Subhman Gill ରଚିଲେ ଇତିହାସ, ମାରିଲେ ଏମିତି ଦ୍ଵି ଶତକ କି ଫିକା ପଡିଗଲେ ବିରାଟ ଓ ଧବନ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦ୍ଵି ଶତକ ମାରି ବିଶ୍ଵ ରେକର୍ଡ କଲେ ସୁଭମନ୍ । ତେବେ କ୍ରିକେଟରେ ସବୁବେଳେ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସିଥାଏ । ପ୍ରତ୍ଯେକଟି ଖେଳାଳୀ ନିଜ ନିଜର ସ୍ତରରେ ନିଜର ଖେଳର ଚମତ୍କାରୀତା କ୍ରିକେଟ ଖେଳରେ ପଦର୍ଶନ କରିଥାନ୍ତି । ତେବେ ତେବେ ଚାଲନ୍ତୁ ସେହିପରି କ୍ରିକେଟ ଦୁନିଆର କିଛି ନୂଆ ଅପଡେଟ ତଥ୍ୟ ବିଷୟରେ ଆଲୋଚନା କରିନେବା । ତେବେ କ୍ରିକେଟର ସୁଭମନ୍ ଗିଲ୍ ଦ୍ଵି ଶତକ ମାରି ବିଶ୍ଵ ରେକର୍ଡ କରିଛନ୍ତି ।

୨୦୮ ରନର ଚମତ୍କାରୀ ଖେଳ ଖେଳି ଭିରାଟ କୋହଲୀ ଓ ଧୱାନଙ୍କୁ ପଛରେ ପକାଇଦେଲେ । ତେବେ ଭାରତ ଓ ନ୍ୟୁଜିଲାଣ୍ଡ ଦେଶ ମଧ୍ୟରେ ହେଉଥିବା ଏକ ଦିବସ ଖେଳରେ କିଛି ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ମ୍ଯାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଟିତ ହୋଇଛି । ତେବେ ଏହି ମ୍ଯାଚରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇଥିଲେ । ତେବେ କ୍ରିକେଟ ମ୍ଯାଚର ଓପନର ରୋହିତ ଶର୍ମା ସୁଭମନ ଗିଲ୍ ଦଳକୁ ମଜଭୁତ ପାର୍ଟନରସିପ ଦେଇଥିଲେ ।

ରୋହିତ ଶର୍ମା ୩୪ ରନର ଖେଳି ଆଉଟ ହୋଇଯାଇଥିଲେ । ତେବେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିବା ଏହି ମ୍ଯାଚରେ ସବୁ ଖେଳାଳୀ ନିଜ ନିଜର ବେଷ୍ଟ ଦେବା ପାଇଁ ନିଜର ପ୍ରୟାସ ଜାରୀ ରଖିଥିଲେ । ଏହା ଛଡା ଏହି ମ୍ଯାଚରେ ସୁଭମନ୍ ଗିଲ ଏପରି ଭାବରେ ଖେଳିଥିଲେ । ଯେ ସମସ୍ତଙ୍କର ନଜରର ଆକର୍ଷଣର କେନ୍ଦ୍ରବିନ୍ଦୁ ସେ ପାଲଟିଥିଲେ । ତେବେ ଏହି ମ୍ଯାଚରେ ସୁଭମନ ଗିଲ୍ ବିସ୍ଫୋରକ ଭାବରେ ନଜର ଆସିଥିଲେ ।

ଶୁଭମନ ଗିଲ୍ ସ୍କୋର କରିବାରେ ଲାଗିପଡିଥିଲେ । ତେବେ ପ୍ରଥମେ ସୁଭମନ ଗିଲ ମ୍ଯାଚରେ ନିଜର ଶତକ ପୂରଣ କରିଥିଲେ । ତାପରେ ନିଜର ଖେଳ କ୍ଯାରିଅରରେ ବିସ୍ଫୋରକ ଭାବରେ ପ୍ରଥମ କରି ଦ୍ଵିଶତକ ମାରିଛନ୍ତି । ତେବେ ପ୍ରଥମ ଭାରତୀୟ ଏକ ଦିବସ ଖେଳରେ ଦ୍ରୁତତମ ହଜାର ରନ  କରିପାରିଛନ୍ତି ।

ପ୍ରଥମରୁ ଏକ ଦିବସ କ୍ରିକେଟରେ ଶିଖର ଧୱାନ ଓ ଭିରାଟ କୋହଲୀ ୨୪ ଟି ଇନନିଙ୍ଗରେ ହଜାର ରନ କରିଥିଲେ । ୨୦୮ ରନର ବିଧ୍ଵଂସକାରୀ ଖେଳି ସୁଭମନ ଗିଲ ଏହି ସବୁ ରେକର୍ଡକୁ ଭାଙ୍ଗିଛନ୍ତି । ଏହା ସହିତ ତାଙ୍କର ୧୯ ଟି ଚଉକା ସହିତ ୯ ଟି ଛକା ମଧ୍ୟ ସାମିଲ ରହିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *