ବଢିବାକୁ ଲାଗିଲା ସ୍ତ୍ରୀ ର ଓଜନ ତ ସ୍ଵାମୀ ରୁମ ରେ ଲଗେଇ ଦେଲା ସିସିଟିଭି କ୍ୟାମେରା, ଆଉ ତା’ ପରେ ଯାହା ହେଲା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ବର୍ତ୍ତମାନ ଦୁନିଆରେ ଏମିତି ସବୁ ମାମଲା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି । ଏହି ସମସ୍ତ ମାମଲା ସାଧାରଣତଃ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସମସ୍ତ ମାମଲା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି  ଆମେ ଆପଣ ମାନଙ୍କ ପାଇଁ ଏହିପରି ଏକ ମାମଲା ନେଇ ଆସିଛୁ । ବନ୍ଧୁଗଣ ଏହି ମାମଲାଟି ହେଉଛି ଏକ ସ୍ଵାମୀ ସ୍ତ୍ରୀଙ୍କର ମାମଲା ଯାହା ବିଷୟରେ ଆପଣ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମାମଲା ବିଷୟରେ ।

ବନ୍ଧୁଗଣ ଏହି ମାମଲାଟି ହେଉଛି ଅଷ୍ଟ୍ରେଲିଆ ଦେଶର । ଅଷ୍ଟ୍ରେଲିଆରେ ଏକ ସ୍ଵାମୀ ନିଜ ସ୍ତ୍ରୀ ଉପରେ ସନ୍ଦେହ କରିଲା, କାରଣ ତା ସ୍ତ୍ରୀ ପ୍ରତିଦିନ ମୋଟି ହୋଇ ଯାଉଥିଲା । ନିଜ ସ୍ତ୍ରୀ ଉପରେ ସନ୍ଦେହ କରି ସ୍ଵାମୀ ନିଜ ଘରେ କ୍ୟାମେରା ଲଗାଇଥିଲା ।


ଯେତେବେଳେ ସ୍ତ୍ରୀ ଘରେ ଛୋଟ ଡ୍ରେସ ପିନ୍ଧୁଥିଲା ବା କିଛି ଭୁଲ ହରକତ କରୁଥିଲା ସେତେବେଳେ ସ୍ଵାମୀ କ୍ୟାମେରାରେ ସବୁକିଛି ଦେଖୁଥିଲା । ଦେଖିବା ପରେ ସେ ଘରକୁ ଆସି ନିଜ ସ୍ତ୍ରୀକୁ ମାରପିଟ କରୁଥିଲା ।  ସ୍ତ୍ରୀ କିଛି ଦିନ ଏହି କଷ୍ଟକୁ ସହିବା ପରେ ଶେଷରେ ପୋଲିସ ଷ୍ଟେସନ ଯାଇ ନିଜ ସ୍ଵାମୀ ବିରୋଧରେ କମ୍ପ୍ଲେନ ଲେଖାଇଥିଲା ।

ସ୍ତ୍ରୀ ପୋଲିସ ଷ୍ଟେସନରେ କହିଥିଲା, ‘ମୋ ସ୍ଵାମୀ ମୋ ଉପରେ ସନ୍ଦେହ କରି ମୋତେ ସବୁବେଳେ ମାରପିଟ କରୁଛନ୍ତି ଓ ମୋତେ ଜୀବନରୁ ମାରିଦେବା ପାଇଁ ମଧ୍ୟ ଧମକ ଦେଉଛନ୍ତି, ମୋର ତାଙ୍କ ସହ କୌଣସି ସମ୍ପର୍କ ରଖିବାର ନାହିଁ, ମୁ ଏକ ଡେଟିଙ୍ଗ ଆପ୍ ମାଧ୍ୟମରେ ଅନ୍ୟ ଏକ ପୁରୁଷ ସହ ବିବାହ କରିସାରିଛି’ ।

ବନ୍ଧୁଗଣ ଏହାପରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ତଲାକ ହୋଇଥିଲା । ସ୍ଵାମୀକୁ ନିଜ ଭୁଲ ପାଇଁ ୨୧ ଦିନର ଦଣ୍ଡ ମିଳିଥିଲା ଓ ୨ ମାସ ପର୍ଯ୍ୟନ୍ତ ବିନା ଦରମାରେ କାମ କରିବାର ଦଣ୍ଡ ଦିଆଯାଇଥିଲା । ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ମାମଲାଟି ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି । ଆପଣ ମାନେ ଏହି ମାମଲା ବିଷୟରେ ଜାଣି ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯାଇଥିବେ । ଦେଶ ବିଦେଶର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *