ଅଳିଆ ଗଦାରୁ ସୁନା ଚେନ ପାଇ ମାଲିକଙ୍କୁ ଖୋଜି ଫେରାଇ ଦେଲେ ମହିଳା କର୍ମଚାରୀ, କହିଲେ ଆମେ ଗରିବ ହେଇପାରୁ ହେଲେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅଳିଆ ଗଦାରୁ ସୁନା ଚେନ ପାଇଲେ ସଫେଇ ମହିଳା କର୍ମଚାରୀ । ହେଲେ ପାଖରେ ନରଖି ମାଲିକଙ୍କୁ ଖୋଜି ଫେରାଇ ଦେଲେ । ତେବେ ବର୍ତ୍ତମାନର ସମୟରେ ବି ମାନବିକତା ପରି କିଛି ଜିନିଷ ଆମ ସମାଜରେ ମଧ୍ୟ ଆଜି ପର୍ଯ୍ୟନ୍ତ ଦେଖିବାକୁ ମିଳିଛି । ତେବେ ନିଜର ଅଭାବ ଓ ଗରିବୀ ଥାଇ ମଧ୍ୟ ସେ ମନରୁ ଧନୀ ବୋଲି ଆଜି ପ୍ରମାଣ କରିଦେଇଛନ୍ତି ପୂଜା ସିଂହ ।

ତେବେ ପୂଜା ସିଂହଙ୍କର ଏପରି କାର୍ଯ୍ୟ ପାଇଁ ସବୁଆଡୁ ଏବେ ବାହା ବାହା ବଧାଇ ପୂଜାଙ୍କୁ ଶୁଣିବାକୁ ମିଳିଛି । ତେବେ ଅଳିଆ ପୃଥକୀକାରଣ କରିବା ସମୟରେ ଗଦା ଗଦା ଅଳିଆ ମଧ୍ୟରୁ ପୂଜା ଏକ ସୁନା ଚେନଟି ପାଇଯାଇଥିଲେ । ତେବେ ଚେନଟି ଯେତେବେଳେ ପାଇଯାଇଥିଲେ । ସେତେବେଳେ ସେ ଅଧିକ ବ୍ୟସ୍ତ ବିବ୍ରତ ହୋଇପଡିଥିଲେ । ତେବେ ଆପଣ ଏଠାରେ ଭାବୁଥିବେ ।

ଏହା କି ଯେ ସୁନା ଚେନକୁ ଆଉ କିଏ ଦେଖିବା ପୂର୍ବରୁ ପୂଜା ଲୁଚାଇବାକୁ ଯାଇ ଏପରି ବ୍ୟସ୍ତ ବିବ୍ରତ ହୋଇପଡୁଥିବେ । ତେବେ ସେପରି କିଛି କଥା ମଧ୍ୟ ନୁହେଁ । ଏତେ ବଡ ଦାମୀ ସୁନା କାହାର ହଜିଯାଇଛି । ଯାହାର ବି ହଜିଛି ତା’ ର ମନ ଯେ କେତେ କଷ୍ଟ ହେଉଥିବ । ଏହି କଥାକୁ ଭାବି ଭାବି ସୁନା ଚେନର ଯିଏ ମାଲିକ ତାହାକୁ ଫେରାଇବା ପାଇଁ ଚେଷ୍ଟା କରିଥିଲେ । ଶେଷରେ ପୂଜା ନିଜ କାର୍ଯ୍ୟରେ ସଫଳ ହୋଇପାରିଥିଲେ ।

ତେବେ ପ୍ରକୃତରେ ସୁନା ଚେନଟି କାହାର ଥିଲା । ତାହାଙ୍କୁ ଚିହ୍ନଟ କରି ପୂଜା ସିଂହ ଚେନଟି ଯାହାର ତାଙ୍କୁ ଫେରାଇ ଦେଇଥିଲେ । ତେବେ ପୂଜା ସିଂହଙ୍କର ଏଭଳି ନିଷ୍ଠାବାନ କାର୍ଯ୍ୟ ଦେଖି ସୁନା ଚେନର ଅଧିକାରୀ କହିଥିଲେ । ପୂଜା ଯେଉଁ କାର୍ଯ୍ୟ କରିଛନ୍ତି । ତାହାଙ୍କୁ ପ୍ରଶଂଷା ନ କରି ରହି ହେବନାହିଁ । ତେବେ ଗରିବୀ ଜୀବନର ଏକ ଅବସ୍ତା ହୋଇପାରେ ।

ହେଲେ ମନ ଗରିବ ନୁହେଁ ବୋଲି ଆଜି ପୂଜା ଭଳି ମହିଳା ପ୍ରମାଣ କରିଦେଇଛନ୍ତି । ତେବେ ପୂଜାର ଏହି କାର୍ଯ୍ୟ ପାଇଁ ଭୁବନେଶ୍ବରର ମହାନଗର ନିଗମର ମେୟର ମଧ୍ୟ ପୂଜାକୁ ତାଙ୍କ କାମ ପାଇଁ ପ୍ରଶଂଷା କରିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *