‘Sumit ଙ୍କୁ ଡକ୍ଟର ଡିଗ୍ରୀ ଦେଲା କିଏ ? ତୁମ ୱାଇଫ କଣ ତୁମ ପର୍ସନାଲ ପ୍ରପର୍ଟି, ତୁମେ…’ ସୋସିଆଲ ମିଡିଆରେ Sumit ଙ୍କ ଉପରେ ଏମିତି ବର୍ଷିଲେ ଏହି ମହିଳା, ଶୁଣି ଆପଣ ବି ହେବେ ଆଶ୍ଚର୍ଯ୍ୟ ! ଦେଖନ୍ତୁ Video

ବନ୍ଧୁଗଣ, ଏତେଦିନ ପରେ ବର୍ତ୍ତମାନ ସୁମିତ ନିଜର ଭିଡିଓ ସୋସିଆଲ ମିଡିଆ ରେ ଛାଡିବା ପରେ, ବହୁ ମାତ୍ରା ରେ ବର୍ତ୍ତମାନ ବିଭିନ୍ନ ପ୍ରକାରର ପ୍ରଶ୍ନ କରିଛନ୍ତି କିଛି ଉଚ୍ଚ ଶିକ୍ଷିତ ଲୋକ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ଡାକ୍ତର ସୁମିତ ଏବଂ ତପସ୍ଵିନୀ ଙ୍କ ବିବାଦ କୁ ନେଇ ଭୁବନେଶ୍ଵରରୁ ହରପ୍ରିୟା ରଥ କହିଛନ୍ତି ଯେ, ଆଜି ଡାକ୍ତର ସୁମିତ ଙ୍କ ର ଗୋଟିଏ ଭିଡିଓ ଦେଖିଲି, ଯିଏ ନିଜେ ଏତେ ଦିନ ଲୁଚି ରହିବା ପରେ ଆଜି ତାଙ୍କର ଭିଡିଓ ବନାଇଛନ୍ତି ।

ସେ କହିଛନ୍ତି ଯେ ସାଧାରଣ ଜନତା ଆସି ତାଙ୍କର ପର୍ଶନାଲ ପ୍ରୋପୋଟି ନଷ୍ଟ କରିଦେଇଛନ୍ତି । ଏଥିପାଇଁ ସେ ତାଙ୍କ ବାପା ଙ୍କୁ କହି କୋର୍ଟ ରେ କେସ ଲଢିବେ ଯେ ତାଙ୍କର ପର୍ଶନାଲ ପ୍ରୋପୋଟି ଆଉ ତାଙ୍କର ମାନ ସନ୍ନମାନ ହାନି ହେଉଛି । ମାତ୍ର ଯେତେବେଳେ ତୁମେ ଯାହାକୁ ମ୍ୟାରେଜ କରିଛ ତଥା ଯିଏ ତୁମ୍ଭର ସ୍ତ୍ରୀ ସେ କଣ ତୁମ୍ଭର ପର୍ଶନାଲ ପ୍ରୋପୋଟି ନୁହେଁ କି ?

ମ୍ୟାରେଜ କରିଲା ବେଳକୁ ତ ବହୁତ ଭଲ ଲାଗୁଥିଲା, ତପସ୍ଵିନୀ ଯେଉଁ ଶୀତ କାକର ରେ ପଡି ରହିଛନ୍ତି କୁକୁର ତଥା ବିଲେଇ ସାଙ୍ଗରେ ଯେଉଁ ଶୋଊଥିଲେ ସେତେବେଳେ ଆପଣଙ୍କୁ ଦେଖାଯାଉନଥିଲା ? ଆପଣଙ୍କ ୱାଇଫ ଗୋଟେ ପର୍ଶନାଲ ପ୍ରୋପୋଟି ନଷ୍ଟ ହେଉଛି ବୋଲି ? ଆପଣ କଣ ଜାଣିପାରୁନଥିଲେ ? ଆପଣ କଣ ଗୋଟିଏ ହୃଦୟହୀନା ମଣିଷ କି ? ମ୍ୟାରେଜ କରିଲା ବେଳକୁ ଆପଣଙ୍କୁ ସବୁ ଠିକ ଲାଗୁଥିଲା ।

କିନ୍ତୁ ବର୍ତ୍ତମାନ ଜକଡି ସେ ନିଜର ଅଧିକାର ମାଗିଲେ, ତା ହେଲେ ସେ ହେଇଗଲେ ଭୁଲ । ଏତେ ପ୍ରହସନ ଯଦି ଆପଣଙ୍କ ଇଜ୍ଜତ ନଷ୍ଟ ହେଇ ଯାଉଅଛି ତେବେ ଆପଣ ପ୍ରଥମ ଦିନରୁ ତାଙ୍କୁ ଘରକୁ ନେଇଥାନ୍ତେ । ଘରେ ନେଇ ସମାଧାନ କରିଥାନ୍ତେ । ମାତ୍ର ଯେତେବେଳେ ଆପଣ ଘରେ ସମାଧାନ କରି ପାରିଲେ ନାହିଁ ସେ ରୋଡ କୁ ବାହାରିଲେ ।

ଆପଣ ରକ୍ଷକ ସାଜିବା କଥା କିନ୍ତୁ ଆପଣ ତ ଭକ୍ଷକ ସାଜିଗଲେଣି । ଏତେ ତଳକୁ କିଭଳି ଖସିଗଲେ ଡାକ୍ତର ସୁମିତ ? ମାତ୍ର ବର୍ତ୍ତମାନ ଅଳ୍ପ ପବ୍ଲିକ ବାହାରି ଆପଣଙ୍କ ପର୍ଶନାଲ ପ୍ରୋପୋଟି ନଷ୍ଟ କରିଛନ୍ତି ବୋଳିବ କହୁଛନ୍ତି । ଆପଣ ତପସ୍ଵିନୀ ଙ୍କ ଜାଗାରେ ଥିଲେ ଏତେ ଶୀତ ରେ ବାହାରେ ଶୋଇ ପାରିଥାନ୍ତେ କି ? ଆପଣ କହିଲେ କୋର୍ଟ ର ଆଇନ ତପସ୍ଵିନୀ ମାନୁ ନାହାଁନ୍ତି ମାତ୍ର ଆପଣ କେତେ ମାତ୍ରାରେ କୋର୍ଟ ର ଆଇନ କୁ ମାନିଛନ୍ତି ?

ଆପଣ ଯଦି ଠିକ ଥାନ୍ତେ ତେବେ ମିଡିଆ ଆଗରେ ତଥା ସମସ୍ତଙ୍କ ଆଗରେ ଆସି ନିଜର ପକ୍ଷ ରଖନ୍ତେ, ମାତ୍ର ଆପଣ କିଛି କରିପାରିବେ ନାହିଁ ଆପଣ କେବଳ ଲୁଚି ରହି ପାରିବେ । ଦରକାର ପଡିଲେ ସବୁ ସହରର ମହିଳା ମାନେ ଯାଇ ତପସ୍ଵିନୀ ଙ୍କ ପାଖରେ ଛିଡା ହେବେ । ବନ୍ଧୁଗଣ ଏହିଭଳି ହରପ୍ରିୟା ଭୁବନେଶ୍ବରରୁ କହିଛନ୍ତି । ଏହି ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *