ଯାତ୍ରା ମଞ୍ଚରେ ହିରୋ ରାସ୍ତା ଉପରେ ଭିଲିଆନ ! ଯାତ୍ରା ସରିଲା ପରେ ହିରୋଇନ ସହ ହୀରୋ ଯାହା କଲା ନା…ଶୁଣିଲେ ଆପଣ ବି ଥରିବେ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଯାତ୍ରା ସ୍ଟେଜରେ ହିରୋ ଓ ରାସ୍ତା ଉପରେ ହେଉଛନ୍ତି ଭିଲିଆନ । ହଁ ବନ୍ଧୁଗଣ ଏପରି ଏକ ଖବରର ସୂଚନା ମିଳିଛି । ତେବେ ଯାତ୍ରା କଳାକାର ଯାତ୍ରା ସାରି ଯିଏ ଯାହା ଘରକୁ ଫେରୁଥିଲେ । ତେବେ ଯାତ୍ରାରେ ଅଭିନୟ କରୁଥିବାର ସାଇଡ ହିରି ହାତୀକର ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ଯାତ୍ରାରେ ଅଭିନୟ କରି ସାରି ଘରକୁ ଫେରୁଥିଲେ । ତେବେ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରୁ କୌଣସି କାରଣ ବଶତଃ କଳି ଝଗଡା ଲାଗିଥିଲା ।

ତାପରେ ଯାତ୍ରା କଳାକାର ହାତୀକର ତାଙ୍କ ସ୍ତ୍ରୀକୁ ଗାଡିରେ ନିସ୍ତୁକ ମ-ଆଡ ମାରୁଥିଲେ । ତାପରେ ଗାଡି ଭିତରେ ଏପରି ମ-ଆରି ମ-ଆରି ତାପରେ ତାଙ୍କ ସ୍ତ୍ରୀକୁ ଗାଡି ଭିତରୁ ବାହାରକୁ ଜୋର କରି କାଢି ଦେଲେ । ତାପରେ ଯାତ୍ରା କଳାକାର ତଥା ସେହି ମହିଳା ଜଣଙ୍କ ମ-ଆଡ ଖାଇ ଖାଇ ଲ-ହୁ ଲୁହା-ଣ ହୋଇ ଆସି ରାସ୍ତାରେ ପଡିଲେ । ତେବେ କଷ୍ଟ ଯନ୍ତ୍ରଣାରେ ମହିଳା ଜଣଙ୍କର ଚିତ୍କାର ଶୁଣି ସ୍ଥାନୀୟ ଲୋକ ସେଠାରେ ଜମିଗଲେ ।

ତେବେ ସେଠାକାର ଜଣେ ସ୍ଥାନୀୟ ମହିଳାଙ୍କର କହିବା ଅନୁସାରେ ଯାତ୍ରା ସାରି ଉଭୟ ସ୍ଵାମୀ ଓ ସ୍ତ୍ରୀ ଘରକୁ ଫେରୁଥିଲେ । ତେବେ ଉଭୟଙ୍କର ମଧ୍ୟରେ ଏପରି କିଛି ଝଗଡା ଲାଗିଲା ଯେ ସ୍ଵାମୀ ଜଣଙ୍କ ସ୍ତ୍ରୀଙ୍କୁ ମ-ଆରିକି ଅବସ୍ତା ପୁରା ଖରାପ କରିଦେଇଥିଲା । ତାପରେ ସ୍ଥାନୀୟ ଲୋକ ସେଠାରେ ରୁଣ୍ଡ ହୋଇ ପୀଡ଼ିତା ଯାତ୍ରା କଳାକାରଙ୍କୁ ଉଠାଇ ତାଙ୍କର ଅବସ୍ତା ସମ୍ପର୍କରେ ପଚାରି ବୁଝିଲେ ।

ଏହା ସହିତ ଯାତ୍ରା କଳାକାର ହାତୀକରଙ୍କୁ ସ୍ଥାନୀୟ ଲୋକ ଘଟଣା ସମ୍ପର୍କରେ ପଚାରିବାରୁ ସ୍ଵାମୀ ଜଣଙ୍କ ଏହି ବିଷୟରେ କିଛି କହିବାକୁ ନାରାଜ ଥିଲେ । ତେବେ ସ୍ତ୍ରୀଙ୍କୁ ନି-ଇର୍ଯା-ତ-ଅନା ଦେଇ ସ୍ଵାମୀ ଜଣଙ୍କ ସ୍ତ୍ରୀଙ୍କୁ ମ-ଆରି ନାହାନ୍ତି ବୋଲି ସଫେଇ ଦେଉଛନ୍ତି । ତାପରେ ତାଙ୍କର କିଛି ବି ହୋଇ ନାହିଁ ବୋଲି ସ୍ଥାନୀୟ ଲୋକଙ୍କୁ ଭଣ୍ଡାଉଛନ୍ତି । ଏହାରି ଭିତରେ ସ୍ଥାନୀୟ ଲୋକ ଓ ଯାତ୍ରା କଳାକାର ହାତୀକରଙ୍କର ମଧ୍ୟରେ ଉତ୍ତେଜନା ଦେଖାଦେଇଛି ।

ତେବେ ରାସ୍ତା ଉପରେ ନିଜ ସ୍ତ୍ରୀଙ୍କୁ ରାଗ ବଶତଃ ଏପରି ଭାବେ ବାଡେଇ ଲହୁଲୁହାଣ କରିବା ବହୁତ ବଡ ଅନ୍ୟାୟ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ତାପରେ ପୀଡ଼ିତା ମହିଳାଙ୍କୁ ତାଙ୍କର ସ୍ଵାସ୍ଥ ଅବସ୍ତାର ଚିକିତ୍ସା ପାଇଁ ମେଡିକାଲକୁ ପଠାଗଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କରିବା ସହ ରାସ୍ତା ଉପରେ ପାରିବାରିକ କଳହ ପାଇଁ ନିରୀହ ସ୍ତ୍ରୀଙ୍କୁ ମ-ଆରିବା କେତେ ଦୂର ଠିକ ନା ଭୁଲ କମେଣ୍ଟ କରିକି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *