‘ଆମେ କେବଳ ସାଙ୍ଗ ନୁହେଁ, ଅନୁଭବ ଆଉ ମୋର ସମ୍ପର୍କ ବହୁତ ଆଗକୁ ବଢିଯାଇଛି, ଦୁହିଁଙ୍କ ପରିବାର ସବୁ ଜାଣିଛନ୍ତି…’: Jagruti Shukla

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅନୁଭବ ଆଉ ମୋର ସମ୍ପର୍କ ବହୁତ ଆଗକୁ ବଢି ଯାଇଛି । ହଁ ବନ୍ଧୁଗଣ ଏପରି କିଛି ମନ୍ତବ୍ୟ ଗଣ ମାଧ୍ୟମ ସାକ୍ଷାତକାରରେ ଅନୁଭବଙ୍କର ବାନ୍ଧବୀ ଜାଗୃତି ଶୁକ୍ଲା କହିଛନ୍ତି । ତେବେ ଅଭିନେତା ଅନୁଭବ ଓ ଜାଗୃତି ଶୁକ୍ଲାଙ୍କର ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ବହୁ କିଛି କଥା ଚର୍ଚାର ପରିସର ଭୁକ୍ତକୁ ଆସିଅଛି । ତେବେ କିଛି ମାସ ତଳେ ଅଭିନେତା ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ପାରିବାରିକ କଳହ କାରଣରୁ ସମ୍ପର୍କରେ ତିକ୍ତତା ଆସିଥିଲା ।

ତେବେ ଯେଉଁ କାରଣରୁ ଉଭୟଙ୍କୁ ଥାନା ଓ କୋର୍ଟର ଦ୍ଵାରସ୍ଥ ହେବା ପାଇଁ ପଡିଥିଲା । ତେବେ ତାହାରି ଭିତରେ ଅଭିନେତା ଅନୁଭବ ଓ ତାଙ୍କ ବାନ୍ଧବୀ ଜାଗୃତିଙ୍କୁ ନେଇ କିଛି କଥା ସାମ୍ନାକୁ ଆସିଥିଲା । ବହୁ ଲୋକ ଅନୁଭବ ଓ ଜାଗୃତିଙ୍କର ସମ୍ପର୍କକୁ ପ୍ରେମର ଆକ୍ଷା ମଧ୍ୟ ଦେଇଥିଲେ । ତେବେ ତାଙ୍କ ଭିତରେ ଏକ ପବିତ୍ର ବନ୍ଧୁତାର ସମ୍ବଦ୍ଧ ଅଛି ବୋଲି ଅନୁଭବ ମହାନ୍ତି ସବୁବେଳେ ଦାବୀ କରିଥାନ୍ତି ।

ତେବେ ଗତ କିଛି ଦିନ ତଳେ ମୋଗଲ ମୁଭି ବାଦଶାହା ବସନ୍ତ ନାୟକଙ୍କର ଜନ୍ମ ଜୟନ୍ତୀ ପାଇଁ ଏକ ଉତ୍ସବ ଆୟୋଜନ କରଯାଇଥିଲା । ଯେଉଁ ଉତ୍ସବରେ ଓଡିଶାର ବହୁ କଳାକାରମାନ ଯୋଗ ଦେଇ କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧକ କରିଥିଲେ । ତେବେ ସେହି ଉତ୍ସବରେ ଅନୁଭବ ମହାନ୍ତି ମଧ୍ୟ ଯୋଗଦାନ ଦେଇଥିଲେ । ତେବେ ସେଠାରେ ଜାଗୃତି ଶୁକ୍ଲା ମଧ୍ୟ ଦିଲ୍ଲୀରୁ ଆସି କାର୍ଯ୍ୟକ୍ରମରେ ପହଞ୍ଚିଥିଲେ ।

ତାପରେ ଅନୁଭବ ଇଭେଣ୍ଟକୁ ଆସିଲା ପରେ ସମସ୍ତଙ୍କ ଆଗରେ ସିଧାସଳଖ ଜାଗୃତିଙ୍କୁ କାର୍ଯ୍ୟକ୍ରମରେ ଦେଖି ବହୁତ ଖୁସି ହୋଇଯାଇଥିଲେ । ଏହା ସହିତ ହାତରେ ହାତ ମିଶାଇ ତାଙ୍କର କାର୍ଯ୍ୟକ୍ରମକୁ ଆସିଥିବା ପାଇଁ  ସ୍ଵାଗତମ ମଧ୍ୟ ଜଣାଇଥିଲେ । ତେବେ ସେହି ଉତ୍ସବରେ ଅନୁଭବଙ୍କର ବାନ୍ଧବୀ ଜାଗୃତି ଶୁକ୍ଲା କିଛି ଏପରି ମନ୍ତବ୍ୟ ଗଣମାଧ୍ୟମ ନିକଟରେ ରଖିଥିଲେ ।

ତେବେ ତାଙ୍କର କହିବା ଅନୁଯାଇ ଅନୁଭବ କେବଳ ମୋର ଜଣେ ସାଙ୍ଗ ନୁହନ୍ତି । ତାଙ୍କ ଓ ମଧ୍ୟରେ ସମ୍ପର୍କ ବହୁତ ଆଗକୁ ବଢି ଯାଇଛି । ଅନୁଭବ ଓ ମୋ ପରିବାର ମଧ୍ୟରେ ବହୁତ ଭଲ ଏକ ସମ୍ପର୍କ ଗଢି ଉଠିଛି । ଯଦିଓ ଅନୁଭବ ଏବଂ ଜାଗୃତି ଶୁକ୍ଲା ଉଭୟଙ୍କର ତରଫରୁ ତାଙ୍କ ମଧ୍ୟରେ ଥିବା ସମ୍ପର୍କ ପ୍ରେମ ସମ୍ପର୍କ ବୋଲି କିଛି ପ୍ରତିକ୍ରିୟା ମିଳିପାରିନାହିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍ କରିବା ସହ ଆପଣଙ୍କର ମତାମତ କମେଣ୍ଟ କରିକି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *