ଆଇନଜୀବୀ ସୁମନ୍ତ ସ୍ୱାଇଁ କହିଲେ ‘ଯଦି ଗୋପାଳ ଜେଲ ରେ ଆତ୍ମହତ୍ୟା କରେ ତ ଏଥିପାଇଁ କେବଳ ରାଜ୍ୟ ସରକାର ଦାୟୀ ରହିବେ, କାରଣ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୋପାଳ ଯଦି ଆତ୍ମହତୟଆ କରିଲା ବୋଲି କୁହାଯିବ ତେବେ ରାଜ୍ୟସରକାର ଦାୟୀ ରହିବେ । ତେବେ ଏପରି କିଛି ମନ୍ତବ୍ୟ ହାଇକୋର୍ଟର ଆଇନଜୀବି ସୁମନ୍ତ ସ୍ଵାଇଁ ଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ଆଇନଜୀବିଙ୍କ କହିବା ଆଧାରରେ ମୁଁ ଗୋପାଳ ଦାସ ପାଇଁ ନିଜ ତରଫଋ କେଶ ଫାଇଲ କରିଛି । ତେବେ ଗୋପାଳର ବାରମ୍ବାର ମେଡିକାଲ ଟେଷ୍ଟ କରାଯାଇ ଗୋପାଳ ଏକ ପାଗଳ ବୋଲି ସାବ୍ୟସ୍ତ କରାସରିଲାଣି ।

ତେଣୁ ଗୋପାଳ ଉପରେ ବାରମ୍ବାର ମେଡିକାଲ ଟେଷ୍ଟ କରାଇବା ଠିକ ନୁହେଁ ବୋଲି ଆଇନଜୀବିଙ୍କ ମତ ରହିଛି । ତେବେ ଯଦି ଅତି ଦରକାର ପଡିଥାଏ । ତେବେ ମେଡିକାଲ ଟିମ ଆସି ଗୋପାଳ ରହୁଥିବା ସ୍ଥାନରେ ହିଁ ମେଡିକାଲ ଟେଷ୍ଟ ଗୋପାଳର କରିପାରିବେ । ତେବେ ଗୋପାଳକୁ ଜେଲ୍ ରେ ରଖିବା ସମୟରେ ତା’ ର ପ୍ରତ୍ଯେକଟି କାର୍ଯ୍ୟକୁ CC TV ରେ କଏଦ କରି ରଖାଯିବା ଉଚିତ । ତା’ ର ଖାଇବା ପିଇବା ଠାରୁ ସବୁ କିଛି କାର୍ଯ୍ୟକଳାପ CC TV ରେ ରେକର୍ଡ ହୋଇ ରହିବା ଦରକାର ।

କାରଣ ଯଦି ଏହାର କିଛି ବିଚ୍ୟୁତି ଘଟେ । ତେବେ ନମିତା ମେହେର ଘଟଣା ପରି ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତୟଆ ଯେପରି କରିଥିଲା । ତେବେ ଏହିପରି କିଛି ଘଟଣା ଗୋପାଳ ଦାସ ସହିତ ପୁଣି ଥରେ ପୁନରାବୃତ୍ତି ନହେବା ପାଇଁ ମୁଁ ଚାହୁଁଛି ବୋଲି କହିଛନ୍ତି ଆଇନଜୀବି ସୁମନ୍ତ ସ୍ଵାଇଁ । ତେଣୁ ମୁଁ ଆଜି ଏହି ଫାଇଲଟି ମାନ୍ୟବର ହାଇକୋର୍ଟ ନିକଟରେ ଆବେଦନ କରିଛି ।

ଗୋପାଳ ଯଦି ସେମିତି କିଛି କରିଦେବ । ତେବେ ଏଥିପାଇଁ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ, ହୋମ ଡିପାର୍ଟମେଣ୍ଟ ଦାୟୀ ରହିବେ । ତେଣୁ ଗୋପାଳକୁ CC TV ଫୁଟେଜରେ ରଖି ତାଉପରେ ନଜର ରଖିବା ଉଚିତ । ଏହା ସହିତ ଗୋପାଳର ପରିବାର ପ୍ରତି ମଧ୍ୟ ଯତ୍ନବାନ ରହିବା ଉଚିତ । ଯେପରି ଗୋପାଳର ଅନୁପସ୍ଥିତିରେ ଗୋପାଳର ପରିବାରର ଯେପରି କୌଣସି ପ୍ରକାର କ୍ଷତି ନଘଟେ ।

ତେବେ ଏହାର ପରବର୍ତ୍ତୀ ମୂହୁର୍ତ୍ତରେ ଗୋପାଳକୁ ଭେଟିବା ପାଇଁ ହାଇକୋର୍ଟ ଠାରୁ ଅନୁମତି ଅପିଲ କରି ଦେଖା କରିବାକୁ ଜୀବି ବୋଲି ମଧ୍ୟ ଆଇନଜୀବୀ ସୁମନ୍ତ ସ୍ଵାଇଁ କହିଛନ୍ତି  । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *