଇଥିଲେ । ଅଭିନେତ୍ରୀ ଏଲିନାଙ୍କ ବହୁତ ହିଁ ଫେମସ ସଙ୍ଗ ଟାଟୁ ବାଲି ଗୀତରେ ଯାତ୍ରା ସ୍ଟେଜ ଖାଲି ଉଠିଥିଲା ଓ ପଡିଥିଲା । ଏହା ସହିତ ସୁନ୍ଦରୀ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ଆଉ ଏକ ଡାନ୍ସ ନମ୍ବର ମାୟା ରେ ବାୟା ଗୀତକୁ ମଧ୍ୟ ଏଲିନା ଯାତ୍ରା ମଞ୍ଚ ଉପରେ ନିଜେ ବୋଲି ଗାଇବା ସହ ସେହି ଗୀତର ମଧୁବାଲାରେ ଦର୍ଶକ ମଧ୍ୟ ଝୁମିଥିଲେ ।

ଏହା ସହିତ ଏଲିନା ସାମନ୍ତରାୟଙ୍କ ସହିତ କରମର୍ଦ୍ଧନ କରିବା ପାଇଁ ସ୍ଟେଜ ତଳୁ ଦର୍ଶକଙ୍କର ଭିଡ ଲାଗିଥିଲା । ଜଣେ ଦର୍ଶକ ତ ମେଲୋଡି ସୋ’ ମଝିରୁ ହିଁ ଉଠି ପଡି ହିରୋଇନ ଏଲିନାଙ୍କ ସହ ହ୍ଯାନ୍ଡସେକ କରିଥିଲା । ତେବେ ଦର୍ଶକଙ୍କର ଓଡିଆ ଭିନେତ୍ରୀ ଏଲିନାଙ୍କ ପ୍ରତି ଥିବା ଏତେ ମାତ୍ରାରେ ଭଲ ପାଇବା ଏଲିନା ଦେଖି ବହୁତ ଖୁସି ହୋଇଯାଇଥିଲେ । ଆମେ ଆଶା କରୁଛୁ ।

ଏହିପରି ବହୁ ଗୋଟି ଓଡିଆ ଫିଲ୍ମ କରି ଦର୍ଶକ ମାନଙ୍କର ଓଡିଆ କଳାକାର ତଥା ସୁନ୍ଦରୀ ଓ ଷ୍ଟାଇଲିସ ଅଭିନେତ୍ରୀ ଏଲିନା ସାମନ୍ତରାୟ ଏହିପରି ମନୋରଞ୍ଜନ କରାନ୍ତୁ । ତାପରେ ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *